୩ଟି ଗୁ-ପ୍ତା-ଙ୍ଗ ସହ ଜନ୍ମ ନେଲା ଶିଶୁ ପୁତ୍ର, ସମ୍ପୂର୍ଣ ଘ-ଟଣା ଜାଣି ହୋଇଯିବେ ଆ-ଶ୍ଚର୍ଯ୍ୟ, ବିଶ୍ୱରେ ମାନବ ଜାତି ପାଇଁ ପ୍ରଥମ!

ମାନବ ଇତିହାସରେ ପ୍ରଥମ ଥର ପାଇଁ ଏମିତି ଏକ ଘ-ଟଣା ଚର୍ଚ୍ଚାକୁ ଆସିଛି, ତାହା ହେଉଛି ତିନୋଟି ଯୌ-ନା-ଙ୍ଗ ସହିତ ଏକ ଶିଶୁ ଜନ୍ମ ହେବା ଘ-ଟଣା ଚର୍ଚ୍ଚାର ପରିସର ମଧ୍ୟକୁ ଆସିଛି। ଏହି ଶିଶୁ ହେଉଛି ତିନି ଲି-ଙ୍ଗ ବିଶିଷ୍ଟ ଟ୍ରାଇଫାଲିଆ ଶିଶୁ। ଏହି ମା-ମ-ଲାଟି ଇରାକରେ ଘ-ଟିଛି। ଇରାକର ମୋସୁଲ ସହରର ଡୁହୋକରେ ଜନ୍ମ ହୋଇଥିବା ଏହି ଶିଶୁର ପରିବାର ଶିଶୁଟିର ଯୌ-ନା-ଙ୍ଗ ଫୁଲିଥିବାର ଅ-ଭିଯୋ-ଗ କରିବା ପରେ ଏଭଳି ଏକ ଆ-ଶ୍ଚ-ର୍ଯ୍ୟ ଜନକ ଘ-ଟଣା ସାମ୍ନାକୁ ଆସିଥିଲା।

ଆନ୍ତର୍ଜାତୀୟ ଜର୍ଣ୍ଣାଲ ଅଫ ସର୍ଜରୀ କେସ ରି-ପୋ-ର୍ଟରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ଏହି ରି-ପୋ-ର୍ଟର ଲେଖକ ଡକ୍ଟର ଶାକିର ସଲିମ ଜବାଲିଙ୍କ ଅନୁସାରେ, ତିନୋଟି ପେ-ନି-ସ କିମ୍ବା ଟ୍ରିପହେଲିଆର ଏହା ପ୍ରଥମ ମା-ମ-ଲା ଅଟେ। ତେବେ ଶିଶୁଟି ଯେତେବେଳେ ଗ-ର୍ଭରେ ଥିଲା, ସେତେବେଳେ ଔଷଧର ସଠିକ ସଂସ୍ପର୍ଶରେ ଆସିନଥିବାରୁ,ଏଭଳି ହୋଇଛି ବୋଲି ଆ-ଶ-ଙ୍କା କରାଯାଉଛି।

Google

ନ୍ୟୁୟର୍କ ପୋଷ୍ଟର ଖବର ଅନୁସାରେ, ଯେତେବେଳେ ଶିଶୁଟି ତିନି ମାସର ହୋଇଥିଲା, ସେତେବେଳେ ଏହି ଶିଶୁର ପିତାମାତା ଶିଶୁଟିର ଯୌ-ନା-ଙ୍ଗ ଫୁଲିଥିବାର ଅ-ଭିଯୋ-ଗ ଡାକ୍ତରଙ୍କ ନିକଟରେ କରିଥିଲେ। ଶିଶୁକୁ ଦେଖିବା ପରେ ଡାକ୍ତରମାନେ ଜାଣିବାକୁ ପାଇଥିଲେଯେ ଶିଶୁଟିର ଗୋଟିଏ ନୁହେଁ ବରଂ ତିନୋଟି ଲି-ଙ୍ଗ ରହିଛି। ଏହି ରି-ପୋ-ର୍ଟ ଅନୁସାରେ ମୁଖ୍ୟ ଲି-ଙ୍ଗର ମୂଳ ସହିତ ଅନ୍ୟ ଏକ ଲି-ଙ୍ଗ ସଂଲଗ୍ନ ଥିଲା ଯାହାର ଲମ୍ବ ୨ ସେମି ଥିଲା, ସେହିପରି ଅନ୍ୟ ଲିଙ୍ଗଟିର ଲମ୍ବ ଏକ ସେଣ୍ଟିମିଟର ଥିଲା, ଯାହାକି ମୁଖ୍ୟ ଲି-ଙ୍ଗର ନିମ୍ନ ଭାଗ ସହିତ ସଂଯୁକ୍ତ ହୋଇଥିଲା ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *