ଯେତେବେଳେ ଶାଶୁ ଇନ୍ଦିରା ଗାନ୍ଧୀ ବୋହୂ ସୋନିଆ ଗାନ୍ଧୀଙ୍କୁ କହିଥିଲେ, “ମୁଁ ମଧ୍ୟ ମୋ ଜବାନୀ ସମୟରେ ପ୍ରେମ କରିଥିଲି”ସେତେବେଳେ….

କଂଗ୍ରେସ ଚିଫ ସୋନିଆ ଗାନ୍ଧୀ ଇନ୍ଦିରା ଗାନ୍ଧୀଙ୍କ ପୁଅ ରାଜୀବ ଗାନ୍ଧୀଙ୍କୁ ଲଭ ମ୍ୟାରେଜ କରିଥିଲେ। ଯେତେବେଳେ ରାଜୀବ ଗାନ୍ଧୀ କେମ୍ବ୍ରିଜ ୟୁନିଭର୍ସିଟିରେ ପଢୁଥିଲେ ସେତେବେଳେ ତାଙ୍କର ଭେଟ ସୋନିଆ ଗାନ୍ଧୀଙ୍କ ସହ ହୋଇଥିଲା। ସାକ୍ଷାତକାର ବନ୍ଧୁ ଭାବରେ ହୋଇଥିଲା ଓ ଏହା ଶେଷରେ ପ୍ରେମରେ ପରିଣତ ହୋଇଥିଲା। ସୋନିଆ ରାଜୀବ ଗାନ୍ଧୀଙ୍କ ସହିତ 1968 ମସିହା ଫେବ୍ରୁଆରୀ 25 ତାରିଖରେ ବିବାହ କରିଥିଲେ।

ସୋନିଆ ଗାନ୍ଧୀ ପ୍ରଥମ ଥର ଭାବରେ ନିଜର ଶାଶୁ ଗାନ୍ଧୀଙ୍କ ସହ ସମ୍ପର୍କରେ ଆସିବାପରେ ତାଙ୍କ ସହିତ ଭେଟ ହେବାକୁ ନେଇ କିଛି କଥା କହିଥିଲେ।

1965 ମସିହାରେ ଇନ୍ଦିରା ଗାନ୍ଧୀଙ୍କୁ ସୋନିଆ ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ଅଫେୟାର ବିଷୟରେ ଜଣାପଡିଥିଲା। ଇନ୍ଦିରା ଗାନ୍ଧୀ ସୋନିଆ ଗାନ୍ଧୀଙ୍କୁ ଭେଟିବାପାଇଁ ଡ଼ାକିଥିଲେ ଓ ନିଜର ହେବାକୁ ଥିବା ଶାଶୁଙ୍କୁ ଭେଟିବାପାଇଁ ସୋନିଆ ବହୁତ ନର୍ଭସ ଥିଲେ।

ସୋନିଆ ଗାନ୍ଧୀ ସେହି ସାକ୍ଷାତକାର ବିଷୟରେ କହିଥିଲେ, ଯାହାକି ତାଙ୍କୁ ବହୁତ ନର୍ଭସ ଅନୁଭବ ହେଉଥିଲା। ମୋତେ ଭଲ ଭାବରେ ସେସମୟରେ ଇଂରାଜୀ ଆସୁନଥିଲା ଓ ସେ ମୋ ସହିତ ଫ୍ରେଞ୍ଚରେ କଥାବାର୍ତ୍ତା ହୋଇଥିଲେ ସେ ସେତେବେଳେ ପ୍ରଧାନମନ୍ତ୍ରୀ ନଥିଲେ।

ସେହି ସାକ୍ଷାତକାରରେ ସୋନିଆଙ୍କୁ ନର୍ଭସ ଦେଖି ଇନ୍ଦିରା ଗାନ୍ଧୀ ତାଙ୍କୁ କହିଥିଲେ, ବିଚଳିତ ହୁଅନାହିଁ ମୁଁ ଯେତେବେଳେ ଯବାନ ଥିଲି ସେତେବେଳେ ମୋତେ ପ୍ରେମ ହୋଇଥିଲା ମୁଁ ବୁଝୁଛି।

ସୋନିଆ ଗାନ୍ଧୀଙ୍କ ଅନୁସାରେ ଇନ୍ଦିରା ଗାନ୍ଧୀ ଯେମିତି ଦେଖାଯାଆନ୍ତି ସେମିତି ବିଲକୁଲ ବି ନୁହଁନ୍ତି। ସେ ମୋତେ ବହୁତ ଭଲ ଭାବରେ ବୁଝିଥିଲେ। ଏହାପରେ ସୋନିଆଙ୍କୁ କେବେ ଏକ ବାହାର ଲୋକ ଭଳି ଅନୁଭବ ହୋଇନଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *