ଦେଖନ୍ତୁ ଭିଡିଓ : ବନ୍ୟାରେ ଭାସି ଯାଉଥିଲା ମହିଳା,ଘଟଣା ବେଳର ଦୃଶ୍ୟ କ୍ୟାମେରାରେ ହୋଇଗଲା କଏଦ, ତା ପରେ ….

ଆମେରିକାର ଟେକ୍ସସ ସହରରୁ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇ ସାମ୍ନାକୁ ଆସିଛି ଯାହାକୁ ଦେଖି ଲୋକମାନେ ହଇରାଣ ହୋଇଯାଉଛନ୍ତି। ଏହି ଭିଡ଼ିଓରେ ଜଣେ ମହିଳା ଲହରୀ ଦ୍ୱାରା ଭାସିଯାଉଥିବା ସମୟରେ ଏକ ଗଛକୁ ଧରି ନେଇଛନ୍ତି ଓ ରେସକ୍ୟୁ ଟିମ ବହୁତ କସରତ କରିବାପରେ ତାଙ୍କର ଜୀବନ ବଞ୍ଚାଇଥିଲେ। ଯେତେବେଳେ ଏହି ଭିଡ଼ିଓର ସତ୍ୟତା ଲୋକଙ୍କ ସାମ୍ନାକୁ ଆସିଥିଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେହିପରି ମହିଳାଙ୍କ ସତ ହୃଦୟକୁ ଲୋକମାନେ କମେଣ୍ଟ କରୁଛନ୍ତି। ଆସନ୍ତୁ ଜାଣିବା ଏହାର ପୁରା ମାମଲା ?

କୁହାଯାଉଛି କି, ଫୋର୍ଟ ବାର୍ଥ ଅଞ୍ଚଳରେ ଗତକାଲି ବହୁତ ଜୋରରେ ବର୍ଷା ହୋଇଯାଇଥିଲା। ବର୍ଷା କାରଣରୁ ଜଣେ ମହିଳା ବନ୍ୟା ରେ ଫସିଗଲେ କିନ୍ତୁ ଯେଉଁଭଳି ଭାବରେ ତାଙ୍କର ଜୀବନ ବଞ୍ଚାଗଲା ଏହାକୁ ଜାଣି ଲୋକମାନେ ହଇରାଣ ହୋଇଗଲେ। ରିପୋର୍ଟ ଅନୁସାରେ ମହିଳା କାର ରେ କେଉଁଆଡ଼କୁ ଯାଉଥିଲେ କିନ୍ତୁ ବନ୍ୟାରେ ଫସି ଯାଇଥିଲେ। ଏତିକି ମଧ୍ୟ ନୁହେଁ ଦ୍ରୁତ ଜଳରାଶିରେ ସେ ଭାସି ଯାଇଥିଲେ ଓ ତାଙ୍କ କାର ମଧ୍ୟ ଭାସିବାକୁ ଲାଗିଲା। ମହିଳା ଜଣକ ଅଟକାଇବାକୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇନଥିଲେ। ଏହାପରେ ମହିଳା ଜଣକ କାର ରୁ ଡେଇଁ ପଡ଼ିଥିଲେ ଓ କେମିତି ଭାବରେ ସେ ଗଛର ଡାଳକୁ ଧରି ପକାଇଲେ। ବହୁତ ସମୟ ପର୍ଯ୍ୟନ୍ତ ସେ ଧରି ରହିବାପରେ କେହିଜଣେ ରେସକ୍ୟୁ ଟିମକୁ ଫୋନ କରିଥିଲା। ଦେଖନ୍ତୁ ପ୍ରଥମତଃ ଏହି ଭିଡ଼ିଓ।

ଭିଡ଼ିଓ ଭାଇରାଲ :-

ଭିଡ଼ିଓ ଦେଖି କିଛି ସମୟ ପର୍ଯ୍ୟନ୍ତ ଆପଣ ମଧ୍ୟ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। ବହୁତ କଡ଼ା ପରିଶ୍ରମ ପରେ ଅଫିସର ମହିଳାଙ୍କୁ ବାହାରକୁ ବାହାର କରିଥିଲେ। ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ଭିଡ଼ିଓ ବହୁତ ଦ୍ରୁତ ଗତିରେ ଭାଇରାଲ ହେଉଛି। ଲୋକମାନେ ଏହି ଭିଡ଼ିଓକୁ ଦେଖିବାପରେ ହଇରାଣ ହେଉଛନ୍ତି ଓ ନିଜର କମେଣ୍ଟ ମଧ୍ୟ ଦେଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *