କେତେକ ଏଲିଏନ୍ସଙ୍କୁ ନିଜର ସ୍ପର୍ମ ଦ୍ୱାରା ଗ-ର୍ଭ-ବ-ତୀ କରିସାରିଛି ଏହି ବ୍ୟକ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ରହସ୍ୟ

ଏଲିଏନ୍ସ ମାନେ ଅଛନ୍ତି ନା ନାହିଁ ବହୁତ ଲମ୍ବା ସମୟ ହେବ ଏହାଉପରେ ଆଲୋଚନା ଜାରି ରହିଛି। କିଛି କହୁଛନ୍ତି ସେମାନଙ୍କ ଅସ୍ତିତ୍ୱ ଥିବାବେଳେ ଅନ୍ୟକିଛି ଏହାକୁ ମାନିବାରେ ନାରାଜ। କିଛି କହୁଛନ୍ତି ସେମାନେ ଅଛନ୍ତି ବାସ ଆମ ମାନଙ୍କ ନଜରରୁ ସେମାନେ ବହୁତ ଦୂରରେ ଅଛନ୍ତି। କେତେକ ଭିଡ଼ିଓ ଓ ଫୋଟୋ ଏଲିଏନ୍ସ ରହିଥିବାର ସୂଚନା ମିଳୁଛି। କିନ୍ତୁ ଏହାପରେ ମଧ୍ୟ ସତ ସତ ସୂଚନା ମିଳିପାରିନାହିଁ। କୁହାଯାଉଛି ଆମେରିକା ଏଲିଏନ୍ସ ମାନଙ୍କ ଉପରେ କିଛି ଲୁଚାଉଛି।

ଏହାମଧ୍ୟରେ ଆମେରିକାର ଷ୍ଟାନ ରୋମାନେକ ନାମକ ଜଣେ ବ୍ୟକ୍ତି ଦାବି କରୁଛନ୍ତି ଯେ, ଏକ ଆମେରିକୀୟ ସଂସ୍ଥାନ ତାଙ୍କର ସ୍ପର୍ମ ଉପଯୋଗ ହାଇବ୍ରିଡ଼ ପିଲା ଜନ୍ମ କରିବାକୁ ବ୍ୟବହାର କରିଥିଲା। ତାଙ୍କର 9 ହାଇବ୍ରିଡ଼ ପିଲା ରହିଛନ୍ତି। ଷ୍ଟାନ ଙ୍କ ଦାବି ହେଉଛି କି ତାଙ୍କ ପାଖରେ ଏହାର ପ୍ରମାଣ ମଧ୍ୟ ରହିଛି। ବର୍ତ୍ତମାନ ତାଙ୍କ ଉପରେ ସତ ଲୁଚାଇବାକୁ ଚାପ ପକାଯାଉଛି। ସେ ମନା କରିବାରୁ କିଛି ନାମିଦାମୀ ବ୍ୟକ୍ତି ତାଙ୍କୁ ଜେ-ଲ ପଠାଉଛନ୍ତି।

ଷ୍ଟେନ ନିଜର ଦାବିରେ ଆହୁରି ବି କହିଛନ୍ତି, ସେ କହିଥିଲେ ତାଙ୍କର 9 ହାଇବ୍ରିଡ଼ ଛୁଆ ଅନ୍ତରୀକ୍ଷରେ ରୁହନ୍ତି। ସେ କେତେଥର ମଧ୍ୟ ନିଜର ପିତାଙ୍କ ସହିତ ଭେଟିବାକୁ ପୃଥିବୀ ମଧ୍ୟ ଆସିଛନ୍ତି। ସ୍ପେସରୁ ମଧ୍ୟ ତାଙ୍କୁ କଲ ଆସିଥାଏ। ଯେତେବେଳେ ସେମାନେ ତାଙ୍କୁ ଭେଟିବାକୁ ଆସିଥିଲେ ସେ ତାଙ୍କର ହାଇବ୍ରିଡ଼ ପିଲାଙ୍କ ସହିତ ଫୋଟୋ ଉଠାଇଥିଲେ। ଏହି ଫୋଟୋ ତାଙ୍କ ପାଖରେ ପ୍ରମାଣ ଭଳି ମହଜୁଦ ରହିଛି।

ଜେ-ଲ ରେ କାଟୁଛନ୍ତି ସମୟ :-

ଷ୍ଟେନ ବର୍ତ୍ତମାନ 10 ବର୍ଷ ପର୍ଯ୍ୟନ୍ତ ଜେ-ଲ ଦ-ଣ୍ଡ ଭୋଗୁଛି ତା’ଉପରେ କମ ବୟସର ପିଲାଙ୍କ ସହ ସମ୍ବନ୍ଧ ବନାଇବାର ଆ-ରୋ-ପ ଲାଗିଛି। ତାଙ୍କ କମ୍ପ୍ୟୁଟରକୁ କେତେକ ଅଜବ ପ୍ରକାରର ଫୋଟୋ ମିଳିଥିଲା। ଏହାସହ କୁହାଯାଇଥିଲା କି, ସେ ଛୋଟ ପିଲାଙ୍କ ଶରୀରର ସହିତ ଖରାପ ବ୍ୟବହାର କରିଛି। ଏହି ଫୋଟୋକୁ ଦେଖି ଷ୍ଟେନ କହିଥିଲେ ଅସଲରେ ସେମାନେ ଏଲିଏନ୍ସ ଅଟନ୍ତି ଯାହା ସହ ସେ ସମ୍ବନ୍ଧ ବନାଇଥିଲେ। ସେ ଏଲିଏନ୍ସଙ୍କ 9 ଜଣ ପିଲା ମଧ୍ୟ ଜନ୍ମ ଦେଇଛନ୍ତି। ଆମେରିକା କୁ ଏହା ଜଣାଅଛି ଓ ମୋତେ ସେମାନେ ଏଲିଏନ୍ସକୁ ପ୍ରେଗନାଣ୍ଟ କରିବାରେ ଲଗାଇଥିଲେ। ତାଙ୍କ ଉପରେ ସତ ଲୁଚାଇବାର ଚାପ ପକାଗଲା। ସେ ନମାନିବାରୁ ତାଙ୍କ ଉପରେ ଚାଇଲଡ଼ ଆବ୍ୟୁସ କେସ ପକାଇ ଜେ-ଲ ପଠାଇ ଦିଆଗଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *