କ୍ୟାମେରାରେ କଏଦ ହୋଇଗଲା ବ୍ରହ୍ମାଣ୍ଡର ସବୁଠାରୁ ବଡ଼ ବିସ୍ଫୋଟ,ଦେଖନ୍ତୁ ଭିଡିଓ

ପୃଥିବୀ ଠାରୁ ଏକ ଆରବ ପ୍ରକାଶ ବର୍ଷ ଦୂରରେ ଏକ ବିଶାଳକାୟ ଗାମା ରେ ବିସ୍ଫୋଟ କ୍ୟାମେରାରେ କଏଦ ହୋଇଗଲା । ଜ୍ୟୋତିଷଙ୍କ କହିବାକଥା ହେଲା, ଏହା କ୍ୟାମେରାରେ କଏଦ ହୋଇଥିବା ବ୍ରହ୍ମାଣ୍ଡର ସବୁଠାରୁ ବଡ଼ ବିସ୍ଫୋଟ ଅଟେ । ଜର୍ମାନୀର ହ୍ୟାମ୍ବର୍ଗ ର ଜର୍ମାନ ଇଲେକ୍ଟ୍ରନ ସିଂକ୍ରଟ୍ରନ ବିଶେଷଜ୍ଞଙ୍କ ମୁତାବିକ, ବିସ୍ଫୋଟର ଏହି ଘଟଣା ଏକ ତାରା ର ମୃ-ତ୍ୟୁ ହେବାପରେ ହୋଇଥିଲା ।

ଏହି ବିଶେଷଜ୍ଞ ମାନେ ଆଗକୁ କହିଥିଲେ, ଏହି ତାରାଙ୍କ ମୃ-ତ୍ୟୁ ହୋଇଯିବା ପରେ ଏହି ତାରା ବ୍ଲାକ ହୋଲ ରୂପରେ ପରିବର୍ତ୍ତିତ ହେବାର ଆରମ୍ଭ କୁ କ୍ୟାମେରାରେ କଏଦ କରାଯାଇଛି । ଘଟଣାଟି ହେଉଛି ସ୍ପେସରେ ଉପସ୍ଥିତ ଥିବା ଫର୍ମି ଓ ସ୍ୱିଫ୍ଟ ଟେଲିସ୍କୋପ ଏହାକୁ ଡିଟେକ୍ଟ କରିଛି ।

ଏହାବ୍ୟତୀତ ନାମିବିଆ ରେ ଉପସ୍ଥିତ ହାଇ ଏନର୍ଜି ଷ୍ଟିରିୟସ୍କୋପିକ ସିଷ୍ଟମ ଟେଲିସ୍କୋପ ର ମଧ୍ୟ ଏହି ଭିଡ଼ିଓକୁ କ୍ୟାପଚର କରିବାପାଇଁ ସାହାର୍ଯ୍ୟ ନେଇଥିଲେ । ଏହା ସୋସିଆଲ ମିଡିଆରେ ରିଲିଜ ହେବାପରେ ବହୁତ ଭାଇରାଲ ହେଉଛି ।

ସୂଚନା ଆସୁଛି କି, ଏଚଇଏସଏସ ସମୂହ ରେ 15ଟି ଦେଶର 41 ସଂସ୍ଥାନ ଓ 230 ବୈଜ୍ଞାନିକ ସାମିଲ ଅଛନ୍ତି । ଏହି ଦେଶ ମାନଙ୍କ ମଧ୍ୟରେ ନାମିବିଆ, ସାଉଥ ଆଫ୍ରିକା, ଜର୍ମାନୀ, ଫ୍ରାନ୍ସ, ୟୁକେ, ଆୟରଲ୍ୟାଣ୍ଡ, ଇଟାଲୀ, ଅଷ୍ଟ୍ରିଆ, ନେଦରଲାଣ୍ଡ, ପୋଲାଣ୍ଡ, ସ୍ଵିଡେନ, ଆରମେନିଆ, ଜାପାନ, ଚୀନ ଓ ଅଷ୍ଟ୍ରେଲିଆ ଭଳି ଦେଶ ସାମିଲ ରହିଛି ।

ଜଣାଇଦେଉଛୁ କି, ଏହି ଘଟଣା ବିଷୟରେ ସାଇନ୍ସ ଜର୍ଣ୍ଣାଲରେ ପେପର ପବ୍ଲିଶ କରାଯାଇଛି । ଜଣେ ବୈଜ୍ଞାନିକ ଏଥିରେ କହିଥିଲେ, ଗୋଟିଏ ତାରା ବହୁତ ଜୋରରେ ବୁଲୁଥିଲା ଓ ଏହା ସବୁଠାରୁ ବଡ଼ ବିସ୍ଫୋଟ ମଧ୍ୟ କରିଥିଲା ।

ସେହିପରି ଏହି ମାମଲାରେ ଏଚଇଇଏସ ପ୍ରବକ୍ତା ଷ୍ଟିଫେନ ୱାଗନର କହିଥିଲେ କି, ଗାମା ରେ ର ବିସ୍ଫୋଟର ସାରା ପ୍ରକ୍ରିୟା ବୁଝିବାକୁ ହେଲେ ନେକଷ୍ଟ ଜେନେରେଶନ ର ଉପକରଣ ବହୁତ ଭଲ ଭାବରେ କାମ କରୁଥିଲା । ଏମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ଚର୍ଚ୍ଚା ଚିଲିର ଚେରେନକୋଭ ଟେଲିସ୍କୋପ ର ଅଟେ ।

ଜୁହୁ ଙ୍କ ମୁତାବିକ, ଏହି ମାମଲାରେ ବିସ୍ଫୋଟର ଉତ୍ସର୍ଜନ କୁ ଦୁଇଟି ଅଲଗା ଅଲଗା ଚରଣରେ ବିଭାଜିତ କରାଯାଇଛି । ପ୍ରଥମ ଚରଣ ଏମିତି ଅଟେ, ଯାହାକି କିଛି ସେକେଣ୍ଡସ ପର୍ଯ୍ୟନ୍ତ ଚାଲିଥାଏ । ଏହାପରେ ଏକ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବା ବାଲା ଆଫଟରଗ୍ଲୋ ଚରଣ ଦେଖିବାକୁ ମିଳିଥିଲା ।

ସୂଚନା ଆସୁଛି କି, ଏଚଇଏସଏସ ସମୂହ ରେ 15ଟି ଦେଶର 41 ସଂସ୍ଥାନ ଓ 230 ବୈଜ୍ଞାନିକ ସାମିଲ ଅଛନ୍ତି । ଏହି ଦେଶ ମାନଙ୍କ ମଧ୍ୟରେ ନାମିବିଆ, ସାଉଥ ଆଫ୍ରିକା, ଜର୍ମାନୀ, ଫ୍ରାନ୍ସ, ୟୁକେ, ଆୟରଲ୍ୟାଣ୍ଡ, ଇଟାଲୀ, ଅଷ୍ଟ୍ରିଆ, ନେଦରଲାଣ୍ଡ, ପୋଲାଣ୍ଡ, ସ୍ଵିଡେନ, ଆରମେନିଆ, ଜାପାନ, ଚୀନ ଓ ଅଷ୍ଟ୍ରେଲିଆ ଭଳି ଦେଶ ସାମିଲ ରହିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *