PF Account Alert: ଯଦି KYC କରିନାହାଁନ୍ତି ତେବେ କରନ୍ତୁ ଏହି ନୂଆଁ ଉପାୟରେ

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ( EPFO ) ତତଫରୁ ମେସେଜ ଏବଂ ନୋଟିଫିକେସନ ଜରିଆରେ ନୂଆ ନିୟମ ତଥା ଖାତା ସହ ଜଡ଼ିତ ଅପଡେଟ୍ ସେୟାର କରାଯାଉଛି। ଇପିଏଫୋ ତରଫରୁ ଆକାଉଣ୍ଟ୍ ହୋଲ୍ଡର ମାନଙ୍କୁ ସୂଚିତ କରାଯାଉଛି। ପ୍ରକୃତରେ ପିଏଫ ଆକାଉଣ୍ଟରେ kyc କରିବା ଆବଶ୍ୟକ, ସେଥିପାଇଁ ଆପଣ ଯଦି kyc ନଅ କରିଛନ୍ତି ତେବେ kyc କରିବା ଆବଶ୍ୟକ। ଇପିଏଫୋ ଏହି ସବୁ ସୂଚନା ଦେଇଥାଏ।

କିନ୍ତୁ କିଛି ଲୋକଙ୍କ ଅଭିଯୋଗ ଏହିକି ଯେ KYC ଅପଡେଟ୍ ପରେ ମଧ୍ୟ ଇପିଏଫୋ ତରଫରୁ ତାଙ୍କ ପାଖକୁ ମେସେଜ ଆସୁଛି। ଯଦି ଆପଣଙ୍କ ସହିତ ଏମିତି ହେଉଛି ତେବେ ଆପଣ ଇପିଏଫୋ ଏହି ବିଷୟରେ ଅବଗତ କରେଇବା ଆବଶ୍ୟକ। ସେମିତିରେ ଜାଣିଛନ୍ତି କି KYC ଅପଡେଟ୍ କରିବାର ପ୍ରଣାଳୀ କଣ ଏବଂ ଯଦି KYC କରିବା ପରେ ମଧ୍ୟ ଆପଣଙ୍କ ପାଖକୁ ମେସେଜ ଆସୁଛି ତେବେ ଆପଣଙ୍କୁ କଣ କରିବା ଦରକାର।

ବର୍ତ୍ତମାନ ସମୟରେ KYC ଅପଡେଟ୍ କରିବାର ପ୍ରଣାଳୀ ସହଜ କରିଦିଆଯାଇଛି। ବିନା KYC ସାହାଯ୍ୟରେ କର୍ମଚାରୀ ଭବିଷ୍ୟ ନିଧି ବା ଇଏଫ ର ଖାତା ରୁ କୋୖଣସି ଫାଇଦା ଉଠେଇ ପାରିବେ ନାହିଁ। ଏବେ କର୍ମଚାରୀ ର ପ୍ରତିନିଧି ନିଜ କର୍ମଚାରୀ ଙ୍କ ଇଏଫ ଆକାଉଣ୍ଟ ର KYC ଅପଡେଟ୍ କରିବାର ଅନୁମତି ଅନଲାଇନ ରେ ହିଁ ନେଇପାରିବେ। ପ୍ରଥମେ ଏହି କାର୍ଯ୍ୟକୁ କରିବା ପାଇଁ ବହୁତ ସମୟ ଲଗୁଥିଲା। ଏବେ ଏହାକୁ ଅନଲାଇନ ଦ୍ଵାରା ଭେରିଫାଏ କରା ଯାଇ ପାରିବ।

ପ୍ରଥମେ KYC ଅପଡେଟ୍ କରିବାର ପାଇଁ କମ୍ପାନୀକୁ ସଂଚାଳ ର ଡିଜିଟାଲ ସିଗ୍ନେଚର ତିଆରି କରାଯାଉଥିଲା, ପୁଣି ଡିଜିଟାଲ ସିଗ୍ନେଚରକୁ ଇପିଏଫ ର ପୋଟେଲ୍ ରେ କନେକ୍ଟ କରି ଡିଜିଟାଲ ପତ୍ର ଅନଲାଇନ ଜେନେରେଟ କରାଯାଉଥିଲା। ଏହା ପରେ ହାର୍ଡ୍ କପି ଇପିଏଫ କୁ ପଠା ଯାଉଥିଲା ଏବଂ ପୁଣି ପ୍ରଣାଳୀ ଆଗକୁ ବଢୁଥିଲା। ଏହା ପରେ ଇପିଏଫ ତରପରୁ ଅପଡେଟ୍ କରାଯାଉଥିଲା, ଯାହାପରେ କମ୍ପାନୀ ତରଫରୁ ଭେରିଫାଇ କରାଯାଉଥିଲା।

କିଛି ଥର ଏମିତି ହୁଏ କୁ ଆକାଉଣ୍ଟ୍ ହୋଲଡର୍ KYC କରିବା ପରେ ମଧ୍ୟ ଇପିଏଫ ତରଫରୁ ମେସେଜ ଆସିଥାଏ। ଏଥିରେ ଆପଣ ଅଭିଯୋଗ ପଠେଇ ପାରିବେ। ଆପଣ ଅଧିକାରୀ ୱେବସାଇଟ http://epfigms.gov.in କୁ ଯାଇକି ଅଭିଯୋଗ କରିପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *