ଏମିତି ଅଫର ଆଉ ମିଳିବ ନାହିଁ, କଇଁଛ କିଣନ୍ତୁ ଏବଂ ମାଗଣାରେ ଘର ପାଆନ୍ତୁ,ଜାଣନ୍ତୁ ଏହି ଅଫର ବିଷୟରେ

ଯଦି ଆପଣ ନିଜ ପାଇଁ ଘର ନେବାପାଇଁ ସ୍ୱପ୍ନ ଦେଖୁଚାହଁନ୍ତି, ତେବେ ଆପଣଙ୍କର ଏହି ଇଚ୍ଛା ମାଗଣାରେ ପୂରଣ ହୋଇପାରିବ | କିନ୍ତୁ ଏଥିପାଇଁ ଏକ ସର୍ତ୍ତ ରହିଛି, ଯାହାକୁ ପାଳନ କରିବାପାଇଁ ପଡିବ | ସେହି ସର୍ତ୍ତ ଏହା ଯେ ଆପଣଙ୍କୁ ଏଥିପାଇଁ ଏକ କଇଁଛ ନେବାକୁ ପଡିବ, ଯାହାର ନାମ ହରକ୍ୟୁଲିସ ଅଟେ | ଏହି କଇଁଛର ମୂଲ୍ୟ (£825,000) 8 କୋଟି 54 ଲକ୍ଷ, 54 ହଜାର 547 ଟଙ୍କା ଦେବାକୁ ପଡିବ |

ସବୁଠାରୁ ବିଶେଷ କଥା ଏହା ଯେ ଏହି କଇଁଛ ୯୪ ବର୍ଷର ଅଟେ | ଏହି କଇଁଛକୁ ବିକ୍ରି କରୁଥିବା ଲୋକ କହିଛନ୍ତି ଯେ ଜୀଏବି ତାକୁ କିଣିବ, ସେହି ବ୍ୟକ୍ତିଙ୍କୁ ସେ ବୋନସରେ ବୋନସରେ ୱିଲଟସାୟରରେ ଏକ ଚମତ୍କାର ଘର ଦେବ | ଯେଉଁ ଘରକୁ କଇଁଛ ସହିତ ମାଗଣାରେ ଦିଆଯିବାକୁ ଦାବି କରାଯାଉଛି, ସେଥିରେ ଚାରୋଟି ବେଡ଼ରୁମ ଅଛି | କଇଁଛ ସହିତ ମିଳୁଥିବା ଏହି ଦ ଓଲ୍ଡ ଡେରି ନାମକ ଘରଟି ନିଜେ ନିଜେ ଅତ୍ୟନ୍ତ ସ୍ୱତନ୍ତ୍ର ଅଟେ | ଏହି ସମ୍ପତ୍ତି ୱିଲଟସାୟାରର ଗ୍ରେଡ଼ II ରେ ଶୁଚିବଦ୍ଧ ଅଟେ, ଯେଉଁଥିରେ ତିନି ମହଲା ଉପରେ ୨୬୦୦ ବର୍ଗଫୁଟରୁ ଅଧିକ ରହିବା ସ୍ଥାନ ରହିଛି |

୯୪ ବର୍ଷର ବୁଢା କଇଁଛ ସହିତ ମିଳୁଥିବା ଏହି ଘରର ଗ୍ରାଉଣ୍ଡ ଫ୍ଲୋରରେ ପ୍ରବେଶ କରିବାମାତ୍ରେ ଆପଣଙ୍କୁ ଏକ ଭବ୍ୟ ହଲ ଦେଖିବାକୁ ମିଳିବ | ସିଡ଼ିଗୁଡ଼ିକ ଭୋଜନ କକ୍ଷ ପର୍ଯ୍ୟନ୍ତ ଯାଇଥାଏ ଏବଂ ତା ତଳେ ଏକ ଭୂତଳ ସ୍ଥାନ ମଧ୍ୟ ଆଛି |

ବୈଠକରେ ଏକ ଖୋଲା ଚିମିନି ଅଛି ଏବଂ ଉଭୟ ବଗିଚାର ଦୃଶ୍ୟ ଦେଖାଯାଏ | ଏହା ଓଲ୍ଡ ଡେରିର ସବୁଠାରୁ ପୁରାତନ ଅଂଶକୁ ଯାଏ, ତୃତୀୟଟି ସ୍ୱାଗତ କକ୍ଷ ଅଟେ, ଯାହାକୁ ବର୍ତ୍ତମାନ ୱାର୍କ ଫର୍ମ ହୋମ ସ୍ପେସ ଭାବରେ ବ୍ୟବହାର କରାଯାଉଛି |

Metro.co.uk ରିପୋର୍ଟ ଅନୁଯାୟୀ, କଇଁଛ ଗତ ୧୪ ବର୍ଷ ଧରି ଏହି ଘରେ ରହିଆସୁଛି | ୭୦ ଦଶକରେ ପ୍ରାଣୀ ଚିକିତ୍ସକ ହରକ୍ୟୁଲିସକୁ ମହିଳା କଇଁଛ ବୋଲି ନିଶ୍ଚିତ କରିଥିଲେ | କଇଁଛଟି ସାଲାଡ଼,କାକୁଡି ଖାଏ ଏବଂ ତାର ପ୍ରିୟ ଖାଦ୍ୟ ଟମାଟୋ ଅଟେ | ୯୪ ବର୍ଷ ବୟସର ହରକ୍ୟୁଲିସ ଦୁଇ ବିଶ୍ୱଯୁଦ୍ଧକୁ ଦେଖି ସାରିଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *