କ୍ରିକେଟର ହରଭଜନ ସିଂହ ମାଗିଲେ ୧୬ କୋଟି ଟଙ୍କାର ସହାୟତା ରାଶି । ଜାଣନ୍ତୁ କଣପାଇଁ

ପୂର୍ବ ଭାରତୀୟ କ୍ରିକେଟର ଓ ବର୍ତ୍ତମାନ କୋଲକାତା ନାଇଟ ରାଇଡ଼ର୍ସର ବୋଲର ହରଭଜନ ସିଂହ ନିଜର ସହାର୍ଯ୍ୟପୂର୍ଣ ହୃଦୟ ପାଇଁ ଜଣାଯାଆନ୍ତି। ଏହାବ୍ୟତୀତ ତାଙ୍କୁ କ୍ରିକେଟ ମୈଦାନରେ ଖରାପ ଭାବରେ କ୍ରୋଧ ହେଉଥିବାର ଦେଖାଯାଇଛି, କିନ୍ତୁ ହରଭଜନ ସିଂହଙ୍କ ହୃଦୟ ଏକ 15 ମାସର ଛୁଆ ପାଇଁ ତରଳି ଯାଇଛି। ଭଜି ବାରମ୍ବାର ସୋସିଆଲ ମିଡିଆରେ ଛୋଟ ପିଲାଟିର ସାହାର୍ଯ୍ୟ ପାଇଁ ଗୁହାରି କରୁଛନ୍ତି।

ଭଜି, ସୋସିଆଲ ମିଡ଼ିଆରେ କହିଲେ ସାଙ୍ଗମାନେ ଆଜି ମୁଁ ଆପଣଙ୍କ ସହିତ ଯୁବାନ ର କଥା ବିଷୟରେ କହିବାକୁ ଯାଉଛି। ଯୁବାନ ଏକ 15 ମାସର ଛୋଟ ପିଲା ଅଟେ, ଯିଏକି ଠିକ ଭାବରେ ବସି ପାରୁଛି ନାକି ଶୋଇ ପାରୁଛି। ନାକି ଖେଳି ପାରୁଛି। ଏହାବ୍ୟତୀତ ସେ ବହୁତ ମୁସ୍କିଲରେ ଖାଦ୍ୟ ଖାଉଛି। ତାକୁ ଏକ ଖତରନାକ ରୋଗ ମାଡ଼ି ବସିଛି। ଯେଉଁ ରୋଗର ନାମ ହେଉଛି ସ୍ପାଇନାଲ ଅଥରିଟି-ଟାଇପ 1। ଏହାର ଚିକିତ୍ସା ଅଛି, କିନ୍ତୁ ଏହି ଚିକିତ୍ସା ବହୁତ ମହଙ୍ଗା। ଯଦି ଆପଣ ଓ ମୁଁ ଚାହିଁବା ତାହେଲେ ଯୁବାନ ର ଚିକିତ୍ସା ହୋଇପାରିବ ।

ଏହି ଚିକିତ୍ସା ପାଇଁ ମୋଟ 16 କୋଟି ଟଙ୍କା ଖର୍ଚ୍ଚ ହେବ । ମୁଁ ଜାଣିଛି ଏହା ବହୁତ ବଡ଼ ଆମାଉଣ୍ଟ ଅଟେ। କିନ୍ତୁ ଯଦି ଆମେ ଯୁବାନ ର ଫଣ୍ଡ ରେଂଜିଂ ପାଇଁ 10,50,100 ଶ୍ରଦ୍ଧାର ସହକାରେ ଯୁବାନ ଫଣ୍ଡ ଭିତରକୁ ଦାନ କରିବା ତାହେଲେ ଯୁବାନର ଜୀବନ ବଞ୍ଚିଯିବ ଓ ସେ ଆଗ ଭଳି ମଧ୍ୟ ଖେଳିବ। ଆପଣ ଅଧିକ ରୁ ଅଧିକ ଏହି ଫଣ୍ଡ ରେଜରକୁ ଶେୟର କରନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *