ପ୍ରଥମେ ଦେଖନ୍ତୁ ଭିଡିଓ : ରାତିରେ ବାଇକରେ ଯାଉଥିବା ବ୍ୟକ୍ତି ସଡକରେ ଏଲିୟନ୍ ଚାଲି ଚାଲି ଯାଉଥିବାର ଦେଖିଲା,ଜାଣନ୍ତୁ କ’ଣ ରହିଛି ସତ୍ୟ ଘଟଣା?

ଝାଡ଼ଖଣ୍ଡର ଏକ ଭିଡିଓ ବହୁ ଜୋରରେ ଭାଇରାଲ ହେଉଛି,ଯିଏ ସୋସିଆଲ ମିଡିଆରେ ହଲମଲ ମଚାଇଛି,ଏହି ଭିଡିଓରେ ଏକ ଅଜବ ଆକୃତି ଦେଖାଯାଉଛି-ଫଳରେ ଲୋକମାନେ ଦାବି କରୁଛନ୍ତି ଯେ ଏହା ଏକ ଏଲିଅନ ଅଟେ-ରାତିରେ ସଡକରେ ଚାଲିଚାଲି ଯାଉଛି|ଫୁଟେଜ କିଛି ଦିନ ପୂର୍ବେ ପ୍ରଥମଥର ଅନଲାଇନ୍ ସାମ୍ନାରେ ଆସିଥିଲା ଓ ସେତେବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା|ବହୁ ଦର୍ଶକ ଅନୁମାନ ଲଗାଇଛନ୍ତି ଯେ ଫୁଟେଜରେ ଏଲିଅନ ବା କିଛି ରହସ୍ୟମୟ ପ୍ରାଣୀ ଦେଖାଯାଉଛି-ଏତିକି ନାହିଁ ଏହି ଭିଡିଓ ଦୁନିଆସାରା ଭାଇରାଲ ହେଉଛି|ୟୁକେର ସମାଚାର ୱେବସାଇଟ ଲୈଡାବିଲ୍ ଏହାକୁ ଅଜୀବ ମାନବୀୟ ଭାଵରେ ଗଣନା କରିଛି ଓ ଏକତା କପୁର ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି କହିଛନ୍ତି ଏହା ଡରାଇବା ଥିଲା|

ବିଗତ କିଛି ଦିନ ଧରି ଏହି କ୍ଲିପକୁ ସୋସିଆଲ ମିଡିଆ ଓ ହ୍ୱଟ୍ସଆପ ଭଳି ମେସଜିଙ୍ଗ୍ ପ୍ଲାଟଫର୍ମରେ ବ୍ୟାପକ ଭାବେ ସେୟାର କରାଯାଉଛି,ଏହା ଦାବି କରାଯାଉଛି ଯେ ଏହା ଝାଡ଼ଖଣ୍ଡର ହଜାରିବାଗରେ ଦେଖାଯାଇଛି|କିଛି ଦର୍ଶକ କ୍ଲିପରେ ୟୁଏଫ୍ଓ ଦେଖିଲେ ଓ ନାସାକୁ ଟ୍ୟାଗ କରିଥିଲେ|

ଏକ ଧଳା ପତଳା ଆକୃତି ଏକୁଟିଆ ଅନ୍ଧାର ସଡକରେ ଚାଲିବା ନିଶ୍ଚିତ ଭାବରେ ଏକ ଅଜୀବ ତମାଶା ବନିଗଲା,ସତ୍ୟ ଏହା ଯେ ଭିଡିଓ ସମ୍ବନ୍ଧରେ ସୁପର ନେଚୁରାଲ ବା ଅନ୍ୟ ଦୁନିଆର ମଧ୍ୟ ନୁହେଁ|

ସ୍ଥାନୀୟ ସମାଚାର ଚ୍ୟାନେଲ ଜନଦୂତ ନ୍ୟୁଜ ଭିଡିଓ ଫିଲ୍ମ ଦେଇଥିବା ଦୁଇ ଯୁବକଙ୍କ ସାକ୍ଷାତକାର ନେଇଥିଲେ ଓ ସେ କହିଲେ ଯେ ଭିଡିଓରେ ଦେଖାଯାଉଥିବା ଆକୃତି ବାସ୍ତବରେ ଏକ ମହିଳା ଯିଏ ରାତିରେ ବିନା କପଡ଼ାରେ ସଡକରେ ଚାଲୁଅଛି|

ତାଙ୍କ ମଧ୍ୟରୁ ଦୀପକ କହିଲା ଯେ ସେ ଓ ତାର ଵନ୍ଧୁ ସରେଇକେଲା ଫେରୁଥିଲେ ସେତେବେଳେ ଏକ ଅଜବ ମହିଳା ବିନା କପଡ଼ାରେ ସଡକରେ ଯାଉଥିବା ଦେଖିଲେ|ଯେତେବେଳେ ସେମାନେ ତାକୁ ଦେଖିଲେ ଡରି ଯାଇଥିଲେ ଓ ନିଜ ରାସ୍ତାରେ ଆଗକୁ ଯାଇଥିଲା କିନ୍ତୁ କିଛି ସମୟ ପରେ ମହିଳାର ଭିଡିଓ ଵନେଇବା ପାଇଁ ପଛକୁ ଫେରିଲେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.