ସ୍ତ୍ରୀ ଯାଇଥିଲା ବାପଘର, ସ୍ୱାମୀ ଝିଅକୁ ହିଁ କଲା ନିଜ ଶୋଷ ମେଣ୍ଟାଇବାକୁ ଶି-କାର, ପ୍ରଥମେ ପାଖରେ ଶୋଇବାକୁ କହିଲା, ଆଉ ତା’ପରେ …

ଜଣେ ବାପା ଏବଂ ଝିଅର ସମ୍ପର୍କ ବହୁତ ସୁନ୍ଦର ହୋଇଥାଏ | ଝିଅ ଜନ୍ମ ହେବାମାତ୍ରେ ଜଣେ ବାପାର ଦାୟିତ୍ୱ ବଢିଯାଏ | ସେ ନିଅ ଝିଅର ସମ୍ପୂର୍ଣ ଖିଆଲ ରଖନ୍ତି | ତାର ସବୁ ଆବଶ୍ୟକତାକୁ ପୁରା କରନ୍ତି | ଝିଅକୁ ଟିକେ ବି ଆଘାତ କିମ୍ବା କଷ୍ଟ ଲାଗିଲେ, ବାପା ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଯାନ୍ତି | ସେ ଯେତେବେଳେ ବାହାରକୁ କୁଆଡେ ଯାଏ, ସେତେବେଳେ ବାପାଙ୍କୁ ତାର ସୁରକ୍ଷା ପାଇଁ ଚିନ୍ତା ଲାଗେ | ବାପା ସମ୍ପୂର୍ଣ ଚେଷ୍ଟା କରିଥାନ୍ତି ଯେ ସେ ନିଜ ଝିଅକୁ ସବୁ ସୁରକ୍ଷା ପ୍ରଦାନ କରିବେ | କିନ୍ତୁ କଣ ହେବ ଯେତେବେଳେ ଜଣେ ରକ୍ଷକ ବାପା ହିଁ ଭକ୍ଷକ ପାଲଟିଯିବ ?

ଏପରି କିଛି ବିହାରର ଭୋଜପୁରର ଆରା ମୁଫାସିଲ ପୋ-ଲି-ସ ଷ୍ଟେସନର ଧୋବାହାନ ଓପି ଅଞ୍ଚଳର ଏକ ଗାଁରେ ଦେଖିବାକୁ ମିଳିଛି | ଏଠାରେ ଗୋଟିଏ ଝିଅ ନିଜର ଦୁଷ୍ଟ ବାପାଙ୍କୁ ନେଇ ଯେଉଁ କାହାଣୀ ଶୁଣାଇଛି, ତାକୁ ଶୁଣି ଆପଣଙ୍କର ମଧ୍ୟ ରକ୍ତ ଗରମ ହୋଇଯିବ | ୨୦ ବର୍ଷର ଝିଅ ନିଜ ବାପାର ଖରାପ କାମ ପରେ ବର୍ତ୍ତମାନ କାନ୍ଦୁଛି | ସେ ଜାଣିପାରୁନି ଯେ ସେ ବର୍ତ୍ତମାନ କଣ କରିବ | ବାସ୍ତବରେ ପୀ-ଡି-ତା-ଙ୍କ ମା ତାଙ୍କ ବାପଘରକୁ ଯାଇଥିଲେ | ଝିଅ ନିଜ ବାପାଙ୍କ ସହିତ ଘରେ ରହୁଥିଲେ | ଗୁରୁବାର ଦିନ ମାଆ ନିଜ ବାପଘରୁ ଫେରିବା ମାତ୍ରେ ଝିଅ ନିଜ ବାପାଙ୍କର ଏପରି ସତ କହିଲେ, ଯାହାକୁ ଶୁଣି ମାଆଙ୍କ ପାଦ ତଳୁ ମାଟି ଖସିଗଲା | ଝିଅର ଯନ୍ତ୍ରଣା ଶୁଣି ମା’ର କଲିଜା ଫାଟି ବାହାରକୁ ଆସିଗଲା |

ଝିଅ କହିଛି ଯେ ପ୍ରତିଦିନ ରାତ୍ରୀ ଭୋଜନ କରିବା ପରେ ଯେତେବେଳେ ପରିବାରର ସମସ୍ତ ସଦସ୍ୟ ଶୋଇଥା’ନ୍ତି, ସେତେବେଳେ ତାଙ୍କ ବାପା ମ-ଦ ନିଶାରେ ଥାଇ ତାଙ୍କୁ ନିଜ ପାଖରେ ଶୋଇବାକୁ ଡାକିଥିଲେ | ଯେତେବେଳେ ସେ ବାପାଙ୍କ ସହିତ ଶୋଇବାକୁ ମନା କରିଦେଲେ, ସେ ତାଙ୍କୁ ମା-ଡ଼ ମାରିଥିଲେ | ସେ ତାକୁ ଜବରଦସ୍ତ ନିଜ ପାଖରେ ଶୋଇବାକୁ ବାଧ୍ୟ କରୁଥିଲା | ସେ ତାଙ୍କ ବାପାଙ୍କ ପାଖରେ ଶୋଇବା ମାତ୍ରେ ଝିଅର ମୁହଁ ବି-ପ-ଦ-ରେ ପଡିଥିଲା | ମ-ଦ ନି-ଶା-ରେ ଅଲଜ୍ୟା ବାପା ନିଜ ଝିଅକୁ ହିଁ ଖରାପ ଦୃଷ୍ଟିରେ ଦେଖିବାକୁ ଲାଗେ | କେବଳ ଏତିକି ନୁହେଁ, ସେ ତାଙ୍କ ସହ ବ-ଳା-ତ୍କା-ର ଭଳି ଲଜ୍ଜାଜନକ ଘଟଣା ମଧ୍ୟ କରୁଥିଲେ | ଏସବୁ ରାତିସାରା ଚାଲୁଥିଲା |

ଝିଅ ମକୁ କହିଲା ଯେ ତାର ବାପା ଏପରି ଖରାପ କାମ ପ୍ରାୟ ଏକମାସ ହେଲାଣି କରୁଥିଲା | ଯେତେବେଳେ ସେ ଏହାକୁ ବି-ରୋ-ଧ କରନ୍ତି, ସେ ତାଙ୍କୁ ଜୀବନରୁ ମାରିଦେବାକୁ ଧ-ମ-କ ଦିଅନ୍ତି | କିନ୍ତୁ ଦିନେ ଝିଅ ସହିବାର ସବୁ ସୀମାକୁ ଭାଙ୍ଗିଦେଲା ଏବଂ ମା ବାପଘରୁ ଆସିବାମାତ୍ରେ ସବୁକିଛି କହିଦେଲା | ଏହାପରେ ସେ ନିଜ ଝିଅକୁ ଧରି ଥାନାକୁ ଗଲେ ଏବଂ ସେଠାରେ ନିଜ ସ୍ୱାମୀ ବି-ରୋ-ଧ-ରେ ଅ-ଭି-ଯୋ-ଗ କଲେ | ପୋ-ଲି-ସ ଡେରି ନ କରି ଅ-ଭି-ଯୁ-କ୍ତ ବାପାକୁ ତୁରନ୍ତ ଆ-ରେ-ଷ୍ଟ କରିନେଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *