ମାତ୍ର 1999 ଟଙ୍କାରେ ମିଳିବ ସବୁକିଛି ଫ୍ରି, ଡାଟା, କଲିଂ ସହିତ ଫୋନ ମଧ୍ୟ ମିଳିବ ଫ୍ରି,ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ପ୍ରତିମାସ ରିଚାର୍ଜ କରିବା ଏକ ଚିନ୍ତାର ବିଷୟ ହୋଇଥାଏ । ଯଦି ଆପଣଙ୍କୁ ଏମିତି ଏକ ପ୍ଲାନ ମିଳିଯିବ ଯେଉଁଥିରେ 730 ଦିନ ଅର୍ଥାତ ଦୁଇବର୍ଷ ପାଇଁ ଆପଣଙ୍କୁ କିଛିବି କରିବାକୁ ପଡ଼ିବନାହିଁ ତାହେଲେ ଆପଣ ଏହାର ପ୍ଲାନ ନେବେ କି ? ଆଜି ଆମେ ଆପଣଙ୍କୁ ଏକ ଭଲ ଅଫର ବିଷୟରେ କହିବାକୁ ଯାଉଛୁ । ଯେଉଁଥିରେ ଆପଣଙ୍କୁ ଅନଲିମିଟେଡ଼ କଲିଂ, ଡେଟା ଓ ଅନ୍ୟ ସୁବିଧା ଗୁଡିକ ମଧ୍ୟ ମିଳିବ ।

ଏହି ଅଫର କୁ jio ଦ୍ୱାରା ଦିଆଯାଉଛି । ଏଥିରେ ଆପଣଙ୍କୁ ମାତ୍ର 1999 ଟଙ୍କାରେ ଦୁଇବର୍ଷ ପର୍ଯ୍ୟନ୍ତ ସବୁକିଛି ଫ୍ରି ମିଳିବ। ଏହାସହ ଫ୍ରି ରେ ମଧ୍ୟ ଆପଣଙ୍କୁ ଜିଓ ଫୋନ ଦିଆଯିବ । ଏହାସହ ଆପଣଙ୍କୁ ପ୍ରତିଦିନ 2GB ଡାଟା ଓ ଯେକୌଣସି ନେଟୱାର୍କକୁ ମଧ୍ୟ ଫ୍ରି କଲ ମିଳିବ । ଏହାସହ ଆପଣ ଏଥିରେ ଜିଓ ର ସମସ୍ତ ଆପସ ମଧ୍ୟ ଆକ୍ସେସ କରିପାରିବେ ।

1499 ଟଙ୍କାରେ ମଧ୍ୟ ଫୋନରେ ସବୁକିଛି ଫ୍ରି :-

ଜିଓ ନିଜର 1999 ଟଙ୍କାର ପ୍ଲାନ ସହିତ 1499 ଟଙ୍କାର ପ୍ଲାନ ମଧ୍ୟ ଜାରି କରିଛି । ଯାହାକି ଆପଣଙ୍କୁ ଏକବର୍ଷ ପର୍ଯ୍ୟନ୍ତ ଜିଓ ଫୋନ ସହିତ ସବୁକିଛି ଫ୍ରି ମିଳିବ । ଏଥିରେ ଆପଣଙ୍କୁ ବର୍ଷସାରା ଯେକୌଣସି ନେଟୱାର୍କକୁ ଅନଲିମିଟେଡ଼ କଲିଂ ଓ ପ୍ରତିମାସରେ 2GB ଡାଟା ଫ୍ରି ମିଳିଯିବ ।

ଜିଓ ଫୋନର ଫାଇଦା :-

ଏହି ଫୋନ KaiOs ଉପରେ ଚାଲିଥାଏ ଓ ଆପଣ ଏହି ଫିଚର ଫୋନରେ Facebook, Youtube ଓ Whatsapp ଭଳି ସାର୍ବଜନିକ ଆପ ମଧ୍ୟ ବ୍ୟବହାର କରିପାରିବେ । ଏହାସହ ଆପଣଙ୍କୁ 4G ସ୍ପୀଡ଼ରେ ଇଣ୍ଟରନେଟ ଚଳାଇବାକୁ ମଧ୍ୟ ମିଳିବ । ଏହାର କମ୍ପାକ୍ଟ ଡିଜାଇନ ଏହାକୁ ଆହୁରି ଅଧିକ ଫ୍ରେଣ୍ଡଲି ବନାଇଥାଏ । ଏହାସହ ଏଥିରେ 2.4 ଇଞ୍ଚ ର QVGA ଡିସପ୍ଲେ ଦିଆଯାଇଛି । ଯାହାର ରିଜୋଲୁସନ 320×240 ପିକ୍ସେଲ ଅଟେ । ଏଥିରେ 1.2 Ghz ଡୁଆଲ କୋର ଓ ପ୍ରୋସେସର ଦିଆଯାଇଛି । ଏହାସହ ଏହା 512 MB ରାମ ସହିତ ଆସିଥାଏ । ଯାହାକୁ ମାଇକ୍ରୋଏସଡ଼ି କାର୍ଡ଼ ସ୍ଲଟ ଜରିଆରେ ବଢାଯାଇଥାଏ । ଏହି ଫୋନରେ 0.3 ମେଗାପିକ୍ସେଲ ର ଫ୍ରଣ୍ଟ କ୍ୟାମେରା ଓ 0.3 ମେଗାପିକ୍ସେଲର ରିୟାର କ୍ୟାମେରା ଦିଆଯାଇଥାଏ ।

ଏମିତି ବୁକ କରିପାରିବେ ଫୋନ :-

ଏହି ଫୋନକୁ ବୁକ କରିବାପାଇଁ ଆପଣଙ୍କୁ jio.com କୁ ଯିବାକୁ ହେବ । ସେଠାରେ ଜିଓ ଫୋନ ସେକ୍ସନକୁ ଯାଇ କ୍ଲିକ କରିବାକୁ ହେବ । ଏହାପରେ ଆପଣଙ୍କୁ 1999, 1499ର ଦୁଇ ଫୋନର ପ୍ଲାନ ମିଳିଯିବ । ଏଥିରେ ଆପଣ ନିଜର ହିସାବରେ ଫୋନ ସିଲେକ୍ସନ କରି Book Now ରେ କଲ କରନ୍ତୁ । ଏହାପରେ ଆପଣଙ୍କୁ ଆପଣଙ୍କ ମୋବାଇଲ ନମ୍ବର୍,ନାମ ଦେଇ OTP ଦେବାକୁ ହେବ । ଏହାପରେ ବହୁତ ସହଜରେ ଆପଣ ଫୋନ book କରିପାରିବେ । ଏହାର ଡିଲିଭରୀ ପାଇଁ କୌଣସି ଅତିରିକ୍ତ ଚାର୍ଜ ମଧ୍ୟ ନେବାକୁ ପଡ଼ିବନାହିଁ । ଏହାପରେ ଆପଣ ରିଲାଏନ୍ସ ଷ୍ଟୋର ଓ ଅନ୍ୟ ରିଟେଲ ଷ୍ଟୋରକୁ ଯାଇ ଏହି ଫୋନ କିଣିପାରିବେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *