ଦେଖନ୍ତୁ ଭିଡିଓ : ମାଲିକର ୱାର୍କ ଫ୍ରମ ହୋମକୁ ନେଇ ଚିନ୍ତିତ ହୋଇଯାଇଥିଲା କୁକୁର,ଏହା ପରେ ଯାହାକଲା ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ

କରୋନା ଭାଇରସ କାରଣରୁ ଲୋକମାନେ ଘରେ କାମ କରୁଛନ୍ତି । ଯଦି ଆପଣ ଏକ ଡଗ ପ୍ୟାରେଣ୍ଟ ଅଟନ୍ତି ତାହେଲେ ଅଫିସ କାମ ବ୍ୟତୀତ ଆପଣ ତାଙ୍କୁ ଆପଣ ନିଜ ସହ ସାମିଲ କରିଥାନ୍ତି । ନିଜ ପ୍ରିୟର କୁକୁର କୁ ହଗ କରିବା ଓ ପ୍ରତି ସମୟ ପାଖରେ ରଖିବା ଭଳି କାମ କରିବାକୁ ହୋଇଥାଏ ।

ଦେଖନ୍ତୁ କେମିତି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ପାଳିତ କୁକୁର ଟି ନିଜର ମାଲିକର ୱାର୍କ ଫ୍ରମ ହୋମକୁ ଖୁସି ହୋଇନାହିଁ । କାରଣ ତା’ମାଲିକ ସାମ୍ନାରେ ଥାଇ ମଧ୍ୟ ତା’ସହ ଖେଳୁନାହିଁ । ଯଦି ଆପଣ ଜାନୁଆର ମାନଙ୍କୁ ଟିକେ ଭଲ ପାଆନ୍ତି ତାହେଲେ ଏହି ଭିଡ଼ିଓ ଆପଣଙ୍କ ପାଇଁ ଖୁସି ଆଣିଦେବ ।

ଏହି ଭିଡ଼ିଓରେ ଆପଣଙ୍କୁ ଏକ ଲେଡି ଗୋଲଡେନ ରିଟ୍ରିବର୍ ଙ୍କୁ ନିଜର ମାଲିକଙ୍କ ଆଟେନସନ ପାଇବାକୁ ଦେଖାଯାଇଛି । କେମିତି ସେ ଘରେ କାମ କରୁଛନ୍ତି ଓ ନିଜ ମାଲିକଙ୍କ ପାଖାପାଖି ବୁଲୁଥିବାର ଦେଖାଯାଇଛି । ସେ ତାର ମାଲିକକୁ ଏହା ଦେଖାଇବାକୁ ଚାହୁଁଛି କି, କେମିତି ସେ ତାଙ୍କର ଧ୍ୟାନ ଭଙ୍ଗ କରି ତା’ସହ ଖେଳନ୍ତୁ ।

ଏହି ଭିଡ଼ିଓକୁ ଇଂଷ୍ଟାଗ୍ରାମ ପେଜରେ ladyandtheblues ରେ ପୋଷ୍ଟ କରାଯାଇଥିଲା । ଏହାସହ କ୍ୟାପ୍ସନରେ ଲେଖାଥିଲା, what do you mean you got plans। ଏହାର ଅର୍ଥ ହେଉଛି କି, କଣ ଏହାର ଅର୍ଥ ତୁମ ପାଖରେ କାମ ଅଛି । ଏହି ଭିଡ଼ିଓରେ ଲକ୍ଷାଧିକ ଭିୟୁଜ ଆସିସାରିଛି । 3 ଲକ୍ଷ ରୁ ଅଧିକ ୟୁଜର୍ସ ଏହାକୁ ଲାଇକ୍ସ କରିଛନ୍ତି । ବହୁତ ସାରା ଲୋକ ଭିଡ଼ିଓରେ କମେଣ୍ଟ କରି ନିଜର ରିଆକ୍ସନ ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଥିଲେ କି, ସେ ବହୁତ ପ୍ରିୟର ଅଟେ । ଆଉଜଣେ ୟୁଜର୍ସ କମେଣ୍ଟ କରି କହିଥିଲେ, ଡ଼ଗ କାର୍ଯ୍ୟ ସପ୍ତାହକୁ ଭଲ ବନାଇଥାନ୍ତି ।

ଆମେ ସମସ୍ତେ ଜାଣିଥାନ୍ତି କି, ପାଳିତ ପଶୁ ଟେଷ୍ଟ ବଷ୍ଟର କାମ କରିଥାଏ । ତାଙ୍କ ସହିତ ଖେଳି ଆମେ ଚାପ ମୁକ୍ତ ହୋଇଥାଉ। ଆପଣଙ୍କ ପ୍ରିୟର ପାଳିତ ପଶୁଙ୍କୁ ସର୍ବଦା ଆପଣଙ୍କ ଆଟେନସନ ପାଇବାର ଥାଏ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *