୨୦ ବର୍ଷ ପରେ ପୁଣି ଏକାଠି ନଜରକୁ ଆସିଲେ ଏହି ସୁପରହିଟ ଯୋଡ଼ି,ଆଉ ଷ୍ଟେଜରେ ଲଗାଇଲେ ନିଆଁ,ଦେଖନ୍ତୁ ଭିଡିଓ

super dance 4 ଏକ ରିଆଲିଟି ସୋ ଅଟେ। ଯାହା ବହୁତ୍ ଲୋକପ୍ରିୟତା ହାସଲ କରିପାରିଛି। ସପ୍ତାହର ଶେଷ ଅବକାଶ ଦିବସରେ ଅଭିନେତା ଗୋବିନ୍ଦା ଏବଂ ଅଭିନେତ୍ରୀ ନୀଲମ୍ କୋଠରୀ ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ। ଏହି ସୋ ର ଏକ ବିଜ୍ଞାପନ ଭିଡିଓ ସୋସିଆଲ ମିଡ଼ିଆ ରେ ବହୁତ ମାତ୍ରାରେ ଭାଇରାଲ ହେଉଛି। ଏହି ଭିଡିଓ ରେ ଦୁଇ ଜଣ ୯୦ ସେକେଣ୍ଡର ଏକ ସୁପରହିଟ ଗୀତରେ ନାଚୁଥିବାର ଦେଖିବାକୁ ମିଳିଛି ଏବଂ ଦୁଇ ପ୍ରତିଯୋଗୀ ଦୁଇ ଜଣଙ୍କ ଗୀତ ରେ ନାଚକରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏ କଥା ମଧ୍ୟ ଆପଣଙ୍କୁ କହୁଛୁ ଯେ ଗୋଟେ ସମୟରେ ଗୋବିନ୍ଦ ଏବଂ ନୀଲମ୍ ବଲିଉଡର ସୁପରହିଟ ଯୋଡ଼ି ଥିଲେ।

୨୦ ବର୍ଷ ପରେ ଗୋବିନ୍ଦା ଏବଂ ନୀଲମ୍ କୋଠାରୀଙ୍କୁ ଏକାଠି ଗୋଟେ ମଞ୍ଚରେ ଦେଖିବା ପାଇଁ ସେମାନଙ୍କ ସମର୍ଥକ ଇଛୁକ ମଧ୍ୟ ଥିଲେ। ସେମାନେ ନିଜ ସୁପରହିଟ ଗୀତ “ଆପ୍ କେ ଆଜନେସେ” ରେ ନାଚ କରୁଥିବା ନଜର କୁ ଆସିବେ। ଯେତେବେଳେ ସେମାନେ ସେଇ ଗୀତ ରେ ନାଚୁଥିଲେ ସୋ ର ଜଜ୍ ଶିଳ୍ପା ସେଟୀ, ଅନୁରାଗ ବସୁ ଓ ଗୀତ କପୂର୍ ଖୁସି ଥିବାର ନଜର କୁ ଆସିବେ। ନୀଲମ୍ ଙ୍କ ପିତା ସମିର୍ ସେନ୍ ନିଜ ନାଚ ଆକାଉଣ୍ଟ୍ ରେ ଏହି ଭିଡିଓ କୁ ପୋଷ୍ଟ କରିକି ଲେଖିଛନ୍ତି କି ଏବେ ୨୦ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଏହି ଭିଡିଓ କୁ ସମର୍ଥକ ମାନେ ମଧ୍ୟ ବହୁତ୍ ପସନ୍ଦ କରିଛନ୍ତି ଏବଂ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।

୮୦ ଓ ୯୦ ଦଶକରେ ଗୋବିନ୍ଦା ଓ ନୀଲମ ଦୁହେଁ ସୁପରହିଟ ଯୋଡ଼ି ଥିଲେ। ଦୁହେଁ ବହୁତ ଫିଲ୍ମ୍ ଏକାଠି କରିଥିବାର ଦେଖିବାକୁ ମିଳିବ। ହତ୍ୟା, ଖୁଦ୍ଗର୍ଜ, ଦୋ କୈଦି, ସିନ୍ଦୂର, ଫର୍ଜ କି ଜଙ୍ଗ, ଘରାନା ଇତ୍ୟାଦି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *