ଏହା ଯାଦୁ ନା ଆଉକିଛି…ପଛକୁ ଦୌଡ଼ିଦୌଡ଼ି ଆପେଆପେ ପାର୍କିଂ ହୋଇଗଲା ରିକ୍ସା,ଜଲଦି ଦେଖନ୍ତୁ ଏହି ମଜାଦାର ଭିଡିଓ

ଦୁନିଆରେ ଏମିତି କିଛି ଜିନିଷ ରହିଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ|କିନ୍ତୁ ବହୁଥର ଆମକୁ ଏମିତି କିଛି ଦେଖିବାକୁ ମିଳିଥାଏ,ଯାହା ଉପରେ ବିଶ୍ୱାସ କରିବା କଷ୍ଟକର|ଏହି ଭିଡିଓ ଦେଖିବା ପରେ ଆପଣଙ୍କୁ ଏହା ଲାଗିବ|କାରଣ ଗୋଟିଏ ରିକ୍ସା ଯେଉଁଭଳି ଭାବେ ଆପେ ଆପେ ଚାଲୁଛି ଓ ଅଚାନକ ପାର୍କ ହୋଇଯାଉଛି ତାକୁ ଦେଖି ମଧ୍ୟ ଆପଣଙ୍କୁ ଝଟକା ଲାଗିପାରେ|ଏହି ମଜାଦାର ଭିଡିଓକୁ ଲୋକମାନେ ଜମେଇକି ସେୟାର କରୁଛନ୍ତି|

ଟିକେ ଭାବନ୍ତୁ,ଯେଉଁ ଜିନିଷକୁ ମଣିଷ ଚଲାଏ ଯଦି ଏହା ଆପେ ଆପେ ଚାଲେ ତେଵେ କ’ଣ କହିବେ? ସ୍ୱତଃ ପ୍ରବୃତ ମନରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିବ|ନା ତ ଆପଣ ଯାଦୁ କହିବେ ନା ଆଉକିଛି ଏହି ଭିଡିଓରେ ଏମିତି କିଛି ଦେଖିବାକୁ ମିଳିବ|ପ୍ରକୃତରେ ଜୋରରେ ପଵନ ସହ ବର୍ଷା ହେଉଛି|ସେତେବେଳେ ଏକ ଶୂନଶାନ ସଡକରେ ରିକ୍ସା ଆପେଆପେ ପଛକୁ ଯାଉଛି|ବହୁ ଜୋରରେ ପଛକୁ ଯାଉଛି ଓ ବଡ ଆରାମରେ ଅଟୋ ପାଖରେ ଚୂପଚାପ ପାର୍କ ହୋଇଯାଉଛି|ଏହି ଭିଡିଓକୁ ଦେଖିବା ପରେ ଲୋକମାନେ ଲୋକମାନେ ବହୁ ଆଶ୍ଚର୍ଯ୍ୟ ହେଉଛନ୍ତି|

ଭିଡିଓ ଦେଖିକି ଚିନ୍ତାରେ ପଡ଼ିଗଲେ ନା..କେହି ବି ପଡିଯିବ|ଏମିତି ଦୃଶ୍ୟ କେଉଁଠାରେ ଦେଖିବାକୁ ମିଳେ|ଇଣ୍ଡିଆନ୍ ପୋଲିସ ସର୍ଭିସର ଅଧିକାରୀ ଦୀପାଶୁ କାବ୍ରା ଏହି ଭିଡିଓ ସେୟାର କରି ଲେଖିଛନ୍ତି ଯେ”#ଟେସଲାର ରିକ୍ସା ଅଟୋମେଟିକ୍ ପାର୍କିଂ ସିଷ୍ଟମ୍ ସହିତ”|କିଛି ଲୋକଙ୍କ କହିବା କଥା ଯେ ରିକ୍ସାକୁ ଭୂତ ଚଳାଉଛି|କିଛି ଲୋକଙ୍କ କହିବା କଥା ଜୋରରେ ପବନ ବହିବା କାରଣରୁ ଏହା ହେଉଛି|କିଛି ଲୋକଙ୍କ କହିବାନୁଯାୟୀ ପ୍ରକୃତରେ ଶୂନଶାନ ସଡକରେ ରିକ୍ସା ଆସିଲା କେଉଁଠୁ? ଆପଣଙ୍କୁ ଏହି ଭିଡିଓ କେମିତି ଲାଗିଲା କମେଣ୍ଟ କରି ଅବଶ୍ୟ ଜଣାନ୍ତୁ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *