ଟୟଲେଟ ସିଟରେ ବସିଥିଲା କୋବ୍ରା, ଦେଖି ଅସହାୟ ହେଲେ ବ୍ୟକ୍ତି,ଜାଣନ୍ତୁ ପୁରା ଘଟଣା

ଆପଣ ଏପରି ଅନେକ ଲୋକଙ୍କୁ ଦେଖିଥିବେ, ଯେଉଁମାନେ ଘରେ ଥିବା ଝିଟିପିଟି ଏବଂ ଅସରପା ପରି ଜୀବକୁ ଦେଖିବା ପରେ ଚମକି ପଡି ଅସହାୟ ହୋଇପଡନ୍ତି | ବର୍ତ୍ତମାନ ଟିକେ ଭାବନ୍ତୁ, ଯଦି ଆପଣଙ୍କ ସାମ୍ନାରେ ଛୋଟ କିମ୍ବା ବଡ଼ ଯେକୌଣସି ସାପ ଆସିଯିବ, ତେବେ ଆପଣଙ୍କର ଅବସ୍ଥା କଣ ହେବ | ବୋଧହୁଏ ଚିନ୍ତା କରିକି ହିଁ ଆପଣଙ୍କର ଲୋମ ଟାଙ୍କୁରି ଉଠୁଥିବ | କିନ୍ତୁ ରାଜସ୍ଥାନରେ ରହୁଥିବା ଜଣେ ବ୍ୟକ୍ତିଙ୍କର ପ୍ରକୃତରେ ଖତରନାକ ସାପ ସହିତ ସମ୍ନାସାମ୍ନି ହେଲା ଏବଂ ତାହା ପୁଣି ତାଙ୍କ ବାଥରୁମରେ | ଜଣାନ୍ତୁ ଏହି ବିଚିତ୍ର ମାମଲା |

ଟୟଲେଟ ସିଟରେ କୋବ୍ରା :-

ରାଜସ୍ଥାନର ପୁସ୍କର ପାଖରେ ଥିବା ବାସେଲି ଗାଁର ଏକ ଘରର ବାଥରୁମରେ ବ୍ୟକ୍ତିକୁ କୋବ୍ରା ଦେଖାଗଲା | ଘରର ଜଣେ ସଦସ୍ୟ ଫ୍ରେଶ ହେବାପାଇଁ ବାଥରୁମ ଯିବାରୁ ଦେଖିଲେ ଯେ ଟୟଲେଟ ସିଟରେ ଗୋଟିଏ କଳା କୋବ୍ରା ବସିଛି | ଏହା ଦେଖି ବ୍ୟକ୍ତିଙ୍କର ହୋସ ଉଡ଼ିଗଲା | ସେ ଚିତ୍କାର କରି କରି ସେଠାରୁ ପଳାଇ ଗଲା |

ଆତଙ୍କିତ ହେଲା ପୁରା ପରିବାର :-

ଟୟଲେଟ ସିଟରେ କୋବ୍ରାକୁ ବସିଥିବାର ଦେଖି ଘରର ସବୁ ସଦସ୍ୟ ଡରିଯାଇଥିଲେ | ବ୍ୟକ୍ତିଙ୍କ କଥା ଶୁଣିବାମାତ୍ରେ ହିଁ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହେଲା | ତାପରେ ଏହି ମାମଲାର ସୂଚନା ସ୍ଥାନୀୟ ପୋ-ଲି-ସ-କୁ ଦିଆଯାଇଥିଲା | ବ୍ୟକ୍ତିଙ୍କ ଘରେ କିଛି ସମୟ ମଧ୍ୟରେ ପୋ-ଲି-ସ କର୍ମଚାରୀ ପହଞ୍ଚି କୋବ୍ରାକୁ ସେଠାରୁ ରେସକ୍ୟୁ କଲେ | ସାପକୁ ଧରି ଜଙ୍ଗଲରେ ଛାଡି ଦିଆଗଲା ଏବଂ ତା’ପରେ ହିଁ ଘର ଲୋକମାନେ ଶାନ୍ତିରେ ନିଶ୍ୱାସ ନେଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *