୬ ବର୍ଷର ଝିଅ ନିଜ ମାଆ ଓ ମାଆଙ୍କ ପ୍ରେମିକର କଲା ପର୍ଦାଫାଶ । କହିଲା ବାପାଙ୍କୁ ଏହିପରି ଭାବରେ ମୋ ମାଆ ମା-ରି-ଥି-ଲେ,ଜାଣନ୍ତୁ ଘଟଣାର ପୁରା ରହସ୍ୟ

ସ୍ୱାମୀ ଓ ସ୍ତ୍ରୀ ର ସମ୍ପର୍କ ଭରସା ଉପରେ ନିର୍ଭର କରିଥାଏ । ଉଭୟଙ୍କ ମଧ୍ୟରେ ଯେବେ ପର୍ଯ୍ୟନ୍ତ ପ୍ରେମ ଓ ଭରସା ରହିଥାଏ ସେବେ ପର୍ଯ୍ୟନ୍ତ ତାଙ୍କ ବିବାହ ଭଲ ଚାଲିଥାଏ । କିନ୍ତୁ ଯେତେବେଳେ ଏହାମଧ୍ୟରେ କୌଣସି ପାର୍ଟନର ଏହାର ଧ୍ୟାନ ରଖିନଥାଏ ସେତେବେଳେ ଏହି ସମ୍ପର୍କ ନଷ୍ଟ ହୋଇଯାଇଥାଏ। ଯେତେବେଳେ ପତି ଓ ପତ୍ନୀଙ୍କ ଭିତରେ ମେଳ ଖାଉନଥାଏ ସେତେବେଳେ ସେମାନେ ଛାଡ଼ପତ୍ରର ରାସ୍ତା ଆପଣାଇ ଥାଆନ୍ତି। କିନ୍ତୁ କିଛି ନିଜର ମନରେ କ୍ରୋଧକୁ ନେଇ ଚାଲିଥାନ୍ତି କାରଣ ସେ ତାଙ୍କ ପାର୍ଟନର କୁ ଦୁଃଖ ପହଞ୍ଚାଇବାକୁ ଚାହିଁଥାନ୍ତି।

ଆଜି ଆମେ ଆପଣଙ୍କୁ ଏମିତି କାହାଣୀ ବିଷୟରେ କହିବାକୁ ଯାଉଛୁ କି, ଯିଏକି ନିଜର ସ୍ୱାମୀକୁ ମାରିବାପାଇଁ ଏମିତି ଖତରନାକ ଷଡଯନ୍ତ୍ର ବନାଇଥିଲେ କି, ଏହାଉପରେ ଏକ ଥ୍ରୀଲର ଷ୍ଟୋରୀ ସିରିଜ ମଧ୍ୟ ହୋଇପାରିବ । ନିଜ ପତି ସହିତ ଛଳନା କରିବାପରେ ପତ୍ନୀର ହୃଦୟ ନିଜ ପ୍ରେମିକା ଉପରେ ଆସିଯାଇଥିଲା । ଏହାପରେ ଏହି ଦୁଇଜଣ ଯୋଜନା କରି ନିଜ ରାସ୍ତାର କଣ୍ଟାକୁ ଉପାଡିବାକୁ ଚେଷ୍ଟା କଲେ । ସେମାନେ ସେଥିରେ ସଫଳ ମଧ୍ୟ ହୋଇଗଲେ । କିନ୍ତୁ ମହିଳାଙ୍କ 6 ବର୍ଷର ଛୋଟ ଝିଅ ନିଜ ବାପାଙ୍କୁ ମ-ର୍ଡ-ର କରିଥିବା ବିଷୟରେ ଯାହା କହିଲା ଆପଣ ଏହାଜାଣି ଆଶ୍ଚର୍ଯ୍ୟ ହେବାସହ ଚକିତ ମଧ୍ୟ ହୋଇଯିବେ ।

ଘଟଣା ମଧ୍ୟରେ ମୁମ୍ବାଇର ହିସର ପୂର୍ବ ରାୱଲପାଡା ଖାନ କମ୍ପାଉଣ୍ଡରେ ରାଇସ ଶେଖ ନାମରେ ଏକ ବ୍ୟକ୍ତି ରହୁଥିଲା । ସେ କପଡ଼ା ଦୋକାନରେ ସେଲସମ୍ୟାନ ଥିଲା । ବିଗତ କିଛିଦିନ ହେବ ସେ ଗାୟବ ହୋଇଯାଇଥିଲା । କାହାକୁ ମଧ୍ୟ ମିଳୁନଥିଲା । ଏହାପରେ ତାଙ୍କର ଏକ ବନ୍ଧୁ ତାଙ୍କର ପତା ନମିଳିବାରୁ ପୋଲିସରେ ସୂଚନା ଦେଇଥିଲେ। ପୋଲିସ ଏହାଉପରେ କାମ କରିବାପରେ ମଧ୍ୟ କିଛି ଖାଆସ ପ୍ରମାଣ ହାତରେ ଲାଗିନଥିଲା । ଏହାମଧ୍ୟରେ ରାଇସ ଶେଖଙ୍କ ଭାଇ ମୁମ୍ବାଇ ଆସିଥିଲା । ସେ ନିଜ ଭାଇର ଛାନଭିନ ଆରମ୍ଭ କରିଥିଲା । ସେ ନିଜ ଭାଇ ବିଷୟରେ ବହୁତ ଲୋକଙ୍କୁ ପଚାରିଥିଲେ । କିଛି ଖାଆସ ଜଣାପଡିନଥିଲା । ଏହାପରେ ତାଙ୍କ ଭାଇଙ୍କ 6 ବର୍ଷର ଝିଅ ଠାରୁ ଯେଉଁ କାହାଣୀ ଶୁଣିବାକୁ ମିଳିଥିଲା ଏହାକୁ ଶୁଣି ସମସ୍ତଙ୍କ ହୋସ ଉଡିଯାଇଥିଲା ।

6 ବର୍ଷର ଝିଅ କହିଥିଲେ କି, କେମିତି ତାଙ୍କ ମାଆ ରଶିଦା ଶେଖ ପିତାଙ୍କୁ ମା-ରି-ଦେ-ଇ ଘର ଭିତରେ ପୋତି ଦେଇ ଉପରେ ଟାଇଲ ଲଗାଇ ଦେଇଥିଲେ । ହଇରାଣ କରିବାର କଥା ଏହା ହେଉଛି କି, ପତିଙ୍କ ଶ-ବ-କୁ ଠିକଣାରେ ଲଗାଇବା ପରେ ମହିଳା ନିଜର ପ୍ରେମୀ ଅମିତ ମିଶରା ସହିତ ରହିଥିଲା ଯେଉଁଠାରେ ତାଙ୍କ ପତିଙ୍କୁ ପୋତିଥିଲା । ନିଜର ଝିଆରୀ କଥା ଶୁଣିବାପରେ ମୃତକର ଭାଇ ତୁରନ୍ତ ଏହି ଖବର ପୋ-ଲି-ସ-କୁ ଦେଇଥିଲେ । ପୋ-ଲି-ସ ମଧ୍ୟ ବିନା ସମୟ ନଷ୍ଟ କରି ଆ-ରୋ-ପୀ ପତ୍ନୀଙ୍କୁ ଗି-ର-ଫ କରିଥିଲା ।

ବର୍ତ୍ତମାନ ଏହି ଘଟଣା ସାମ୍ନାକୁ ଆସିବାପରେ ଏହାର ଚର୍ଚ୍ଚା ହେବାର ଲାଗିଥିଲା । କାହାକୁ ବିଶ୍ୱାସ ହେଉନଥିଲା କି, ଜଣେ ମହିଳା ନିଜ ସ୍ୱାମୀ ସହିତ ଏମିତି କେବେ କରିବ । ଲୋକଙ୍କ କହିବାହେଲା, ସେ ଅଜବ ମାମଲା ଏହାପୂର୍ବରୁ କେବେ ଦେଖିନଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *