ହୋଟେଲ ରୁମ ଭିତରୁ ସ୍ତ୍ରୀ ର ଚିତ୍କାର ଶୁଣାଗଲା,ଆଉ ତା ପରେ ସ୍ୱାମୀ ପର୍ଦାଫାଶ କରିଦେଲେ ସବୁକିଛି,ଜାଣନ୍ତୁ ପୁରା ଘଟଣା

ବଙ୍ଗାଲ ର ଅଲ୍ଲୀପୁରଦ୍ୱାର ସହରରେ ଜଣେ ପତି ହୋଟେଲ ରୁମ ଭିତରେ ପଶି ନିଜ ସ୍ତ୍ରୀ କୁ ଅନ୍ୟ ପୁରୁଷ ସହିତ ଧରି ନେଇଥିଲା । ଏହି ଘଟଣାର ଖବର ଅଞ୍ଚଳରେ ନିଆଁ ଭଳି ଖେଳିଯାଇଛି । ହୋଟେଲ ବାହାରେ ଭାରି ସଂଖ୍ୟାରେ ଲୋକମାନେ ଜମା ହୋଇଗଲେ ଓ ସେଠାରେ ବହୁତ ଜୋରରେ ହ-ଙ୍ଗା-ମା କରିଥିଲେ ।

ଘଟଣା ବୁଧବାର ଦ୍ୱିପ୍ରହର ପାଖାପାଖି 1 ଘଟିକା ସମୟରେ ଅଲ୍ଲୀପୁରଦ୍ୱାର ଚୌପାଟି ର ଏକ ଏଲିଟ ହୋଟେଲ ର ଅଟେ। ସ୍ଥାନୀୟ ଲୋକମାନେ ହଙ୍ଗାମା ଓ ଘଟଣାର ସୂଚନା ମିଳିବା ପରେ ଅଲ୍ଲୀପୁରଦ୍ୱାର ଥାନାର ପୋ-ଲି-ସ ପହଞ୍ଚି ଏହାକୁ ନିୟନ୍ତ୍ରଣ କରିଥିଲେ ।

ପୋ-ଲି-ସ ଏହି ଘଟଣା ବିଷୟରେ ସୂଚନା ଦେଇ କହିଥିଲେ, ଏହି ମାମଲାରେ ହୋଟେଲ ମାଲିକ ରାଜଦୀପ ଘୋଷ, ହୋଟେଲ ପ୍ରବନ୍ଧକ ବିପୁଳ କର ଓ ଏକ ଅନ୍ୟ ହୋଟେଲ କର୍ମଚାରୀଙ୍କୁ କାଞ୍ଚନଜଙ୍ଗା ହୋଟେଲରେ ଗି-ର-ଫ କରାଯାଇଛି।

ଧରାଯିବା ପରେ ଆରୋପୀ ମହିଳା ଜଣକ କହିଥିଲେ କି, ତାଙ୍କୁ ତାଙ୍କ ସ୍ୱାମୀ ହୋଟେଲକୁ ପଠାଇଥିଲେ । ମହିଳା ଜଣକ ଦାବି କରିଛନ୍ତି କି, ତାଙ୍କ ପତି ତାଙ୍କୁ ସେହି ଅଜଣା ବ୍ୟକ୍ତି ପାଖକୁ ହୋଟେଲକୁ ଯାଇ ଅ-ଶ୍ଳୀ-ଳ ଫୋଟୋ ଦେବାକୁ କହିଥିଲେ ।

ମହିଳା ଜଣକ କହିଥିଲେ, ସେ ସେହି ଅଜଣା ବ୍ୟକ୍ତିଙ୍କୁ ବ୍ଲାକମେଲ କରି ଟଙ୍କା ମାଗିବା ଯୋଜନାରେ ଥିଲେ । କିନ୍ତୁ ସେହି ବ୍ୟକ୍ତିଙ୍କୁ ଏହା ବିଷୟରେ ପୂର୍ବରୁ ସୂଚନା ଥିଲା ଓ ସେ ଏଥିରେ ମଧ୍ୟ ଲିପ୍ତ ରହୁଥିଲା । ମହିଳାଙ୍କ ପତିଙ୍କ ନାମ ସମୀର ଦାଶ ଅଟେ । ସେ ପେଶାରେ ଏକ ବଢ଼େଇ ଅଟନ୍ତି ।

ସମୀର କହିଥିଲେ, ମହିଳାଙ୍କ ଏହିପରି କାମ କୁ ନେଇ ପରିବାରରେ ଲଗାତାର ଅଶାନ୍ତି ଲାଗି ରହିଥିଲା । ସମୀର ଙ୍କ କହିବାହେଲା, ସେ ଦୀର୍ଘ ସମୟ ହେବ ତାଙ୍କ ପତ୍ନୀଙ୍କ ଏହି କାର୍ଯ୍ୟକୁ ଦେଖୁଥିଲେ । ସମୀର ପୋ-ଲି-ସ-ଙ୍କୁ କହିଥିଲେ କି, ଆଜି ସକାଳେ ଯେବେ ସେ ଘରୁ ବାହାରକୁ ବାହାରିଥିଲା ସେତେବେଳେ ସେ ତାଙ୍କର ପିଛା କରିଥିଲେ । ଏହାପରେ ମୁଁ ତାଙ୍କୁ ହୋଟେଲ ଭିତରେ ପ୍ରବେଶ କରୁଥିବାର ଦେଖିଥିଲି ।

ଏହାପରେ ସମୀର ନିଜର ଏକ ସାଙ୍ଗକୁ ମୋବାଇଲ ଫୋନରେ କଥା ହୋଇ ଡାକିଥିଲା । ଏହାପରେ ସେ ହୋଟେଲ ଯାଇଥିଲା ଓ ଏକ ରୁମ ଭିତରୁ ସମୀରଙ୍କ ପତ୍ନୀଙ୍କ ସ୍ୱର ଆସିଥିଲା । ଏହାପରେ ସେ ନିଜର ସ୍ତ୍ରୀ କୁ ରୁମରୁ ବାହାରକୁ ବାହାରିବାକୁ କହିଥିଲେ ।

ଏହାପରେ ହୋଟେଲ ମ୍ୟାନେଜର ସାହାର୍ଯ୍ୟରେ ସେ ଲୋକ ସେଠାରୁ ଫେରାର ହୋଇଥିଲା । ଯିଏକି ତା’ ପତ୍ନୀ ସହିତ ରୁମ ଭିତରେ ଥିଲା । ଅଲ୍ଲୀପୁରଦ୍ୱାର ପୋ-ଲି-ସ-ଙ୍କ କହିବା ହେଲା, ଏହି ମାମଲାରେ ତିନିଜଣଙ୍କୁ ଗି-ର-ଫ କରାଯାଇଥିଲା ବର୍ତ୍ତମାନ ଏହି ମାମଲାର ଯାଞ୍ଚ କରାଯାଉଛି ।

ସେହିପରି ସ୍ଥାନୀୟ ବ୍ୟବସାୟୀଙ୍କ କହିବା ହେଲା, ଏହି ହୋଟେଲରେ ଏହିପରି ଅବୈଧ କାରନାମା ହେଉଥାଏ । ଏହାକୁ ନେଇ ହୋଟେଲ ମାଲିକଙ୍କୁ ପ୍ରଥମରୁ ହିଁ ଚେତାବନୀ ଦିଆଯାଇଥିଲା । କିନ୍ତୁ ଏହାପରେ ସେ ମାନି ନଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *