ପୁଅ ନିଜର ମାଆଙ୍କ ପାଇଁ କିଣିଲା କାର, ପୁଣିଦେଲେ ଏମିତି ରିଆକ୍ସନ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡ଼ିଆର ଦୁନିଆରେ ମଜାଦାର ଭିଡ଼ିଓର ସିଲ ସିଲା ଜାରି ରହିଥାଏ । ଯାହାଙ୍କୁ ୟୁଜର୍ସ ଦ୍ୱାରା ବହୁତ ପସନ୍ଦ କରାଯାଇଥାଏ । ଏବେର ଦିନରେ ସୋସିଆଲ ମିଡିଆରେ ଏହିପରି ଏକ ଭିଡ଼ିଓ ଭାଇରାଲ ହୋଇ ସାମ୍ନାକୁ ଆସୁଛି । ଏହାକୁ ଦେଖିବାପରେ ଆପଣଙ୍କ ଖୁସିର ସୋପାନ ଦ୍ବିଗୁଣିତ ହୋଇଯିବ ।

ଆପଣ ଏହିକଥା ତ ନିଶ୍ଚୟ ଶୁଣିଥିବେ କି, ଖୁସି ବାଣ୍ଟିବା ଦ୍ୱାରା ବଢିଥାଏ । ବୋଧହୁଏ ଏହି କାରଣ ହୋଇଥାଏ ଯେତେବେଳେ ମାମଲା ବହୁତ ଭାଇରାଲ ହୋଇ ସାମ୍ନାକୁ ଆସିଥାଏ । ଏବେର ଦିନରେ ଏହିପରି ଏକ ମାମଲା ଲୋକଙ୍କ ମଧ୍ୟରେ ସାମ୍ନାକୁ ଆସିଛି । ଯେଉଁଥିରେ ଏକ ଟ୍ୱିଟର ୟୁଜର୍ସ ମାଆଙ୍କୁ ସରପ୍ରାଇଜ ଦେବାର ଭିଡ଼ିଓ ଇଣ୍ଟରନେଟରେ ଛାଡିଥିଲେ ତ ମାମଲା ଭାଇରାଲ ହୋଇଯାଇଥିଲା ।

ଭିଡ଼ିଓ ମାଧ୍ୟମରେ ଆପଣ ଦେଖିପାରୁଥିବେ ରାସ୍ତାରେ ଧଳା ରଙ୍ଗର ଏକ କାର ରହିଛି । ସେହି ସମୟରେ ବ୍ୟକ୍ତି ଜଣକ ମାଆଙ୍କୁ କାର ପାଖକୁ ନେଇଯାଉଛି ଓ କହିଥାନ୍ତି ଏହି କାର ତାଙ୍କ ପାଇଁ ଅଟେ । ଏହାଶୁଣି ମାଆଙ୍କର ଖୁସିର ଠିକଣା ରହିନଥିଲା । ସେ ଚିଲାଇବାକୁ ଲାଗିଲେ ଓ ଥାଙ୍କ ୟୁ ସନ କହି ପୁଅଙ୍କୁ ଗଳାରେ ଲଗାଇ ଦିଅନ୍ତି । ଏହାପରେ ସେ କାର ରେ ବସିଲେ । ଏହି ଭିଡ଼ିଓ ପରେ ଲୋକମାନଙ୍କ ରିଆକ୍ସନ ଆସିବା ଆରମ୍ଭ ହୋଇଯାଇଥିଲା ।

ଏହି ଭିଡ଼ିଓକୁ ଟ୍ୱିଟର ୟୁଜର @kristianLue ଶେୟର କରିଥିଲେ । କ୍ୟାପ୍ସନରେ ଲେଖାଥିଲା, ଏହା bently coupe ନଥିଲା । କିନ୍ତୁ ଆଜି ମୁଁ ମୋ ମାଆଙ୍କ ପାଇଁ କାର କିଣିଲି । ଆଇ ଲଭ ୟୁ କ୍ରେଜି ଲେଡ଼ି !

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *