ଘୋଡା ଉପରେ ବ୍ୟକ୍ତି ଜଣକ କଲେ ଏପରି ଖତରନାକ ଷ୍ଟଣ୍ଟ, ଦେଖି ଆଛା ଆଛା ଲୋକଙ୍କର ବାହାରିଲା ଝାଳ,ଦେଖନ୍ତୁ ଭିଡିଓ

ଆଜିକାଲି ଲୋକମାନଙ୍କ ମଧ୍ୟରେ ଫେମସ ହେବାର ଏତେ ପାଗଳାମୀ ବଢିଯାଇଛି ଯେ ସେମାନେ ଏଥିପାଇଁ କିଛି ବି କରିବାପାଇଁ ପ୍ରସ୍ତୁତ ହୋଇଯାନ୍ତି | ଅନେକଥର ତ ଲୋକମାନେ ଫେମସ ହେବାପାଇଁ ନିଜ ଜୀବନକୁ ମଧ୍ୟ ବାଜିରେ ଲଗାଇ ଦିଅନ୍ତି | ଏହି ଭିଡିଓରେ ଜଣେ ବ୍ୟକ୍ତି ଏପରି ହିଁ କରିଛନ୍ତି | ବ୍ୟକ୍ତିଜଣକ ଘୋଡା ଉପରେ ଯେପରି ଷ୍ଟଣ୍ଟ କଲେ, ତାକୁ ଦେଖି ଲୋକଙ୍କର ଲୋମ ଟାଙ୍କୁରି ଉଠିଲା | ଖୁସିର କଥା ଯେ ବ୍ୟକ୍ତିର କୌଣସି କ୍ଷତି ହୋଇନାହିଁ | ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ଭିଡିଓ ଭାଇରଲ ହେଉଛି |

ଏପରି ବହୁତ ଲୋକ ଅଛନ୍ତି, ଯେଉଁମାନଙ୍କୁ ଅଜବ ପ୍ରକାରର ଷ୍ଟଣ୍ଟ କରିବାକୁ ବହୁତ ଭଲ ଲାଗେ | ଏହି ବ୍ୟକ୍ତି ମଧ୍ୟ ଏହିପରି ଅଟନ୍ତି | ଯେପରିକି ଆପଣ ଭିଡିଓରେ ଦେଖିପାରିବେ ଘୋଡା ପବନ ବେଗରେ ଦୌଡୁଛି | ତା ଉପରେ ଜଣେ ବ୍ୟକ୍ତି ଆରାମରେ ବସିଛନ୍ତି | ତାପରେ ଅଚାନକ ସେ ଏପରି କାର୍ଯ୍ୟକଳାପ କରିବାକୁ ଲାଗନ୍ତି, ଯାହାକୁ ଦେଖି ସମସ୍ତଙ୍କର ହୋସ ଉଡିଯିବ | ଆଶ୍ଚର୍ଯ୍ୟର କଥା ଯେ ଷ୍ଟଣ୍ଟ କରିବା ସମୟରେ ବ୍ୟକ୍ତିଜଣକ ଟିକେ ହେଲେ ବି ଡ଼ରିନାହାନ୍ତି |

ହୃଦୟ ଶାନ୍ତ କରି ଦେଖନ୍ତୁ ଏହି ଭିଡିଓ :-

ଏହି ଭିଡିଓକୁ ଦେଖିବାପରେ ଗୋଟିଏ ମୁହୂର୍ତ୍ତ ପାଇଁ ଆପଣ ମଧ୍ୟ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯାଇଥିବେ | ଟ୍ୱିଟରରେ ଏହି ଭିଡିଓକୁ ‘Hold My Beer’ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ବର୍ତ୍ତମାନ ଏହି ଭିଡିଓ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି | ଖବର ଲେଖାଯିବା ବେଳକୁ ଏହି ଭିଡିଓକୁ ୧୨ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି | ସେହିପରି ୟୁଜର୍ସମାନେ ଏହି ଭିଡିଓକୁ ପରସ୍ପର ମଧ୍ୟରେ ସେୟାର କରିବା ସହିତ ବହୁତ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *