ବୋଟ ଉପରେ ବସି କରୁଥିଲେ ଭିଡ଼ିଓ ଶୁଟ,ପଛରୁ ଆ-କ୍ର-ମ-ଣ କଲା ଜଳହସ୍ତୀ, ଦେଖନ୍ତୁ ଭିଡ଼ିଓ

ଆମେ ସମସ୍ତେ ଏହିକଥା ଶୁଣିଥିବେ ଯେ, ଅସୁବିଧା କହି ଆସିନଥାଏ । ଏହି କାରଣରୁ ପୂର୍ବାନୁମାନ କରାଯାଇଥାଏ କି, କେବେ କାହା ସହ କଣ ଘଟଣା ଘଟିବାକୁ ଯାଉଛି । ଏମିତି ହିଁ ଭିଡ଼ିଓ ଏହି ସମୟରେ ଚର୍ଚ୍ଚା ଘେରରେ ରହିଛି, ଯାହାକୁ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଘଟଣାଟି ହେଉଛି କି, କିଛି ଲୋକ ପାଣିରେ ଜଳହାତୀ ସହିତ ଭିଡ଼ିଓ ଶୁଟ କରୁଥିଲେ, ତେବେ ଅଚାନକ ଏକ ଜଳହାତୀ ତାଙ୍କର ଜୋରରେ ପିଛା କରିଥିଲା । ସେ ଏତେ ଜଲଦି ଆସୁଥିଲା କି, ତାଙ୍କୁ ଦେଖିବାପରେ ଲୋକମାନେ ଭୟରେ ଛାନିଆ ହୋଇଯାଇଥିଲେ ।

ସୋସିଆଲ ମିଡିଆରେ ବୋଟ ର ପିଛା କରୁଥିବା ଜଳହାତୀ ର ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓକୁ ସୁଧା ରାମେନ ଶେୟର କରିଥିଲେ । ଏହି ଭିଡ଼ିଓଟି ଜାମ୍ବିଆ ର ବୋଲି କୁହାଯାଉଛି। ଗୋଟିଏ ହିପୋ ସ୍ପୀଡ଼ ବୋଟ ପଛରେ ଗୋଡାଉଛି। ଏହି ପୋଷ୍ଟରେ ସେ ଆଗକୁ ଲେଖିଥିଲେ କି, କଣ ଆପଣଙ୍କୁ ଜଣାଅଛି ହିପୋ ପହଁରି ପାରନ୍ତିନାହିଁ । କିନ୍ତୁ ସେ ପାଣି ଭିତରେ 15 କିଲୋମିଟର ପ୍ରତି ମାଇଲ ଗତିରେ ଦୌଡିପାରନ୍ତି ।

ଭିଡ଼ିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ :-

ଏହି ଭିଡ଼ିଓରେ ଆପଣ ଦେଖିପାରିବେ ବୋଟ ପଛରେ ବୋଟ ପଛରେ ଏହି ଜଳହାତୀ କେତେ ଦ୍ରୁତ ଗତିରେ ଦୌଡୁଛି । ଜଳହାତୀ ର ଦ୍ରୁତ ଗତିକୁ ଦେଖି ସେ ବଞ୍ଚିବା ପାଇଁ ବୋଟ ର ସ୍ପୀଡ଼ ବଢ଼ାଇ ଦେଲେ । ହୁଏତ ସେମାନେ ଜଳହାତୀ ପାଖରୁ ବଞ୍ଚି ଯାଇଛନ୍ତି କିନ୍ତୁ ସେମାନଙ୍କର ଭୟ ଏବେବି ଏହି ଘଟଣାକୁ ନେଇ ରହିଛି । ଏହି ଭିଡ଼ିଓକୁ ଦେଖି ଗୋଟିଏ ଶିକ୍ଷା ତ ମିଳିଯାଉଛି କି, ଜାନୁଆର ମାନଙ୍କ ସହିତ ପଙ୍ଗା ନେବା ଉଚିତ ନୁହେଁ ।

କିଛିଦିନ ପୂର୍ବରୁ ହିଁ @nowthisnews ଏହି ଭିଡ଼ିଓକୁ ଶେୟର କରି କ୍ୟାପ୍ସନରେ ଲେଖିଥିଲେ, ବୋଟରେ କିଛି ବ୍ୟକ୍ତି ଏକ ବିଶାଳକାୟ ଓ ରାଗି ଜଳହାତୀକୁ ଦେଖିବାକୁ ଯାଇଥିଲେ। କାହାକୁ ଆ-ଘା-ତ ହୋଇନଥିଲା, NatGeo ଅନୁସାରେ, ଆଫ୍ରିକାରେ ପ୍ରତିବର୍ଷ ଅନୁମାନିତ 500 ଲୋକଙ୍କ ମୃତ୍ୟୁ ପାଇଁ ହିପୋ ଦାୟୀ ରୁହେ । ତାଙ୍କୁ ସିଂହ ଠାରୁ ମଧ୍ୟ ଅଧିକ ଖତରନାକ କୁହାଯାଇଥାଏ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *