୧୫ ତାରିଖ ସୁଦ୍ଧା ଓଡିଶା ଛୁଇଁପାରେ ମୌସୁମୀ

ବର୍ତ୍ତମାନ ଅସହ୍ୟ ଗ୍ରୀଷ୍ମତାତିରୁ ମୁକ୍ତି ମିଳିଛି। ମୌସୁମୀ ବାୟୁ କେରଳ ଛୁଇଁଲା। ମୌସୁମୀବାୟୁ ୨ ଦିନ ବିଳମ୍ବରେ କେରଳ ଛୁଇଁଛି। ଆସନ୍ତା ୧୫ ତାରିଖ ସୁଦ୍ଧା ଓଡିଶାକୁ ମୌସୁମୀ ବାୟୁ ଆସିବ ବୋଲି ଆଇଏମଡି ଅନୁମାନ କରିଛି।

ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଅନୁମାନ କରି କହିଛନ୍ତିଯେ, ଭାରତରେ ମୌସୁମୀ ବାୟୁ ପ୍ରବେଶ କରି ସାରିଛି। କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚି ସାରିଛି। ଏହା ଦ୍ବାରା କେରଳରେ ବର୍ଷା ହେବାର ସମ୍ଭାବନା ରହିଛି। ଅତି ଶୀଘ୍ର ଏହା ଭାରତର ଅନ୍ୟ ରାଜ୍ୟରେ ମଧ୍ୟ ମୌସୁମୀ ପହଞ୍ଚିଯିବ। ଜୁନ ୧ ତାରିଖ ମୌସୁମୀ ପହଞ୍ଚିବାର ଥିଲା, କିନ୍ତୁ ୨ ଦିନ ବିଳମ୍ବିରେ ମୌସୁମୀ ବାୟୁ କେରଳ ଛୁଇଁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *