ପ୍ରେମିକଙ୍କ ଘରେ ପହଞ୍ଚିଗଲେ ପ୍ରେମିକା ବ୍ୟାଣ୍ଡ-ବାଜା ନେଇ, ବିବାହ କରିବା ପାଇଁ ଜିଦ ଧରିଲେ

ଜଣେ ପ୍ରେମିକା ତାଙ୍କ ପ୍ରେମିକଙ୍କ ଘରେ ବ୍ୟାଣ୍ଡ-ବାଜା ଏବଂ ସମ୍ପର୍କୀୟମାନଙ୍କ ସହ ପହଞ୍ଚିଗଲେ। ଉତ୍ତରପ୍ରଦେଶ ଗୋରଖପୁରରେ ଏହି ମା-ମ-ଲା ଘ-ଟିଛି। ସେ-ନା ବାହିନୀରେ କାମ କରୁଥିବା ପ୍ରେମିକଙ୍କର ବିବାହ ଅନ୍ୟତ୍ର ହେଉଥିବାର ସୂଚନା ପ୍ରେମିକ ଜଣକ ଖବର ପାଇବା ଏପରି କା-ଣ୍ଡ ଘ-ଟାଇଥିଲେ। ପ୍ରେମିକଙ୍କ ଘରେ ଘଣ୍ଟାଏ ପାଖାପାଖି ହାଇପ୍ରୋଫାଇଲ ଡ୍ରା-ମା ଚାଲିଥିଲା। ସେ ଯଦି ତାଙ୍କର ପ୍ରେମିକଙ୍କୁ ବିବାହ ନକରନ୍ତି ତେବେ ସେ ସେହିଠାରେ ଆ-ତ୍ମହ-ତ୍ୟା କରିଦେବେ ବୋଲି ଧ-ମ-କ ଦେଇଥିଲେ। ସେଠାରେ ପୋ-ଲି-ସ ସେଠାରେ ପହଞ୍ଚି ତାଙ୍କୁ ବୁଝାଇ ସୁଝାଇ ଘରକୁ ପଠାଇଥିଲେ।

ପ୍ରେମିକା ଜଣଙ୍କ କହିଛନ୍ତିଯେ, ଦୁଇ ବର୍ଷ ତଳେ ତାଙ୍କ ମାଉସୀଙ୍କ ଘରେ ସନ୍ଦୀପ ମୌର୍ଯ୍ୟଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସେ ମଧ୍ୟ ତାଙ୍କ ଘରକୁ ଯିବାଆସିବା କରୁଥିଲେ। ଏହାପରେ ପ୍ରେମିକ ଜଣକ ବିବାହର ପ୍ରତିଶ୍ରୁତି ଦେଇଥିଲେ ଓ ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ଏହି ସମୟରେ ସେ-ନାବା-ହିନୀରେ ତାଙ୍କର ଟ୍ରେ-ନିଂ ଆରମ୍ଭ ହୋଇଥିଲା। ସେ ଟ୍ରେନିଂ ମଝିରେ ଆସୁଥିଲେ ଓ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରୁଥିଲେ। ସେ-ନାରେ ଯ-ବା-ନ ଭାବେ ଚାରିକୀ ପହଞ୍ଚି ପରେ ସେ ବିବାହ କରିବାକୁ ମନା କରିଥିଲେ। ଯେତେବେଳେ ଯୁବକ ଜଣଙ୍କ ବିବାହ କରୁଥିବା ନେଇ ସେ ଏହି ବିଷୟରେ ସୂଚନା ପାଇଲେ, ସେତେବେଳେ ସେ ବ୍ୟାଣ୍ଡ ବାଜା ଧରି ପ୍ରେମିକଙ୍କ ଘରେ ନିକଟରେ ପହଞ୍ଚିଗଲେ। ଯୁବତୀ ଜଣଙ୍କ କହିଥିଲେଯେ, ଯଦି ସେ ଯଦି ନିଜ ପ୍ରେମିକଙ୍କୁ ବିବାହ ନକରନ୍ତି ତେବେ ସେ ତାଙ୍କର ଘର ସମ୍ମୁଖରେ ଆ-ତ୍ମହ-ତ୍ୟା କରିଦେବେ।

Google

ଯୁବତୀଙ୍କ ପରିବାରଲୋକ କହିଛନ୍ତିଯେ, ତାଙ୍କ ବି-ରୋ-ଧରେ ଆ-ଇପି-ସିର ଧା-ରା ୩୭୬ ଏବଂ ଅନ୍ୟାନ୍ୟ ଧା-ରା ଅନୁଯାୟୀ ଏକ ଏ-ଫଆ-ଇଆ-ର ରୁ-ଜୁ କରାଯାଇଛି। ଏହି ମା-ମ-ଲା କୋ-ର୍ଟରେ ବି-ଚା-ରାଧୀ-ନ ଅଛି, ତେବେ ତାଙ୍କର ବିବାହ ଏବଂ ସେ-ନାରେ ଚାକିରୀ କରିବାର କୌଣସି ଅଧିକାର ମଧ୍ୟ ନାହିଁ। ଓ ପୋ-ଲି-ସ ମଧ୍ୟ ସେହିପରି ତାଙ୍କୁ ଗି-ର-ଫ କରିବା ଉଚିତ।

ପୋ-ଲି-ସ ଘ-ଟ-ଣାସ୍ଥ-ଳରେ ଖବର ପାଇ ପହଞ୍ଚିଥିଲେ ଓ ଯୁବତୀଙ୍କୁ ବୁଝାସୁଝା କରି ଘରକୁ ପଠାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *