କଫିନରେ ପଡ଼ିଥିଲା ଶ-ବ, ସାଙ୍ଗମାନେ ଦେଉଥିଲେ ଶ୍ରଦ୍ଧାଞ୍ଜଳି, ତା’ପରେ ଯାହା ହେଲା, ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବର୍ତ୍ତମାନ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିବା ପରେ ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ତେବେ ଆଶ୍ଚର୍ଯ୍ୟ ହେବେ ନାହିଁ କେମିତି ? କାରଣ ଜଣେ ‘ମୃ-ତ’ ବ୍ୟକ୍ତି ହଠାତ ‘ଜୀବନ୍ତ’ ହୋଇଗଲା | ତାହା ମଧ୍ୟ ସେତେବେଳେ, ଯେତେବେଳେ ତାଙ୍କ ସାଙ୍ଗମାନେ ଶ୍ରଦ୍ଧାଞ୍ଜଳି ଦେଉଥିଲେ | ଆପଣ ହୁଏତ ଏହାକୁ ବିଶ୍ୱାସ କରିପାରନ୍ତି ନାହିଁ | କିନ୍ତୁ, ଏହି ଭିଡିଓରେ ଏପରି କିଛି ଦେଖାଯାଉଛି |

ସୋସିଆଲ ମିଡିଆରେ ତ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ | କିନ୍ତୁ, କିଛି ଭିଡିଓ ଏପରି ମଧ୍ୟ ହୋଇଥାଏ, ଯାହାକୁ ଦେଖି ବହୁତ ମଜା ଲାଗିଥାଏ ଏବଂ ଆଶ୍ଚର୍ଯ୍ୟଜନକ ମଧ୍ୟ ହୋଇଥାନ୍ତି | ଏହି ଭିଡିଓ ଦେଖିବା ପରେ ଆପଣ ଏହିପରି କିଛି ଅନୁଭବ କରିବେ | କାରଣ ଏହି ଭିଡିଓରେ ଉତ୍ସାହ ରହିଛି, ସସପେନ୍ସ ଅଛି ଏବଂ ତା ସହିତ ମଜା ମଧ୍ୟ ରହିଛି | ଯେପରିକି ଆପଣ ଭିଡିଓରେ ଦେଖିପାରିବେ ଯେ ଜଣେ ବ୍ୟକ୍ତିଙ୍କ ‘ମୃ-ତ ଶରୀର’ କଫିନ୍‌ରେ ପଡ଼ିଛି ଏବଂ ତାଙ୍କ ସାଙ୍ଗମାନେ ତାଙ୍କୁ ଶେଷ ବିଦାୟ ଦେଉଛନ୍ତି | କିନ୍ତୁ, ବ୍ୟକ୍ତିଜଣକ ହଠାତ୍ ଉଠିପଡ଼ି ଠିଆ ହୁଅନ୍ତି | ଯାହାଙ୍କୁ ଦେଖି ଲୋକମାନେ ଡରି ଯାଆନ୍ତି ଏବଂ ଏପର ସେପଟ ହୋଇ ପଳାଇବାକୁ ଲାଗନ୍ତି |

ଦେଖନ୍ତୁ ମଜାଳିଆ ଭିଡିଓ :-

ଏହି ଭିଡିଓକୁ ଦେଖିବା ପରେ ଆପଣ ମଧ୍ୟ ନିଶ୍ଚୟ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିବେ | ଏହି ଭିଡିଓର ସତ୍ୟତା କେତେ ରହିଛି, ଏ ବିଷୟରେ ତ କୁହାଯାଇପାରିବ ନାହିଁ | କିନ୍ତୁ ଲୋକମାନଙ୍କୁ ଦେଖି ସ୍ପଷ୍ଟ ଜଣାପଡୁଛି ଯେ ଏହା ଏକ ପ୍ରାଂକ ଅଟେ | ଏହି ଭିଡିଓ ଟ୍ୱିଟରରେ ‘ହୋଲ୍ଡ ମାଇଁ ବିୟର’ ନାମକ ଏକ ଆକାଉଣ୍ଟ ସହିତ ସେୟାର କରାଯାଇଛି | ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି | ଖବର ଲେଖିବା ବେଳକୁ ଏହି ଭିଡିଓକୁ ୩୪ ହଜାରରୁ ଅଧିକ ଲୋକ ଦେଖିଛନ୍ତି | ଯେତେବେଳେ କି ଏକ ହଜାରରୁ ଅଧିକ ଲୋକ ଏହାକୁ ଲାଇକ କରିଛନ୍ତି | ସେହିପରି ଏହି ଭିଡିଓ ଉପରେ ୟୁଜର୍ସ ଲଗାତାର କମେଣ୍ଟ କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *