ବ-ଳା-ତ୍କା-ର କରିବା ପାଇଁ ଚେଷ୍ଟା କରୁଥିଲା ବୋସ, ମହିଳାଜଣକ ଦେଲେ ଯନ୍ତ୍ରଣାଦାୟକ ଦଣ୍ଡ,ଜାଣନ୍ତୁ ପୁରା ଘଟଣା

ସ୍ପେନର ଏକ ବାରରେ କାମ କରୁଥିବା ମହିଳାଙ୍କ ଉପରେ ଆ-ରୋ-ପ ଅଛି ଯେ ସେ ନିଜ ବସଙ୍କର ଛୁରୀ ଦ୍ୱାରା ପ୍ରାଇଭେଟ ପାର୍ଟ କାଟିଦେଲେ, କାରଣ ସେ ତାଙ୍କୁ ବ-ଳା-ତ୍କା-ର କରିବା ପାଇଁ ଚେଷ୍ଟା କରୁଥିଲେ | ଏହି ମହିଳାଙ୍କୁ ପୋ-ଲି-ସ ଆ-ରେ-ଷ୍ଟ କରି ନେଇଛି |

ୟୁରୋ ସାପ୍ତାହିକ ଖବର ଅନୁଯାୟୀ, ବାର୍ସିଲୋନାସ୍ଥିତ ସେଣ୍ଟ ଆଣ୍ଡ୍ରୁ ଡେ ଲା ବାର୍କାର ଏକ ରେଷ୍ଟୁରାଣ୍ଟରେ ଏହି ଘଟଣା ଘଟିଛି | ମହିଳା ଜଣକ କହିଛନ୍ତି ଯେ ତାଙ୍କ ମାଲିକ ଗତ କିଛି ମାସ ହେବ ତାଙ୍କୁ ହଇରାଣ କରୁଥିଲେ ଏବଂ ତାଙ୍କ ସହ ଶାରୀରିକ ସ-ମ୍ପ-ର୍କ ରଖିବାକୁ ବାଧ୍ୟ କରିଥିଲେ |

ଡେଲି ମେଲର ରିପୋର୍ଟ ଅନୁଯାୟୀ, ଏହି ମହିଳାଙ୍କର ବୟସ ପ୍ରାୟ ୩୦ ବର୍ଷ ଅଟେ ଏବଂ ସେ ବାଂଲାଦେଶର ବାସିନ୍ଦା ଅଟନ୍ତି | ଏହି ମହିଳା ଆ-କ୍ର-ମ-ଣ ପରେ ପୋ-ଲି-ସ-କୁ ଫୋନ କରିଥିଲେ ଏବଂ ସେ କହିଲେ ଯେ ସେ ଏହି ପଦକ୍ଷେପ ବାରର ମାଲିକଙ୍କ ଦ୍ୱାରା ସେକ୍ସ ଆଟାକ ପରେ ହିଁ ନେଇଥିଲେ |

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବ୍ୟକ୍ତିଙ୍କ ପରିଚୟ ସାମ୍ନାକୁ ଆସିନାହିଁ | ତେବେ ଡେଲିମେଲର ରିପୋର୍ଟ ଅନୁଯାୟୀ ଏହି ବ୍ୟକ୍ତି ମଧ୍ୟ ପାକିସ୍ତାନ କିମ୍ବା ବାଂଲାଦେଶର ହୋଇପାରନ୍ତି | ଏହି ବ୍ୟକ୍ତିଙ୍କୁ ମଧ୍ୟ ପୋ-ଲି-ସ ଯୌ-ନ ଶୋଷଣ କ୍ରାଇମ ପାଇଁ ଆ-ରେ-ଷ୍ଟ କରି ନେଇଛି |

ପୋ-ଲି-ସ ବର୍ତ୍ତମାନ ଘଟଣାକୁ ନେଇ ଅଧିକ ସୂଚନା ଦେବାପାଇଁ ମନା କରି ଦେଇଛନ୍ତି | ପୋ-ଲି-ସ କହିଛି ଯେ ଯାଞ୍ଚ ପରେ ହିଁ ଆଧିକାରିକ ଭାବରେ ବୟାନ ଜାରି କରାଯିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *