କମୁଛି ସଂକ୍ରମଣ :ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୮୮୩୯ ଜଣ ପଜିଟିଭ ଚିହ୍ନଟ, ୪୨ ଜଣ ମୃ-ତ

ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା। ଆଜି ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୮୩୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଉ ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୯୪୮ ଜଣ ଏବଂ ୩୮୯୧ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଆଉ ୪୨ ଜଣଙ୍କର ମହାମାରୀରେ ମୃ-ତ୍ୟୁ ବ-ର-ଣ କରିଛନ୍ତି। ମୃ-ତ-କଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲ୍ଲାରୁ ୫ ଜଣ ରହିଥିବା ସମୟରେ କଳାହାଣ୍ଡି,କଟକ ଜିଲ୍ଲାରୁ ୪ ଜଣ ଲେଖାଏଁ ରହିଛନ୍ତି। ବୌଦ୍ଧ,ଝାରସୁଗୁଡ଼ା,ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ରହିଥିବା ସମୟରେ ଅନୁଗୁଳ,ବାଲେଶ୍ଵର,ବଲାଙ୍ଗୀର,ଦେବଗଡ,ଗଜପତି,କେନ୍ଦ୍ରାପଡ଼ା,ନବରଙ୍ଗପୁର,ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ ରହିଛନ୍ତି ଏବଂ ବରଗଡ,ଭଦ୍ରକ,ଗଞ୍ଜାମ,ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ଆଜି ଅନୁଗୁଳ ଜିଲ୍ଲାରୁ ୪୧୪ ଜଣ,ବାଲେଶ୍ଵର ଜିଲ୍ଲାରୁ ୩୯୫ ଜଣ,ବରଗଡ ଜିଲ୍ଲାରୁ ୧୯୩ ଜଣ,ଭଦ୍ରକ ଜିଲ୍ଲାରୁ ୪୧୯ ଜଣ,ବଲାଙ୍ଗୀର ଜିଲ୍ଲାରୁ ୮୯ ଜଣ,ବୌଦ୍ଧ ଜିଲ୍ଲାରୁ ୧୭୯ ଜଣ,କଟକ ଜିଲ୍ଲାରୁ ୭୬୯ ଜଣ,ଦେବଗଡ ଜିଲ୍ଲାରୁ ୮୪ ଜଣ,ଢେଙ୍କାନାଳ ଜିଲ୍ଲାରୁ ୫୧୦ ଜଣ,ଗଜପତି ଜିଲ୍ଲାରୁ ୫୨ ଜଣ,ଗଞ୍ଜାମ ଜିଲ୍ଲାରୁ ୧୯୬ ଜଣ,ଜଗତସିଂହପୁର ଜିଲ୍ଲାରୁ ୩୧୭ ଜଣ,ଯାଜପୁର ଜିଲ୍ଲାରୁ ୪୯୩ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୧୨୧ ଜଣ,କଳାହାଣ୍ଡି ଜିଲ୍ଲାରୁ ୧୪୫ ଜଣ,କନ୍ଧମାଳ ଜିଲ୍ଲାରୁ ୫୮ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୦୨ ଜଣ,କେନ୍ଦୁଝର ଜିଲ୍ଲାରୁ ୧୮୮ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୧୨୩୫ ଜଣ,କୋରାପୁଟ ଜିଲ୍ଲାରୁ ୯୯ ଜଣ,ମାଲକାନଗିରି ଜିଲ୍ଲାରୁ ୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୁରଭଞ୍ଜ ଜିଲ୍ଲାରୁ ୫୮୩ ଜଣ,ନବରଙ୍ଗପୁର ଜିଲ୍ଲାରୁ ୧୨୯ ଜଣ,ନୟାଗଡ ଜିଲ୍ଲାରୁ ୨୪୬ ଜଣ,ନୂଆପଡ଼ା ଜିଲ୍ଲାରୁ ୩୪ ଜଣ,ପୁରୀ ଜିଲ୍ଲାରୁ ୪୩୮ ଜଣ,ରାୟଗଡ଼ା ଜିଲ୍ଲାରୁ ୨୧୬ ଜଣ,ସମ୍ବଲପୁର ଜିଲ୍ଲାରୁ ୧୯୪ ଜଣ,ସୋନପୁର ଜିଲ୍ଲାରୁ ୧୧୮ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୩୩୮ ଜଣ ଓ ଷ୍ଟେଟ ପୁଲରୁ ୨୦୦ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆ-କ୍ରା-ନ୍ତଙ୍କ ସଂଖ୍ୟା ୭୯୦୯୭୦ ଜଣଙ୍କୁ ବୃଦ୍ଧି ପାଇଥିବା ସମୟରେ ୭୦୨୬୨୧ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୮୫୪୨୩ ଜଣ ଚିକିତ୍ସାଧୀନ ଅଛନ୍ତି। ଏ ପର୍ଯ୍ୟନ୍ତ ସୁଦ୍ଧା ରାଜ୍ୟରେ ୧୧୯୭୨୨୨୬ ଟି ସାମ୍ପୁଲ ଟେଷ୍ଟ କରାଯାଇଛି। ରାଜ୍ୟରେ ୪୨ ଜଣ କରୋନା ଜନିତ ମୃ-ତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃ-ତ୍ୟୁ ସଂଖ୍ୟା ୨୮୭୩ କୁ ବୃଦ୍ଧି ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *