ଦେଖନ୍ତୁ ଭିଡିଓ : ଶି-କା-ର ଧରିବାକୁ ବାଜ ପକ୍ଷୀ ଖେଳିଳା ଏମିତି ଖେଳ ! ପୁଣି ଠେକୁଆ କଲା ଏମିତି କିଛି,ଦେଖିକି ଲୋକମାନେ ହୋଇଗଲେ ଦୁଃଖିତ

ସୋସିଆଲ ମିଡିଆରେ ଦୈନିକ ଆସୁଥିବା ଜଙ୍ଗଲୀ ପଶୁଙ୍କ ଓ ଖତରନାକ ପକ୍ଷୀଙ୍କ ସହ ଜଡ଼ିତ ଭିଡିଓ ଭାଇରାଲ ହୋଇଥାଏ|ଯାହାକୁ ୟୁଜର ବହୁ ପସନ୍ଦ କରିଥାନ୍ତି|ଏହି ଭିଡିଓକୁ ଦେଖିକି କେହିକେହି ଆଶ୍ଚର୍ଯ୍ୟ ହେଉଥିଲା ବେଳେ କେହିକେହି ଆନନ୍ଦିତ ହୁଅନ୍ତି|ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ମଧ୍ୟ ଚକିତ ହୋଇଯିବେ|

ଆମେ ସମସ୍ତେ ଜାଣୁ ଯେ ବାଜ ଏକ ଶିକାରୀ ପକ୍ଷୀ ଅଟେ,ଯିଏ ଦ୍ରୁତ,ଶକ୍ତିଶାଳୀ ଓ ଅଚାନକ ଶିକାର କରିବାରେ ମାହିର ଅଟେ|ଏହି ପକ୍ଷୀ ନିଜର ଦ୍ରୁତ ଗତି ଓ ତୀକ୍ଷ୍ଣ ନଜର ଫଳରେ ଶହଶହ ଫୁଟ ଉଚ୍ଚତାରୁ ନିଜ ଶି-କା-ର ଦେଖିଥାଏ ଓ ଏହାପରେ କ୍ଷଣିକ ସମୟରେ ତା କାମ ଶେଷ କରିଦିଏ,କିନ୍ତୁ ବହୁଥର ମଧ୍ୟ ଶି-କା-ର ନିଜର ପୂର୍ତ୍ତି କାରଣରୁ ଵାଜକୁ ଚକମା ଦେଇଥାଏ|

ଭିଡିଓରେ ଆପଣ ଦେଖିପାରିବେ ଯେ ଏକ ବାଜ ପବନକୁ ଚିରି ମାଟିକୁ ଆସେ ଓ ଠେକୁଆ ଉପରେ ଆ-କ୍ର-ମ-ଣ କରିଥାଏ,କିନ୍ତୁ ଠେକୁଆ ନିଜର ପୂର୍ତ୍ତି ଓ କଦକଠିର ଫାଇଦା ଉଠାଇ ପଳେଇବାକୁ ବହୁ ଚେଷ୍ଟା କରିଥାଏ|ଯାହାକୁ ବାଜ ନିଜର ପଞ୍ଝା ସାହାଯ୍ୟରେ ତା ଉପରକୁ ଆ-କ୍ର-ମ-ଣ କରିଥାଏ ପୁଣି ଠେକୁଆ ବଞ୍ଚିଯାଏ|ଦୁହିଁଙ୍କ ମଧ୍ୟରେ ଧରାଧରି ଖେଳ ଜାରି ରହିଥିଲା|

ସୋସିଆଲ ମିଡିଆରେ ଏହି ଭିଡିଓ ବହୁ ଜୋରରେ ପସନ୍ଦ ଆସୁଛି|ଏହି କାରଣରୁ ବହୁ ୟୁଜର ଭିଡିଓରେ ପ୍ରତିକ୍ରିୟା ରଖିଛନ୍ତି|ଜଣେ ୟୁଜର ଲେଖିଛନ୍ତି ଦୃଶ୍ୟ ପ୍ରକୃତରେ ଭଲ,ମୋତେ ଦେଖିକି ଆଶ୍ଚର୍ଯ୍ୟ ଲାଗୁଛି|ଆଉଜଣେ ଲେଖିଛନ୍ତି ଦୁହିଁଙ୍କ ମଧ୍ୟରେ ଧରାଧରି ଖେଳ ବାସ୍ତବରେ ଅଦ୍ଭୁତ!ମୋତେ ଭଲ ଲାଗିଲା|ଏହା ବ୍ୟତୀତ ଅନ୍ୟ ୟୁଜରମାନେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି|

ସୂଚନାଯୋଗ୍ୟ ଯେ ଏହି ଭିଡିଓଟି ଟୁଇଟରରେ ଲାଇଫ୍ ଓ ନେଚର ନାମକ ପେଜ୍ ରେ ସେୟାର କରାଯାଇଛି|ଯାହାସହ ସେ କ୍ୟାପ୍ସନରେ ଲେଖିଛନ୍ତି ଯେ ଶେଷରେ ବାଜ ନିଜର ଶିକାର ଧରିବାରେ ହେଲା ଫେଲ୍!ଖବର ଲେଖାହେବା ପର୍ଯ୍ୟନ୍ତ ୧୬.୫ ହଜାରରୁ ଉର୍ଦ୍ଧ୍ଵ ଥର ଦେଖି ସରିଲାଣି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *