ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୮୩୯୯ ଜଣ ପଜିଟିଭ ଚିହ୍ନଟ, ୪୦ ଜଣ ମୃ-ତ

ରାଜ୍ୟରେ କମିଛି କରୋନା ସଂକ୍ରମଣ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୩୯୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଉ ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୭୪୧ ଜଣ ଏବଂ ୩୬୫୮ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଆଉ ୪୦ ଜଣଙ୍କର ମହାମାରୀରେ ମୃ-ତ୍ୟୁ ବ-ର-ଣ କରିଛନ୍ତି। ମୃ-ତ-କଙ୍କ ମଧ୍ୟରୁ ଅନୁଗୁଳ,କଟକ,ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରୁ ୫ ଜଣ ରହିଥିବା ସମୟରେ ଝାରସୁଗୁଡ଼ା ଜିଲ୍ଲାରୁ ୪ ଜଣ,ବୌଦ୍ଧ ଓ ରାୟଗଡ଼ା ଜିଲ୍ଲାରୁ ୩ ଜଣ ରହିଛନ୍ତି। ଆଉ ସେହିପରି ସମ୍ବଲପୁର,ନବରଙ୍ଗପୁର,ଦେବଗଡ ଜିଲ୍ଲାରୁ ୨ ଜଣ ରହିଥିବା ବେଳେ ବାଲେଶ୍ବର,ଢେଙ୍କାନାଳ,ଯାଜପୁର,ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ଆଜି ଅନୁଗୁଳ ଜିଲ୍ଲାରୁ ୪୬୮ ଜଣ,ବାଲେଶ୍ଵର ଜିଲ୍ଲାରୁ ୨୪୦ ଜଣ,ବରଗଡ ଜିଲ୍ଲାରୁ ୧୮୯ ଜଣ,ଭଦ୍ରକ ଜିଲ୍ଲାରୁ ୧୪୭ ଜଣ,ବଲାଙ୍ଗୀର ଜିଲ୍ଲାରୁ ୧୧୬ ଜଣ,ବୌଦ୍ଧ ଜିଲ୍ଲାରୁ ୧୬୬ ଜଣ,କଟକ ଜିଲ୍ଲାରୁ ୭୬୬ ଜଣ,ଦେବଗଡ ଜିଲ୍ଲାରୁ ୮୧ ଜଣ,ଢେଙ୍କାନାଳ ଜିଲ୍ଲାରୁ ୪୫୧ ଜଣ,ଗଜପତି ଜିଲ୍ଲାରୁ ୮୦ ଜଣ,ଗଞ୍ଜାମ ଜିଲ୍ଲାରୁ ୬୫ ଜଣ,ଜଗତସିଂହପୁର ଜିଲ୍ଲାରୁ ୨୬୯ ଜଣ,ଯାଜପୁର ଜିଲ୍ଲାରୁ ୫୧୪ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୫୩ ଜଣ,କଳାହାଣ୍ଡି ଜିଲ୍ଲାରୁ ୧୯୦ ଜଣ,କନ୍ଧମାଳ ଜିଲ୍ଲାରୁ ୯୫ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୧୦ ଜଣ,କେନ୍ଦୁଝର ଜିଲ୍ଲାରୁ ୧୮୬ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୧୧୦୨ ଜଣ,କୋରାପୁଟ ଜିଲ୍ଲାରୁ ୧୭୮ ଜଣ,ମାଲକାନଗିରି ଜିଲ୍ଲାରୁ ୧୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୁରଭଞ୍ଜ ଜିଲ୍ଲାରୁ ୪୮୫ ଜଣ,ନବରଙ୍ଗପୁର ଜିଲ୍ଲାରୁ ୨୦୦ ଜଣ,ନୟାଗଡ ଜିଲ୍ଲାରୁ ୨୨୩ ଜଣ,ନୂଆପଡ଼ା ଜିଲ୍ଲାରୁ ୩୪ ଜଣ,ପୁରୀ ଜିଲ୍ଲାରୁ ୪୭୫ ଜଣ,ରାୟଗଡ଼ା ଜିଲ୍ଲାରୁ ୨୯୨ ଜଣ,ସମ୍ବଲପୁର ଜିଲ୍ଲାରୁ ୧୯୧ ଜଣ,ସୋନପୁର ଜିଲ୍ଲାରୁ ୧୪୩ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୪୭୭ ଜଣ ଓ ଷ୍ଟେଟ ପୁଲରୁ ୧୮୫ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆ-କ୍ରା-ନ୍ତଙ୍କ ସଂଖ୍ୟା ୭୮୨୧୩୧ ଜଣଙ୍କୁ ବୃଦ୍ଧି ପାଇଥିବା ସମୟରେ ୭୯୨୦୨୭ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୮୭୨୨୦୮୯ ଜଣ ଚିକିତ୍ସାଧୀନ ଅଛନ୍ତି। ଏ ପର୍ଯ୍ୟନ୍ତ ସୁଦ୍ଧା ରାଜ୍ୟରେ ୧୧୯୦୨୦୪୮ ଟି ସାମ୍ପୁଲ ଟେଷ୍ଟ କରାଯାଇଛି। ରାଜ୍ୟରେ ୪୦ ଜଣ କରୋନା ଜନିତ ମୃ-ତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃ-ତ୍ୟୁ ସଂଖ୍ୟା ୨୮୩୧ କୁ ବୃଦ୍ଧି ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *