ଏଥର କାର୍ଯ୍ୟରତ ଥିବା ପୋ-ଲି-ସ କର୍ମଚାରୀମାନେ ଫୋନ୍ ରେ କଥା ବାର୍ତ୍ତା ହୋଇ ପାରିବେ ନାହିଁ। ଜାଣନ୍ତୁ ଏହା ପଛରେ ଥିବା କାରଣ

ବିହାରରେ ପୋ-ଲି-ସ କର୍ମଚାରୀମାନେ ମୋବାଇଲ ଫୋନ୍ ବା ଅନ୍ୟ ବିଦ୍ୟୁତ୍ ସରଞ୍ଜାମ ଉପକରଣ ବ୍ୟବହାର କରିପାରିବେ ନାହିଁ। ରାଜ୍ୟ ପୋ-ଲି-ସ ଏହି ରାୟକୁ ନେଇକି ଶକ୍ତ ପଦକ୍ଷେପ ନେଇଛି। ବିହାର ପୋଲିସ ଏହି ନିୟମ ଲାଗୁକରିବାର ତାର୍ପଜ୍ୟ ଏହି କି ଯେ ଲଅ ଏବଂ ଅର୍ଡର୍ ରେ ଏହା ଲେଖା ଯାଇଛି ଯେ କାର୍ଯ୍ୟରତ ଥିବା ସମୟରେ, ଭି ଆ ଇପି ସୁରକ୍ଷା କାର୍ଯ୍ୟରେ, ଯାତାୟାତ କାର୍ଯ୍ୟରେ ଏବଂ ପୋଲିସ ପୋଷ୍ଟ ରେ ପୋ-ଲି-ସ ଅଧିକାରୀ ଏବଂ ଅନ୍ୟ ପୋ-ଲି-ସ କର୍ମଚାରୀ ଅନାବଶ୍ୟକ ଭାବେ ମୋବାଇଲ ଫୋନ୍ ବ୍ୟବହାର କରୁଛନ୍ତି। ଯାହାକି ସେମାନଙ୍କୁ ସବୁ ସମୟରେ ପ୍ରସ୍ତୁତି ରହିବା ଉଚିତ୍। ପୋ-ଲି-ସ ମୁଖୟାଳୟ କହିବା କଥା ଯେ ପୋ-ଲି-ସ କର୍ମୀମାନେ ସୋସିଆଲ ମିଡିଆରେ ଜଡ଼ିତ ରହିକି ନିଜର କର୍ତ୍ତବ୍ୟ ରୁ ପଥ ଭ୍ରଷ୍ଟ ହୋଇ ଯାଉଛନ୍ତି ।

ଡି ଜି ପି ଙ୍କ କହିବା କଥା ଯେ ପୋଲିସ ସମାଜ ଚରିତ୍ର ବ-ଦ-ନା-ମ ହେଉଛି। ଡିଜିପି ଏସକେ ସିଂହଳ ସମସ୍ତ SSP, ACP ଏବଂ Commando ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ନିଜ ଅଧୀନରେ ଥିବା ସମସ୍ତ ପୋ-ଲି-ସ କର୍ମଚାରୀଙ୍କୁ ମୋବାଇଲ ନବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ଡିଜିପି ଏସକେ ସିଂହଳ କହିଛନ୍ତି ଯେ, ଏହି ନିୟମ କୁ ଅବମାନନା କରିବା ଏହାକୁ ଅନୁସନହୀନତା ଶ୍ରେଣୀ ବୋଲି ମାନି ନିଆଯିବା ଏବଂ ଏହି ନିୟମ କୁ ଉଲଘଂନ କରିଥିବା କର୍ମଚାରୀ ମାନଙ୍କ ଉପରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ବିହାର ପୋ-ଲି-ସ ମୁଖ୍ୟାଳୟ ଦ୍ଵାରା ଲାଗୁ ହୋଇଥିବା ନିୟମ ବିହାର ପୋ-ଲି-ସ ସଂଘ ଏହାକୁ ସମ୍ମାନ ଜଣାଇଛନ୍ତି। ସଂଘ ର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ କୁମାର ସିଂହ କହିଛନ୍ତି ଯେ, ସାଧାରଣ ଲୋକଙ୍କ ହିତ ପାଇଁ ଏବଂ କାନୁନ୍ ର ମଜବୁତ ପାଇଁ ବିହାର ମୁଖ୍ୟାଳୟ ଦ୍ଵାରା ନିଆ ଯାଇଥିବା ପଦକ୍ଷେପ ସମ୍ମାନ ଯୋଗ୍ୟ। ସେ କର୍ମଚାରୀ ମାନଙ୍କୁ ଅନୁରୋଧ କରିଛନ୍ତି ଯେ କାର୍ଯ୍ୟରତ ଥିବା ସମୟରେ ମୋବାଇଲ ବା ଅନ୍ୟ ବିଦ୍ୟୁତ୍ ଉପକରଣ ବ୍ୟବହାର ନ କରିବା ପାଇଁ ନଚେତ୍ ଅନୁସନହୀନତ ଭଳି କଥା ଶୁଣିବାକୁ ପଡ଼ିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *