କୁକୁରଟି କଲା ମଜାଦାର ଡ଼୍ୟାନ୍ସ ଓ ଏହି ଡ଼୍ୟାନ୍ସର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ,ଦେଖନ୍ତୁ ଭିଡିଓ

କିଛି ଏମିତି ଲୋକ ଥାଆନ୍ତି ଯିଏ କି କୁକୁର ଙ୍କୁ ଅଧିକ ପସନ୍ଦ କରିଥାନ୍ତି ଏବଂ କୁରୁର ମାନଙ୍କୁ ଏହି ଭଳି ଭଲ ପାଇବା ଦେଇଥାନ୍ତି ଯେମିତି କି ସେ କୋଉ ପଶୁ ନୁହେଁ ମନୁଷ୍ୟ ଅଟେ। କାରଣ ତାହାର ଚାଲାକ୍ ଏବଂ ଚତୁରତା ରୁ ଏହି ଭଳି ମନେ ହୁଏ। ଏହି କୁକୁରକୁ ଦେଖିଲା ପରେ ଆପଣଙ୍କୁ ବି କିଛି ଏହି ଭଳି ଲାଗିବ। ସେ ଯେଉଁ ଭଳି ଅଣ୍ଟା ହଲାଇ ନଚୁଥିଲା ତାହା ଆଗରେ ବଡ଼ ବଡ଼ ନୃତ୍ୟକାର ମଧ୍ୟ ହାର ମାନି ଯିବେ।

ସୋସିଆଲ ମିଡିଆରେ ପଶୁ ମାନଙ୍କର ବହୁତ୍ ଭିଡିଓ ଭାଇରାଲ୍ ହେଇଥାଏ। ସେଥି ମଧ୍ୟରୁ କିଛି ଭିଡିଓ ଏତେ ଚମତ୍କାର ହୋଇଥାଏ ଯେ ଯାହା କୁ ଦେଖିବାକୁ ବାରମ୍ବାର ବାରମ୍ବାର ମନ କରିଥାଏ। ଏହି ଭିଡିଓ ସାଥିରେ ମଧ୍ୟ ସେମିତି କିଛି ହୋଇଥିଲା। ଏହି ଭିଡିଓ ରେ କୁକୁର ଟିଏ ଚମତ୍କାର ଭାବରେ ଅଣ୍ଟା ହଲେଇବାର ଦେଖିବାକୁ ମିଳିଛି। କୁକୁର କୁ ଦେଖିଲେ ଲାଗୁଥିଲା ଯେ କୁକୁର ଟି ବହୁତ ଖୁସି ଥିବାର ଏବଂ ସେ ନାଚି ନାଚି ତାର ଖୁସି କୁ ପ୍ରତିପାଦନ କରୁଥିଲା। ତେବେ ପ୍ରଥମେ ଆପଣ ଏହି ମଜାଦାର ଭିଡିଓ ଦେଖନ୍ତୁ।

ସୋସିଆଲ ମିଡ଼ିଆ ରେ ସବୁ ଆଡେ ପ୍ରଘଟ ହେବାରେ ଦେଖିବାକୁ ମିଳିଛି ଏହି ଭିଡିଓ:-

ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମ ରେ ଏହି ଭିଡିଓ କୁ ସମସ୍ତେ ସେୟାର କରିବାର ଦେଖିବାକୁ ମିଳିଛି। ଟୁଇଟର ରେ ଏହି ଭିଡିଓ କୁ “Holycow” ସେୟାର କରିଥିଲେ। ଲୋକମାନେ ମଧ୍ୟ ଏହି ଭିଡିଓ କୁ ବହୁତ୍ ପସନ୍ଦ କରିଥିଲେ। ଖବର ଲେଖିବା ପର୍ଯ୍ୟନ୍ତ ଏହି ଭିଡିଓ କୁ ପାଖାପାଖି ଛଅ ହଜାର ଲୋକ ଦେଖି ସାରିଥିଲେ ଏବଂ ଏହି ମଜାଦାର ଭିଡିଓ ଉପରେ ୟୁଜର ମାନେ ନିଜର ପ୍ରତିକ୍ରିୟା ଦେଉଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *