ଛୋଟ ଭାଇର ମଜାକୁ ଦେଖି ବଡ ଭାଇ ମାରିଲେ ଚ-ଟ-କ-ଣା, ପୁଣି ହେଲା କିଛି ଏମିତି, ଲୋକଙ୍କୁ ତାଙ୍କର ପିଲାବେଳର କଥା ମନେ ପଡିଗଲା,ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରାୟତଃ କ୍ୟୁଟ ପିଲାଙ୍କ ଯୋଡିର ଭିଡିଓ ଭାଇରାଲ ହୋଇଥାଏ। ଯାହାକୁ ୟୁଜର୍ସମାନେ ବହୁତ ପସନ୍ଦ କରନ୍ତି। ଏହି ଭିଡିଓକୁ ଦେଖି ଅନେକ ଥର ହସ ଆସିଯାଏ ତୋ ଅନେକ ଥର ଏହି ଭିଡିଓକୁ ଦେଖିବା ପରେ ଲୋକଙ୍କର ପିଲାବେଳର ସମୟ ମନେ ପଡିଯାଏ। ବର୍ତ୍ତମାନ ସମୟରେ ଏକ ଏମିତି ଭିଡିଓ ସୋସିଆଲ ମିଡିଆରେ ତୀବ୍ର ଭାବରେ ଭାଇରାଲ ହେଉଅଛି।

ପ୍ରାୟତଃ ପିଲାବେଳେ ନିଜର ଭାଇ-ଭଉଣୀଙ୍କ ସହିତ ଝଗଡା ହୁଏ। ଛୋଟ ପିଲାଙ୍କର ଲ-ଢେ-ଇ-କୁ ବହୁତ ସୁନ୍ଦର ମନାଯାଏ। ଏମିତି ଏକ ଭିଡିଓ ବର୍ତ୍ତମାନ ସମୟରେ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁଥିରେ ଦୁଇ ଭାଇଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରି ଦେଖା ଯାଉଛି।

ଏହି ଭିଡିଓକୁ ଦେଖନ୍ତୁ:-

ଭିଡିଓରେ ଆପଣ ଦେଖିପାରିବେକି ଖେଳ ଖେଳରେ ବଡ ଭାଇ ନିଜର ସାନ ଭାଇକୁ ପି-ଟି-ଦି-ଏ। ଯାହାପରେ ସାନ ଭାଇ ରାଗିଯାଇ କନ୍ଦିବା ଆରମ୍ଭ କରିଦିଏ। ଛୋଟ ଭାଇର କାନ୍ଦ ଦେଖି ବଡ ଭାଇ ତାଙ୍କୁ ବହୁତ ସେନ୍ହରେ କୁଣ୍ଢାଇଦିଏ। ବଡ ଭାଇର ଏହି ଭଲ ପାଇବା ଦେଖି ଛୋଟ ଭାଇ ମଧ୍ୟ ସବୁକିଛି ଭୁଲି ହସିବାକୁ ଲାଗେ।

ସୋସିଆଲ ମିଡିଆରେ ଏହି ଭିଡିଓକୁ ଲୋକମାନେ ପସନ୍ଦ କରୁଛନ୍ତି। ଏହି କାରଣରୁ କିଛି ୟୁଜର ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର କହିଲେକି ଏହି ଦୃଶ୍ୟ ବହୁତ ବଢିଆ, ଯାହାକୁ ଦେଖି ମୁଁ ଭଲ ପାଇଗଲି। ଅନ୍ୟ ଜଣେ ୟୁଜର ଲେଖିଲେକି ଏହ ସବୁଠାରୁ ଭଲ କଥା ହେଉଛିକି ଯାହା ମୁଁ ଏହିବର୍ଷ ଦେଖିଲି, ତାହା ଅଦ୍ଭୁତ! ଏହା ବ୍ଯତୀତ ଅନେକ ୟୁଜର୍ସ ଏହି ଭିଡିଓରେ ଅଲଗା ଅଲଗା ଅନ୍ଦାଜରେ ପ୍ରତିକ୍ରିୟା ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *