ଏକାଦଶ ଶ୍ରେଣୀର ଛାତ୍ରଙ୍କ ସହିତ ଫେ-ରା-ର ହୋଇଗଲେ ମହିଳା ଶିକ୍ଷୟିତ୍ରୀ,ଘରେ କରୁଥିଲେ ୪ ଘଣ୍ଟା ଟ୍ୟୁସନ,ଜାଣନ୍ତୁ ପୁରା ଘଟଣା

ହରିଆନାର ପାନିପତ୍ ଠାରେ ଗୁରୁ ଓ ଶିଷ୍ୟ ର ସମ୍ପର୍କକୁ ଦାଗ ଲଗାଇ ଦିଆଯାଇଛି । ସୂଚନା ଆସୁଛି କି, ଜଣେ ଘରୋଇ ଶିକ୍ଷୟିତ୍ରୀ ଏକ 17 ବର୍ଷର ଛାତ୍ରକୁ ନେଇ ଫେ-ରା-ର ହୋଇଯାଇଛନ୍ତି । ପାନିପତ୍ ର ଦେଶରାଜ ଠାରେ ଏକ ଘରୋଇ ସ୍କୁଲ ରେ ପଢ଼ାଉଥିବା ଶିକ୍ଷୟିତ୍ରୀ ଛାଡ଼ପତ୍ର ପାଇ ନିଜ ବାପ ଘରେ ରହୁଥିଲେ ।

ଟିଚର ଙ୍କ ସହିତ ଫେ-ରା-ର ହେଲା 17 ବର୍ଷର ଛାତ୍ର :-

ଛାତ୍ର ଙ୍କ ପିତା ଜିଲ୍ଲା ପୋଲିସ ଥାନାରେ ଦିଆଯାଇଥିବା ରିପୋର୍ଟରେ କହିଥିଲେ, ତାଙ୍କର ପୁଅ ପ୍ରତିଦିନ ଭଳି ମେ 29 ତାରିଖରେ ଦିନ ୨ ଘଟିକା ସମୟରେ ଟ୍ୟୁସନ ପଢିବାକୁ ଯାଇଥିଲା କିନ୍ତୁ ଏହାପରେ ଫେରିନଥିଲା । ଟିଚର ଙ୍କ ଘରଲୋକେ ତ ଏହାଉପରେ କିଛି କହିନଥିଲେ କିନ୍ତୁ ପରେ ଶିକ୍ଷୟିତ୍ରୀଙ୍କ ବାପା ଝିଅ ଗାୟବ ହୋଇଥିବାର ସୂଚନା ଦେଇଥିଲେ ।

ମହିଳା ଶିକ୍ଷୟିତ୍ରୀଙ୍କ ଘରକୁ ଟ୍ୟୁସନ ପଢିବାକୁ ଯାଇଥିଲେ ଛାତ୍ର :- 

ପୋଲିସ ଆ-ରୋ-ପୀ ଟିଚରଙ୍କ ବିପକ୍ଷରେ ଅ-ପ-ହ-ର-ଣ ର ମାମଲା ଦର୍ଜ କରିଥିଲେ । ପୋଲିସ ଛାତ୍ର ଓ ମହିଳା ଶିକ୍ଷୟିତ୍ରୀଙ୍କର ଯାଞ୍ଚ କରୁଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିନାହିଁ । ଗାୟବ ହେବାପରେ ଉଭୟଙ୍କ ମୋବାଇଲ ଫୋନ ସ୍ୱିଚ ଅଫ ଥିଲା । ଛାତ୍ର ଙ୍କ ପିତା କହିଥିଲେ କି, ତାଙ୍କ ପୁଅ ଏକାଦଶ ଶ୍ରେଣୀର ଛାତ୍ର ଅଟେ ଓ ଆ-ରୋ-ପୀ ତାଙ୍କର କ୍ଳାସ ଟିଚର ଥିଲେ ।

ପୁଅର ପରିଜନ ପୋ-ଲି-ସ-ରେ ଦାରଜ କଲେ ନିଜର ଅ-ଭି-ଯୋ-ଗ :-

ନାବାଳକ ଛାତ୍ର ବିଗତ ଦୁଇବର୍ଷ ହେବ ଟିଚରଙ୍କ ଘରକୁ ଟ୍ୟୁସନ ପଢ଼ାଇବାକୁ ଯାଉଥିଲା । ଲକଡାଉନରେ ବିଦ୍ୟାଳୟ ବନ୍ଦ ହେବାପରେ ଛାତ୍ର ଜଣକ ଚାରି ଘଣ୍ଟା ପର୍ଯ୍ୟନ୍ତ ଟ୍ୟୁସନ ଯାଉଥିଲା । ଉଭୟ ମେ 29 ତାରିଖରେ ଗାୟବ ହୋଇଯାଇଥିଲେ । ସେ ଘରୁ ବାହାରି ଯିବା ସମୟରେ କୌଣସି ଜିନିଷ ନେଇ ଯାଇନଥିଲେ । ଦାମୀ ଜିନିଷ ଆକାରରେ ଟିଚରଙ୍କ ହାତରେ ଏକ ସୁନା ମୁଦି ଥିଲା ।

Demo Image

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *