ଭାଇରାଲ : ନିଶାରେ ଟଳମଳ ହୋଇ ବିବାହ କରିବାକୁ ପହଞ୍ଚିଲା ବର!ବରଣମାଳା ବିନିମୟ ସମୟରେ ଯାହା କଲା ଦେଖିକି ହସି ହସି ଗଡିଯିବେ

ବହୁତ ପୁରୁଣା କଥା ରହିଛି ଯେ ଅତି ସଦାବେଳେ ତ୍ୟାଗ କରିବା ଉଚିତ୍|କାରଣ କୈାଣସି ଜିନିଷ ଅଧିକ ହେଲେ ଖରାପ|ଭିଡିଓ ଦେଖିବା ପରେ ଆପଣଙ୍କୁ ଲାଗିବ|କାରଣ ଜଣେ ବ୍ୟକ୍ତି ନିଜର ବିବାହରେ ଆବଶ୍ୟକ ଠାରୁ ଅଧିକ ମ-ଦ୍ୟ-ପା-ନ କରିଥିଲେ|ଏହାର ପରିଣାମ ସ୍ବରୂପ ଯାହା ହେଲା ଆପଣଙ୍କ ହୋସ ଉଡିଯିବ|ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି ଓ ଲୋକମାନେ ଜମେଇକି ମଜା ନେଉଛନ୍ତି|

ବିବାହ ଦିନ ଯୁଵକ ଯୁବତୀ ପାଇଁ ବହୁତ ଖାସ ହୋଇଥାଏ|ଏହାକୁ ସ୍ମରଣୀୟ ରଖିବାକୁ ଲୋକମାନେ କ’ଣ କ’ଣ ନକରନ୍ତି!କିନ୍ତୁ ଏହି ବ୍ୟକ୍ତି ସୀମା ଟପିଗଲା|ପ୍ରକୃତରେ ବରକୁ ଦେଖିକି ଏମିତି ଲାଗୁଥିଲା ଯେ ସେ ନିଶାରେ ଅତ୍ୟନ୍ତ ଗ୍ରସ୍ତ|ବରଣମାଳା ସମୟରେ ସେ ମାଳା କନ୍ୟାକୁ ନୁହେଁ ଆଉ କାହାକୁ ପିନ୍ଧାଉଥିଲା|ଏତିକି ନୁହେଁ ଯେତେବେଳେ କନ୍ୟାକୁ ବର ମାଳ ପିନ୍ଧାଏ ତ ସେତେବେଳେ ତଳେ ପଡିଯାଏ|

ଭିଡିଓ ଦେଖିକି ନିଶ୍ଚୟ ମଜା ଆସିଥିବ|ଏହାକୁ ନିଶ୍ଚୟ ପସନ୍ଦ ଆସିଥିବ|ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହି ଭିଡିଓକୁ “ଓଫିସିଆଲ ନିରଞ୍ଜନମ” ଏକାଉଣ୍ଟରେ ସେୟାର କରାଯାଇଛି|ଯିଏ ଏହି ଭିଡିଓକୁ ଦେଖିଛି ଆଶ୍ଚର୍ଯ୍ୟ ହେବା ସହ ମଜା ମଧ୍ୟ ନେଇଛି|ଏବେ ଏହି ଭିଡିଓ ଭାଇରାଲ ହେଉଛି ଓ ଲୋକମାନେ ଜମେଇକି ମଜା ନେଉଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *