୧ ଟଙ୍କିଆ କଏନ ବଦଳରେ ଆପଣଙ୍କୁ ମିଳିବ ୨ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

କଣ ଆପଣ କେବେ ଭାବିଛନ୍ତି କି, କୌଣସି ଦୋକାନୀ ଓ ବ୍ୟକ୍ତିକୁ ଟଙ୍କା ଦେବା ସମୟରେ ଏହି ଟଙ୍କାର ମୂଲ୍ୟ କେତେ ହେବ ? ଆପଣ କହିବେ ଜାହିର ଅଟେ, ୧ ଟଙ୍କାର ମୂଲ୍ୟ ୧ ଟଙ୍କା ଓ ୧୦ ଟଙ୍କିଆ ନୋଟର ମୂଲ୍ୟ ୧୦ ଟଙ୍କା ହିଁ ହେବ । ବର୍ତ୍ତମାନ ସମୟରେ ଆପଣ ଏମିତି କହିପାରନ୍ତି କିନ୍ତୁ ୧ ଟଙ୍କିଆ ଓ ୧୦ ଟଙ୍କିଆ କଏନ କିମ୍ବା ନୋଟର ମୂଲ୍ୟ ଆପଣ 100 ବର୍ଷ ପରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଆଜ୍ଞା ହଁ, ଏହା ସତ ଅଟେ। କଏନ କିମ୍ବା ନୋଟ ଯେତେ ପୁରୁଣା ହୋଇଥାଏ ତାହାର ମୂଲ୍ୟ ବଢ଼ିବାରେ ଲାଗିଥାଏ । ଏହି ପୁରୁଣା ନୋଟ ଓ କଏନର କଲେକ୍ସନ ଦ୍ଵାରା ଆପଣଙ୍କୁ ଏକ ମୋଟା ମୂଲ୍ୟ ମିଳିଥାଏ । ଆଜିର ସମୟରେ କିଛି ଏହିପରି ନୋଟ ଓ କଏନ ରହିଛି ଯାହାର ମୂଲ୍ୟ କେତେ ଲକ୍ଷ୍ୟ ଟଙ୍କା ହୋଇଥାଏ ।

ଏମିତି ହିଁ ଏକ କଏନ 1862 ମସିହାର ଅଟେ । ଭାରତର ସ୍ବାଧୀନତା ପୂର୍ବରୁ ରାଣୀ ଭିକ୍ଟୋରିଆଙ୍କ ଏହି ୧ ଟଙ୍କିଆ ସିଲଭର କଏନର ମୂଲ୍ୟ ଆଜି ୨ ଲକ୍ଷ ଟଙ୍କା ଅଟେ । ଏହାସହ 1918 ମସିହାର ଏକ ଟଙ୍କିଆ ମୁଦ୍ରା ଯେଉଁଥିରେ ଜର୍ଜ ବି କିଙ୍ଗ ଏମ୍ପରର ଥାଆନ୍ତି ତାହାର ମୂଲ୍ୟ ୯ ଲକ୍ଷ ଟଙ୍କା ଅଟେ ।

ଇ-କମର୍ସ ସାଇଟ Quikr ରେ ଏହି କଏନ ବିକ୍ରି ହେଉଛି । ଏହାର ଭାଲ୍ୟୁ ସେଲର ଓ ବାୟର ଉପରେ ନିର୍ଭର କରିଥାଏ କିନ୍ତୁ କହିବାରେ ଭୁଲ ହେବନାହିଁ ଯେ, ଏହାର ଭାଲ୍ୟୁ ଲକ୍ଷ ଲକ୍ଷ ଟଙ୍କାରୁ କମ । ଯଦି ଆପଣଙ୍କ ପାଖରେ ଏହିପରି 10 ରୁ 15ଟି କଏନ ଥାଏ ତାହେଲେ ଆପଣ କିଛି ସମୟ ଭିତରେ କୋଟିପତି ହୋଇଯିବେ ।

ସାଧାରଣତଃ ଆପଣ ଦେଖିଥିବେ ଲୋକମାନେ ପୁରୁଣା ଜିନିଷକୁ ୱେବସାଇଟ ଜରିଆରେ ବିକ୍ରି କରି କୋଟିପତି ହୋଇଯାଇଥାନ୍ତି । ଯେତେବେଳେ କୌଣସି ଜିନିଷ ପୁରୁଣା ହୋଇଥାଏ ସେତେବେଳେ ତାହା ଆଣ୍ଟିକ ଶ୍ରେଣୀ କୁ ଚାଲି ଆସିଥାଏ ଓ ଏହାର ଦର ବହୁତ ଡିମାଣ୍ଡ ହୋଇଥାଏ ।

ବିଗତ କିଛିବର୍ଷରେ ଭାରତରେ କିଛି ମୁଦ୍ରାର ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଥିଲା ଓ ଏହା କ୍ଵଚିତ ହେବାପରେ ଏହାର ଦର ବଢ଼ିବାରେ ଲାଗିଲା । ଯେମିତିକି ମହାରାଣୀ ଭିକ୍ଟୋରିଆ କଏନର ଦର ମଧ୍ୟ ବହୁତ ଅଧିକ ରହିଥାଏ । ଖାଆସ କରି ଲୋକମାନେ ଅକ୍ଷୟ ତୃତୀୟା ଓ ଦୀପାବଳୀ ମୁହୂର୍ତ୍ତରେ ଏହାକୁ କିଣିବାକୁ ପସନ୍ଦ କରିଥାନ୍ତି ।

ଇ କମର୍ସ ୱେବସାଇଟ Quikr ରେ ମହାରାଣୀ ଭିକ୍ଟୋରିଆଙ୍କ ଏହି 1862 ମସିହାର କଏନ 1.5 ଲକ୍ଷ ଟଙ୍କାରେ ବିକ୍ରି ହେଉଛି । ଏହା ଏକ ଦୁର୍ଲଭ କଏନ ହୋଇଥିବାରୁ ଆପଣ ଏଥିରୁ 1.5 ଟଙ୍କା ରୋଜଗାର କରିପାରିବେ ।

ଏହିପରି ରେଜିଷ୍ଟ୍ରେସନ କରିପାରିବେ :-

ଯଦ ଆପଣଙ୍କ ପାଖରେ ଏହି କଏନ ରୁ ଗୋଟିଏ ବି ରହିଛି ଓ ଆପଣ ବିକ୍ରି କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ବିକ୍ରେତା ଭାବରେ ଅନଲାଇନ ପ୍ଲାଟଫର୍ମରେ ରେଜିଷ୍ଟର ହୋଇସାରି ଏହାକୁ ବିକ୍ରି କରିପାରିବେ । ଯଦି ଆପଣ ଭାଗ୍ୟଶାଳୀ ହୁଅନ୍ତି ତାହେଲେ କିଣିବା ବାଲା ଆପଣଙ୍କ ପାଖକୁ ଆସି ଏହା କିଣିବ ।

ସେହିପରି କିଛି ୱେବସାଇଟରେ ୧୦ ଟଙ୍କାର ଦୁର୍ଲଭ ନୋଟ ରହିଛି ଯାହାର ଡିମାଣ୍ଡ ବହୁତ ଅଟେ । ଆପଣ ଗୋଟିଏ ୧୦ ଟଙ୍କିଆ ନୋଟ ବଦଳରେ 45 ହଜାର ଟଙ୍କା ପାଇପାରିବେ । ଭାରତରେ ଏମିତି କିଛି ଲୋକମାନେ ଅଛନ୍ତି ଯିଏକି ଲକି ନମ୍ବର୍ ଵାଲା କଏନ କିମ୍ବା ନୋଟ କିଣିବାକୁ ବହୁତ ମନ ବଳାଇଥାନ୍ତି । 1943 ମସିହାର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ଦେଶମୁଖଙ୍କ ସାଇନ ଵାଲା ୧୦ ଟଙ୍କିଆ ନୋଟ ଆପଣଙ୍କୁ 45 ହଜାର ଟଙ୍କା ଦେବ ।

ଏମିତି କିଛି ଲୋକ ରହିଛନ୍ତି ଯିଏକି କଏନରେ 786 ନମ୍ବର୍ ଖୋଜୁଛନ୍ତି । ସେମାନଙ୍କ ମାନିବା ହେଲା ଏହି ନମ୍ବର୍ ବହୁତ ଶୁଭ ହୋଇଥାଏ ଓ ସେ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ମଧ୍ୟ ପ୍ରସ୍ତୁତ ଥାଆନ୍ତି ।

ପୁରୁଣା ୨ ଟଙ୍କିଆ ନୋଟର ଡିମାଣ୍ଡ ମଧ୍ୟ ବହୁତ ଅଧିକ ରହିଛି । ଖାଆସ କରି ଗୋଲାପୀ ରଙ୍ଗର ୨ ଟଙ୍କିଆ ନୋଟ ଲୋକମାନେ ବହୁତ ଖୋଜୁଛନ୍ତି । ଏହିପରି କଏନ କିଣିବାକୁ ଲୋକେ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତୁତ ଥିବାବେଳେ କଏନ ବଜାର, EBay ଭଳି ସାଇଟ କୁ ଯାଇ ଆପଣ ଏହାକୁ କିଣି ଓ ବିକି ମଧ୍ୟ ପାରିବେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *