ପ୍ରକୃତ ଶ୍ରଦ୍ଧାଞ୍ଜଳି : ପୁଲୱାମା ଆ-କ୍ର-ମ-ଣ-ରେ ସହୀଦ ହୋଇଥିବା ବିଭୂତି ଶଙ୍କରଙ୍କ ପତ୍ନୀ ନୀତିକା ଯୋଗଦେଲେ ଦେଲେ ଆର୍ମିରେ

ପୁଲୱାମା ଆ-କ୍ର-ମ-ଣ-ରେ ସହୀଦ ହୋଇଥିବା ମେଜର ବିଭୂତି ଶଙ୍କର ଙ୍କ ପତ୍ନୀ ନୀତିକା ଆର୍ମି ଜଏନ କରିଛନ୍ତି । ଶନିବାର ଦିନ ସେ ଭାରତୀୟ ସେନାରେ ସାମିଲ ହୋଇସାରିଛନ୍ତି । ଯେମିତି ହିଁ ଏହି ଖବର ଲୋକମାନେ ଜାଣିଲେ ଲୋକମାନେ ସୋସିଆଲ ମିଡିଆରେ ତାଙ୍କର ଚର୍ଚ୍ଚା କରିବା ଆରମ୍ଭ କରିଦେଲେ । ଏତିକି ମଧ୍ୟ ନୁହେଁ କେତେକ ଲୋକେ ତାଙ୍କର ପୁରୁଣା ଫୋଟୋକୁ ଶେୟର କରି ଭାବୁକ ହୋଇଗଲେ ।

ଘଟଣାଟି ହେଉଛି 2019 ମସିହାରେ ପୁଲୱାମା ଠାରେ ସେନା ଓ ଆତଙ୍କି ମାନଙ୍କ ମଧ୍ୟରେ ମତଭେଦ ହୋଇଯାଇଥିଲା । ଏହି ଆ-କ୍ର-ମ-ଣ-ରେ ଦେଶର ପାଞ୍ଚଜଣ ଯବାନ ସହୀଦ ହୋଇଯାଇଥିଲେ । ଏମାନଙ୍କ ମଧ୍ୟରେ ମେଜର ବିଭୂତି ଭୂଷଣ ଡୋଣ୍ଡିୟଲ ମଧ୍ୟ ସାମିଲ ଥିଲେ । କୁହାଯାଉଛି କି, ଆ-କ୍ର-ମ-ଣ-ର 9 ମାସ ପୂର୍ବରୁ ନୀତିକା ଓ ବିଭୂତିଙ୍କ ବିବାହ ହୋଇଥିଲା । ମେଜର ବିଭୂତିଙ୍କୁ ମରଣପରାନ୍ତ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଗଲା । ଯେତେବେଳେ ତାଙ୍କର ପାର୍ଥିବ ଶରୀର ତାଙ୍କ ଜନ୍ମଭୂମି ଠାରେ ପହଞ୍ଚିଥିଲା ସେତେବେଳେ ନୀତିକାଙ୍କ ଫୋଟୋ ମଧ୍ୟ ଶେୟର ହୋଇଥିଲା । ଏବେ ଯେତେବେଳେ ତାଙ୍କ କାନ୍ଧରେ ଷ୍ଟାର ଲାଗିଛି ବର୍ତ୍ତମାନ ତାଙ୍କର ଫୋଟୋ ସୋସିଆଲ ମିଡିଆରେ ଶେୟର ହେଉଛି ଓ ଲୋକମାନେ ଏହାର ପ୍ରଶଂସା କରିବାରେ ଲାଗିଛନ୍ତି । କେତେକ ଲୋକ ଏହାମଧ୍ୟ କହୁଛନ୍ତି କି, ଏହା ତାଙ୍କ ପାଇଁ ଏକ ଭଲ ଶ୍ରଦ୍ଧାଞ୍ଜଳି ଥିଲା ।

ଏଠାରେ ଆପଣଙ୍କୁ କହିବାକୁ ଯାଉଛୁ କି, ନୀତିକା କୌଲ ନିଜ ପତିଙ୍କ ଠାରୁ ପ୍ରେରିତ ହୋଇ ମଲଟିନାଶନାଲ କମ୍ପାନୀରେ ଚାକିରୀ ଛାଡ଼ି ସେନାରେ ସାମିଲ ହୋଇଗଲେ । ସେ ଶର୍ଟ ସର୍ଭିସ କମିଶନ ଆରମ୍ଭ କରିବାପରେ ବିଗତବର୍ଷ ଟ୍ରେନିଂ ଆରମ୍ଭ କରିଥିଲେ । ଯେତେବେଳେ ସେ ସେନାରେ ସାମିଲ ହୋଇଥିଲେ ସେତେବେଳେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ୟୁଜର୍ସ ନିଜ ନିଜ ଅନ୍ଦାଜରେ ତାଙ୍କୁ ବଧାଇ ଦେଉଥିଲେ । ତାଙ୍କ ଫୋଟୋ ଶେୟର ପରେ ଲୋକମାନେ କହୁଛନ୍ତି ଏହା ଦେଶ ପାଇଁ ଏକ ଗର୍ବର ବିଷୟ ଅଟେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *