ସୋସାଇଟି ଗାର୍ଡ ଯୁବକଙ୍କୁ ଛୁ-ରୀ-ରେ ଭୁଷିଦେଲେ, ଲାଇଭ ମ-ର୍ଡ-ର ହେଲା CCTV ରେ କଏଦ

ମୁମ୍ବାଇରେ ହ-ତ୍ୟା-ର ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି | ଯେଉଁଠାରେ ଜଣେ ସୋସାଇଟିର ଗାର୍ଡ ଛୁ-ରୀ ଭୁସି ଜଣେ ଯୁବକଙ୍କୁ ହ-ତ୍ୟା କରିଦେଲେ | ମୃ-ତ ଯୁବକ ସେହି ସୋସାଇଟିରେ ହିଁ ରହୁଥିଲେ | ଏହି ପୁରା ଘଟଣା ସୋସାଇଟିରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା | ବର୍ତ୍ତମାନ ପୋ-ଲି-ସ ଏହି ପୁରା ମାମଲାକୁ ଯାଞ୍ଚ କରୁଛି |

ଏହି ମାମଲା ମୁମ୍ବାଇର ମୀରା ରୋଡ଼ ଅଂଚଳର ଅଟେ | ଯେଉଁଠାରେ ଏକ ସୋସାଇଟିରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି | ସେଠାରେ ରହୁଥିବା ୧୯ ବର୍ଷୀୟ କିଶୋରଙ୍କ ଜୀବନ ଆଉ କେହି ନୁହେଁ, ବରଂ ସୋସାଇଟିର ଦୁଇଜଣ ସୁରକ୍ଷା ଗାର୍ଡ ହିଁ ନେଇ ନେଇଯାଇଛନ୍ତି | ଜଣେ ଗାର୍ଡ ଛୁ-ରୀ-ରେ ଭୁସି ଯୁବକଙ୍କର ହ-ତ୍ୟା କରିଦେଲେ |

ସୂଚନାନୁଯାୟୀ ସୋସାଇଟିର ଦୁଇଜଣ ଗାର୍ଡଙ୍କ ସହିତ ପ୍ରଥମେ ସେହି ଯୁବକଙ୍କର ଝ-ଗ-ଡା ହେଲା | ଏହାପରେ ସେମାନଙ୍କ ମଧ୍ୟରୁ ଜଣେ ଛୁ-ରୀ ବାହାରକରି ଯୁବକଙ୍କ ଉପରେ ମାରିଚାଲିଲା ଏବଂ ତାକୁ ଲହୁଲୁହାଣ କରିଦେଲା | ଏହି ପୁରା ଘଟଣା ସୋସାଇଟିର ବିଲଡିଂରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଛି |

ଯେଉଁଥିରେ ଯୁବକଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଳାଇ ଯାଉଥିବାର ଦେଖାଯାଉଛନ୍ତି | ଏହା ପୂର୍ବରୁ ଯୁବକଙ୍କୁ ହଳଦିଆ ଟିସର୍ଟରେ ଗାର୍ଡଙ୍କ ପାଖକୁ ଯାଉଥିବାର ମଧ୍ୟ ଦେଖାଯାଇପାରେ | ମୃ-ତ ଯୁବକଙ୍କ ପରିଚୟ ୧୯ ବର୍ଷୀୟ ଅଭିଷେକ ସିଂହ ବୋଲି ଜଣାପଡିଛି | ସେ ସେହି ସୋସାଇଟିରେ ରହୁଥିଲେ |

କାଶୀମୀରା ପୋଲିସ ଅନୁଯାୟୀ, ଏହି ଘଟଣା ସୃଷ୍ଟି କମ୍ପ୍ଲେକ୍ସ ସୋସାଇଟି ପରିସର, ଫେଜ ୧, ମୀରା ରୋଡ଼ର ଅଟେ | କାଶୀମୀରା ଥାନା ପୋ-ଲି-ସ ଏହି ମାମଲାରେ ପ୍ରାଥମିକ ପଞ୍ଜିକରଣ କରିଛି | ତେବେ ଘଟଣା ପରଠାରୁ ସେହି ଦୁଇଜଣ ଗାର୍ଡ ଫେରାର ଅଛନ୍ତି | ପୋଲିସ ସେମାନଙ୍କୁ ଖୋଜିଚାଲିଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *