ଆମେରିକାର ରେଷ୍ଟୁରାଣ୍ଟରେ ଦେଖିବାକୁ ମିଳୁଛି ଅଦ୍ଭୁତ ନିୟମ, ଏଠାରେ ମାସ୍କ ଲଗାଇବା ସଦସ୍ୟଙ୍କୁ ଦେବାକୁ ପଡୁଛି ଫାଇନ

ମହାମାରୀ କରୋନା ଠରୁ ରକ୍ଷା ପାଇବା ପାଇଁ ସାରା ଦୁନିଆ ମାସ୍କ କୁ ଜରୁରୀ ବୋଲି ମନେ କରୁଥାଏ। କିନ୍ତୁ ମାସ୍କ କୁ ନେଇକି ଆମେରିକାର ଗୋଟେ ରେଷ୍ଟୁରାଣ୍ଟ ର ମାଲିକ ଅଜବ ପ୍ରକାରର ନିୟମ ବନାଇଛନ୍ତି। ରେଷ୍ଟୁରାଣ୍ଟ କୁ ମାସ୍କ ଲଗେଇକି ଆସୁଥିବା ଗ୍ରାହକ ମାନଙ୍କୁ ଅତିରିକ୍ତ 5 ଡଲାର ( ପାଖା ପାଖି 320 ଟଙ୍କା ) ଦେବାକୁ ପଡ଼ୁଛି। ଏହି ନିୟମ କୁ ନେଇକି ରେଷ୍ଟୁରାଣ୍ଟ ର ମାଲିକ କହିଛନ୍ତି ଯେ, ଲାକଡାଉନ ପାଇଁ ସାମୁହିକ ରୂପରେ କ୍ଷତି ଘଟିଛି ଏବଂ ତାହାର ଭରଣ ପୋଷଣ ପାଇଁ ଗ୍ରାହକ ମାନଙ୍କୁ ଭରିବାକୁ ପଡ଼ୁଛି।

ବାସ୍ତବରେ, କର୍ଲିଫାନିଆର ମାଏଣ୍ଡୋକିନୋ ର ଫିଡଲାହେଡ୍ କେଫ୍ ର ମାଲିକ କ୍ରିସ୍ କୋସଲମୋନ ଙ୍କ କହିବା କଥା ଏହିକି ଯେ, ଲୋକ ସମାଜ ର ଭଲ ପାଇଁ ହିଁ ମାସ୍କ ପିନ୍ଧୁଛନ୍ତି। ଏହିଭଳି ଲୋକଙ୍କୁ 5 ଡଲାର ର ଅତିରିକ୍ତ ଚାର୍ଜ ଦେବାପାଇଁ କୋୖଣସି ହଇରାଣ ହେବେନାହିଁ । ଏହି ଏକ୍ସଟ୍ରା ଚାର୍ଜ ରୁ ଏକାଠି ହୋଇଥିବା ପଇସା ଚାରିଟିକୁ ଦିଆ ଯାଇଥାଏ।

କୋସଲମୋନ କହିଛନ୍ତି କି, ମୋତେ ଲାଗେ ନାହିଁ କି, ସମାଜ ର ଭଲ ଚାହୁଁଥିବା ଲୋକ ମାନଙ୍କ ଠାରୁ 5 ଡଲାର ନେବା କିଛି ବଡ଼ କଥା ନୁହେଁ।

ଘାତକ କରୋନ ଭାଇରସ ର ସଂକ୍ରମଣ କୁ ବ୍ୟାପିବାରୁ ରୋକିବା ପାଇଁ ଲଗା ଯାଇଥିବା ଲକଡାଉନ ରେ ରେଷ୍ଟୁରାଣ୍ଟ ବ୍ୟାପାର ବହୁତ ପ୍ରଭାବିତ ହୋଇଛି। ଏହାର ପ୍ରଭାବ କୋସଲମୋନ ଙ୍କ ଉପରେ ପଡ଼ିଛି। ଲକଡାଉନ ରେ ହୋଇଥିବା କ୍ଷତି ର ଭରଣ ପାଇଁ ଏହି ଭଳି ପଦକ୍ଷେପ ନିଆଯାଇଛି ।

ମାସ୍କ୍ ପିନ୍ଧିଥିବା ଲୋକମାନଙ୍କ ପକ୍ଷରେ କୋସଲମୋନ ବ୍ୟକ୍ତି ଗତ ଭାବେ ସେମାନଙ୍କ ସପକ୍ଷରେ ନାହାନ୍ତି। ତାଙ୍କ କହିବା କଥା ଏହିକି ଯେ, ଅଧିକାଂଶ ଗ୍ରାହକ ତାଙ୍କ ଭଳି ଭାବୁଥାନ୍ତି। କୋସଲମୋନ କୁହନ୍ତି କି ଯେ, ମୁଁ ତାଙ୍କ ପସନ୍ଦର ନିର୍ଣ୍ଣୟ ନେବାକୁ ସ୍ୱତନ୍ତ୍ରତା ଦେଇଥାଏ । ଏତିକିହିଁ ନୁହେଁ କୋସଲମୋନ ମାସ୍କ୍ ପିନ୍ଧିବାକୁ ଅନିର୍ବାଯ୍ୟ କରିବା ସରକାର ଙ୍କୁ ଅପ୍ରଭାବୀ ଉପୟାର ସାମିଲ ମାନନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *