କଳାକାରଙ୍କ କଲକାରୀ ଭିଡ଼ିଓ ଦେଖି ଲୋକେ ହୋଇଗଲେ ଆଶ୍ଚର୍ଯ୍ୟ,ଫୁଲ ଉପରେ ମହିଳା ବସିଛନ୍ତି ନା ପ୍ରଜାପତି ? ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡିଆରେ ଗୋଟିକ ପରେ ଗୋଟିଏ ଭିଡ଼ିଓ ଭାଇରାଲ ହେଉଛି । କେତେଥର କଳାକାର ଏମିତି ଭିଡ଼ିଓ ଦେଖାଇଥାନ୍ତି ଯେ, ଆମ ଆଖିକୁ ମଧ୍ୟ ଏହା ବିଶ୍ୱାସ ହୁଏନାହିଁ । ଏହିଦିନରେ ଏମିତି ହିଁ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ସାମ୍ନାକୁ ଆସିଛି । ଏହି ଭିଡ଼ିଓରେ କମାଲ କଳାକାରୀ ଭିଡ଼ିଓ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏବେଏବେ ସୋସିଆଲ ମିଡିଆରେ ଏହିପରି ଏକ ଭିଡ଼ିଓ ଭାଇରାଲ ହୋଇ ସାମ୍ନାକୁ ଆସିଛି । ଏଥିରେ ଆପଣ ଜାଣି ପାରିବେନାହିଁ କି, ଫୁଲ ଉପରେ ପକ୍ଷୀ ବସିଛି ନା ମହିଳା ।

ଏହି ଭିଡ଼ିଓକୁ ରେକ୍ସ ଚାପମାନ ନାମକ ଆକାଉଣ୍ଟ ଟ୍ୱିଟରରେ ଶେୟର କରିଛନ୍ତି । ଏହାସହ କ୍ୟାପ୍ସନରେ ଲେଖିଛନ୍ତି, ମାଇଣ୍ଡ ବ୍ଲୋଇଁ ଆର୍ଟ । ଏହି 15 ସେକେଣ୍ଡର ଭିଡ଼ିଓରେ ଆପଣ ଦେଖିପାରିବେ କି, ଏକ ସୂର୍ଯ୍ୟମୂଖୀ ଫୁଲ ରହିଛି ଯେଉଁଥିରେ ଜଣେ ମହିଳା ଏହିପରି ବସିଯାଉଛନ୍ତି କି, ଯେପରି ଫୁଲରେ ଏକ ପ୍ରଜାପତି ବସିଲା ପରି ମନେ ହେଉଛି । ମହିଳାଙ୍କ ଦେହରେ ଏହିପରି ରଙ୍ଗ ହୋଇଛି ଯାହାକୁ ଦେଖିଲାପରେ ଆପଣଙ୍କ ଆଖି ମଧ୍ୟ ଧୋକା ଖାଇଯିବ ।

ଏଠାରେ ଦେଖନ୍ତୁ ଭିଡ଼ିଓ :-

ଏହି ଭିଡ଼ିଓର ବାସ୍ତବିକତା ଏହା ହେଉଛି କି, ଏହି ଫୁଲ ଉପରେ ମହିଳା ପ୍ରଜାପତି ପରି ବସିଛନ୍ତି । କଳାକାରଙ୍କ ଏହି ଅଦ୍ଭୁତ କଳା ସୋସିଆଲ ମିଡ଼ିଆ ୟୁଜର୍ସଙ୍କ ଧ୍ୟାନ ନିଜ ଆଡକୁ ଟାଣିଛି । ସୋସିଆଲ ମିଡିଆରେ ଯେମିତି ଏହି ଭିଡ଼ିଓ ଶେୟର ହେଲା ସେହିପରି ଭାବରେ ଲୋକମାନେ ନିଜର ରିଆକ୍ସନ ଦେବା ଆରମ୍ଭ କରିଦେଇଥିଲେ । ଜଣେ ୟୁଜର ଭିଡ଼ିଓ ଦେଖିବାପରେ ଲେଖିଥିଲେ, ସତରେ ଏହା ବହୁତ ଅଦ୍ଭୁତ ଅଟେ। ସେହିପରି ଆଉଜଣେ ଲେଖିଥିଲେ କି, ଅସଲି ଓ ନକଲି ଭିତରେ ଫରକ ଜଣାପଡୁନାହିଁ ।

ମେ 29 ତାରିଖରେ ଶେୟର କରାଯାଇଥିବା ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଯାଇଛି। ଏହି କାରଣରୁ ବର୍ତ୍ତମାନ ଏଥିରେ 5 ଲକ୍ଷ ଭିୟୁ ମିଳିସାରିଛି । ଏଥିସହ ଭିଡ଼ିଓକୁ ବର୍ତ୍ତମାନ 4 ହଜାର ଲୋକମାନେ ରିଟ୍ୱିଟ କରିଛନ୍ତି । ଏଥିରେ ବର୍ତ୍ତମାନ ସୁଦ୍ଧା 24 ହଜାର ରୁ ଅଧିକ ଲାଇକ୍ସ ମଧ୍ୟ ମିଳିସାରିଛି । ଭିଡ଼ିଓଟି ଏତେ ଫେମସ ହୋଇଯାଇଛି ଯେ, ଲୋକମାନେ ବାରମ୍ବାର ଏଥିରେ ନିଜର ପ୍ରତିକ୍ରିୟା ଜାହିର କରୁଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *