କମିବା ପରେ ପୁଣି ବଢୁଛି ସଂକ୍ରମଣ: ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୯୫୪୧ ଜଣ ପଜିଟିଭ ଚିହ୍ନଟ, ୩୩ ଜଣ ମୃ-ତ

ରାଜ୍ୟରେ ବଢ଼ିଚାଲିଛି କରୋନା ସଂକ୍ରମଣ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୫୪୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଉ ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୫୩୪୩ ଜଣ ଏବଂ ୪୧୯୮ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଆଉ ୩୩ ଜଣଙ୍କର ମହାମାରୀରେ ମୃ-ତ୍ୟୁ ବ-ର-ଣ କରିଛନ୍ତି।

ଆଜି ଅନୁଗୁଳ ଜିଲ୍ଲାରୁ ୫୬୨ ଜଣ,ବାଲେଶ୍ଵର ଜିଲ୍ଲାରୁ ୩୦୨ ଜଣ,ବରଗଡ ଜିଲ୍ଲାରୁ ୨୮୪ ଜଣ,ଭଦ୍ରକ ଜିଲ୍ଲାରୁ ୪୬୪ ଜଣ,ବଲାଙ୍ଗୀର ଜିଲ୍ଲାରୁ ୧୦୧ ଜଣ,ବୌଦ୍ଧ ଜିଲ୍ଲାରୁ ୧୭୭ ଜଣ,କଟକ ଜିଲ୍ଲାରୁ ୭୧୬ ଜଣ,ଦେବଗଡ ଜିଲ୍ଲାରୁ ୬୧ ଜଣ,ଢେଙ୍କାନାଳ ଜିଲ୍ଲାରୁ ୧୧୭ ଜଣ,ଗଜପତି ଜିଲ୍ଲାରୁ ୬୯ ଜଣ,ଗଞ୍ଜାମ ଜିଲ୍ଲାରୁ ୧୫୦ ଜଣ,ଜଗତସିଂହପୁର ଜିଲ୍ଲାରୁ ୨୯୯ ଜଣ,ଯାଜପୁର ଜିଲ୍ଲାରୁ ୪୮୯ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୧୪୦ ଜଣ,କଳାହାଣ୍ଡି ଜିଲ୍ଲାରୁ ୩୧୫ ଜଣ,କନ୍ଧମାଳ ଜିଲ୍ଲାରୁ ୧୦୭ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୪ ଜଣ,କେନ୍ଦୁଝର ଜିଲ୍ଲାରୁ ୧୭୭ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୧୩୪୨ ଜଣ,କୋରାପୁଟ ଜିଲ୍ଲାରୁ ୨୧୫ ଜଣ,ମାଲକାନଗିରି ଜିଲ୍ଲାରୁ ୧୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୁରଭଞ୍ଜ ଜିଲ୍ଲାରୁ ୬୯୫ ଜଣ,ନବରଙ୍ଗପୁର ଜିଲ୍ଲାରୁ ୨୫୪ ଜଣ,ନୟାଗଡ ଜିଲ୍ଲାରୁ ୨୩୦ ଜଣ,ନୂଆପଡ଼ା ଜିଲ୍ଲାରୁ ୫୦ ଜଣ,ପୁରୀ ଜିଲ୍ଲାରୁ ୫୨୮ ଜଣ,ରାୟଗଡ଼ା ଜିଲ୍ଲାରୁ ୧୬୪ ଜଣ,ସମ୍ବଲପୁର ଜିଲ୍ଲାରୁ ୨୨୯ ଜଣ,ସୋନପୁର ଜିଲ୍ଲାରୁ ୨୪୫ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୫୯୫ ଜଣ ଓ ଷ୍ଟେଟ ପୁଲରୁ ୨୨୭ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆ-କ୍ରା-ନ୍ତଙ୍କ ସଂଖ୍ୟା ୭୫୬୬୮୪ ଜଣଙ୍କୁ ବୃଦ୍ଧି ପାଇଥିବା ସମୟରେ ୬୫୮୬୪୬ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୯୫୨୬୬ ଜଣ ଚିକିତ୍ସାଧୀନ ଅଛନ୍ତି। ଏ ପର୍ଯ୍ୟନ୍ତ ସୁଦ୍ଧା ରାଜ୍ୟରେ ୧୧୭୧୧୪୫୯ ଟି ସାମ୍ପୁଲ ଟେଷ୍ଟ କରାଯାଇଛି। ରାଜ୍ୟରେ ୩୩ ଜଣ କରୋନା ଜନିତ ମୃ-ତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃ-ତ୍ୟୁ ସଂଖ୍ୟା ୨୭୧୯ କୁ ବୃଦ୍ଧି ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *