କୋଭିଡ୍-୧୯ ଚିକିତ୍ସାର “ଗୁପ୍ତ ହ-ତି-ଆ-ର”,ସୁଙ୍ଘି ହେଉଥିବା ନେନୋବଡିଜ୍ ରେ ହେବ କରୋନା ଚିକିତ୍ସା,ଜାଣନ୍ତୁ ସମ୍ପୂର୍ଣ ସୂଚନା

କରୋନା ସଂଘର୍ଷ ପାଇଁ ଟିକା ଆସିଗଲା|ନାଜାଲ ସ୍ପ୍ରେ ମଧ୍ୟ ଆସିଗଲା|ଏବେ ବୈଜ୍ଞାନିକ ମାନେ ନୂଆ ଉପଚାର ପଦ୍ଧତି ପାଇଁ ଚେଷ୍ଟା କରୁଛନ୍ତି|ଏହି ଉପଚାର ପଦ୍ଧତି ଅତ୍ୟାଧୁନିକ|ଏଥିରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ଏଣ୍ଟି କୋଭିଡ୍ ନାନୋବଡିଜ୍ ଦିଆଯିବ|ଏଥିପାଇଁ ଆପଣଙ୍କୁ ଜୋରରେ ଏହାକୁ ଶୁଙ୍ଘିବାକୁ ହେବ|ମାନେ ଏହା ଶ୍ୱାସକ୍ରିୟା ମାଧ୍ୟମରେ ଯିବ|ବୈଜ୍ଞାନିକ ମାନେ ଇନହେଲ କରାଯାଉଥିବା ନେନୋବଡିକୁ କରୋନାର ଗୁପ୍ତ ହ-ତି-ଆ-ର କହୁଛନ୍ତି|ଏହା ସ୍ପାଇକ୍ ପ୍ରୋଟିନକୁ ନଷ୍ଟ କରି ବ୍ୟାପିବା ପ୍ରକ୍ରିୟାକୁ ନିଷ୍କ୍ରିୟ କରିଦିଜ|

ଏହି ନୂତନ ଉପଚାର ପଦ୍ଧତିର ଖୋଜ ୟୁନିଭରସିଟି ଅଫ୍ ପିଟସବର୍ଗ ସ୍କୁଲ ଅଫ୍ ମେଡିସିନର ଶୋଧକର୍ତା ଖୋଜିଛନ୍ତି|ଏହି ବୈଜ୍ଞାନିକମାନେ ଇନହେଲ୍ କରାଯାଉଥିବା ନେନୋବଡିଜ୍ ବନାଇଛନ୍ତି|ଏହାର ସଫଳ ପରୀକ୍ଷଣ ହେମଷ୍ଟାର ଜୀଵ ଉପରେ କରାଯାଇଛି|ହେମଷ୍ଟାର ମୂଷା ପ୍ରଜାତିର ଏକ ଜୀଵ ଯାହାର ଜଵଡାରେ ଜାଲିଦାର ଥଳି ରହିଥାଏ|ସେ ଶସ୍ୟ ଭରି ଶୀତଦିନ ପାଇଁ ବିଲରେ ଜମା କରିଥାଏ|

ଏହି ପରିକ୍ଷଣରେ କୁହାଯାଏ ଯେ ନେନୋଵଡିଜ କୈାଣସି ମନୋକ୍ଲିନିକାଲ ଆଣ୍ଟିବଡି ଭଳି କାମ କରିଥାଏ|ଏହାର ଉପଚାର କ୍ୟାନ୍ସରରେ ମଧ୍ୟ କରାଯାଏ|କିନ୍ତୁ ଏହା ବହୁତ ସୂକ୍ଷ୍ମ ଆକାରର ଓ ଏହାର ଉତ୍ପାଦନ ମୂଲ୍ୟ ବହୁତ କମ|ଏହା ଵିଶ୍ୱ ସ୍ତରରେ ଉପଯୋଗ କରାଯାଇପାରେ|ଏହାସହ ଏହା ଭବିଷ୍ୟତରେ ଆସିବାକୁ ଥିବା ବେମାରୀ ସହ ଲଢ଼ିବାକୁ ସଫଳ ହେବ|ଏହାର ରିପୋର୍ଟ ସାଇନ୍ସ ଏଡ୍ଭାନେସେଜ୍ ଜର୍ନାଲରେ ୨୬ ମେ ୨୦୨୧ରେ ପ୍ରକାଶିତ ହୋଇଛି|

ଶୋଧକର୍ତାମାନେ ପ୍ରଥମେ ୮୦୦୦ ଆଣ୍ଟିବଡିର ଖୋଜ କରିଥିଲେ|ତାର ତଳ ଭାଗ କାଟିକି ମିଳାଗଲା|ଫଳରେ ଉଚ୍ଚ କ୍ଷମତା ସମ୍ପନ୍ନ ନେନୋଵଡି ଏନବି ୨୧ର ନିର୍ମାଣ ହୋଇଥିଲା|ଏହାପରେ ବାୟୋଇଞ୍ଜିନିୟରିଙ୍ଗ୍ ଜରିଆରେ ଏଥିରେ କରୋନା ଭାଇରସର କଣ୍ଟୋଲି ପ୍ରୋଟିନ ପରସ୍ତ ରୁଵରୁ କରାଗଲା|ଏହାପରେ ଏହାକୁ ଏରୋଜଲ ଆକାରର ନାନୋବଡିକୁ କରୋନା ସଂକ୍ରମିତ ହେମଷ୍ଟର ନାକରେ ଦିଆଗଲା|ଏହି ନାନୋବଡି ଏହି ଜୀଵର ନାକ,ଗଳା ଓ ଫୁସଫୁସରେ କରୋନା ଭାଇରସ ଶେଷ କରିଦେଲା|

ବୈଜ୍ଞାନିକମାନେ ଧ୍ୟାନ ରଖିଛନ୍ତି ଯେ ନାନୋବଡି ଭ୍ୟାକ୍ସିନ ଭଳି କାମ କରୁ ଓ ଏହା ଏକ ବିକଳ୍ପ ହେଉ|ଯଦିଓ ଭ୍ୟାକ୍ସିନ ଓ ଏଥିରେ ଖାସ ଅନ୍ତର ଏହା ଯେ ଭ୍ୟାକ୍ସିନ ଭାଇରସର ସଂକ୍ରମଣ ରୋକିଥିଲା ବେଳେ ପିନ୍-୨୧ ନାନୋଵଡିଜ୍ ସଂକ୍ରମିତ କୋଷିକାକୁ ଠିକ୍ କରିବା କାମ କରେ|ଯଦି ମେଡିକାଲ କାରଣରୁ ଟିକା ଲଗା ଯାଇପାରିବ ନାହିଁ ତେଵେ ଏହାର ଉପଯୋଗ କରାଯାଇପାରେ|

ପିନ୍-୨୧ ନେନୋବଡିଜର ଟ୍ରାଏଲ ହେମଷ୍ଟାର ଜୀଵ ଉପରେ ହୋଇଛି|ଏହାର ଉପଚାର ସଫଳ ହୋଇଛି|ଏଵେ ମଣିଷଙ୍କ ଉପରେ ପରୀକ୍ଷଣ ବାକି ରହିଛି|ଏଥିପାଇଁ ମଣିଷ ଉପରେ ସଫଳ ପରୀକ୍ଷଣ ପରେ ଏହାକୁ ଲୋକଙ୍କ ଉପଚାରରେ ଲଗାଯିବ|ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏହା କରୋନା ଚିକିତ୍ସା ପାଇଁ ସହଜ,ଶସ୍ତା ଉପଚାର ହୋଇପାରେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *