ପତ୍ନୀ ଶା-ରୀ-ରି-କ ସ-ମ୍ପ-ର୍କ ରଖିବାକୁ ମନା କରିଦେବାରୁ ସ୍ୱାମୀ ଗୁ-ଳି-କ-ରି ପତ୍ନୀକୁ ମା-ରି-ଦେ-ଲା,ଏହାପରେ ନିଜର ତିନିଛୁଆଙ୍କ ସହିତ….ଜାଣନ୍ତୁ ପୁରା ଘ-ଟ-ଣା

ଉତ୍ତରପ୍ରଦେଶ ର ମୁଜାଫରନଗର ରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ବ୍ୟକ୍ତିଗତ କାରଣ ପାଇଁ ସ୍ୱାମୀ ନିଜର ସ୍ତ୍ରୀ କୁ ଗୁ-ଳି କରି ହ-ତ୍ୟା କରିଦେଇଛି । ଘଟଣାକୁ ସମାପ୍ତ କରି ହ-ତ୍ୟା-କା-ରୀ ପତି ନିଜର ତିନିଛୁଆ ଙ୍କୁ ନେଇ ଫେ-ରା-ର ହୋଇଗଲା । କିନ୍ତୁ ହ-ତ୍ୟା-ର କାରଣ ଯେତେବେଳେ ପୋ-ଲି-ସ ଜାଣିଥିଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ଏହି ସମ୍ପୂର୍ଣ୍ଣ ମାମଲା ମୁଜାଫରନଗର ର ପୁରକାଜି ଥା-ନା କ୍ଷେତ୍ରର ବସେଡି ଅଞ୍ଚଳର ଅଟେ । ଏଠାରେ ସୋମବାର ଦିନ ଗୃହ କଳିରୁ ପତି ପତ୍ନୀକୁ ଗୁ-ଳି-ମା-ରି ହ-ତ୍ୟା କରିଦେଲା । ଗ୍ରାମୀଣ ଦ୍ୱାରା ଏହି ଘଟଣା ପୋ-ଲି-ସ-କୁ ଦିଆଗଲା ।

ପୋ-ଲି-ସ ଘଟଣା ସ୍ଥଳରେ ପହଞ୍ଚି ମୃ-ତ ପତ୍ନୀ ଶ-ବ-କୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା ଓ ଏହାପରେ ଘଟଣାର ଯାଞ୍ଚ ଆରମ୍ଭ କରିଦେଇଥିଲା । କୁହାଯାଉଛି ଆ-ରୋ-ପୀ ଘଟଣାକୁ ଘଟାଇବା ପରେ ନିଜର ତିନିଛୁଆଙ୍କୁ ନେଇ ଫେ-ରା-ର ହୋଇଗଲା । ଏହାପରେ ମୃ-ତ-କ ମହିଳାଙ୍କ ପିତା ପୋଲିସରେ ନିଜର ଜ୍ୱାଇଁ ବି-ରୋ-ଧ-ରେ ଅଭି-ଯୋ-ଗ ଆଣିବାପରେ ପୋ-ଲି-ସ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଦେଇଥିଲା ।

କୁହାଯାଏ କି, ମହିଳାଙ୍କର ବିବାହ ଉକ୍ତ ଆରୋପୀ ସହିତ 10 ବର୍ଷ ପୂର୍ବରୁ ହୋଇଥିଲା । ପୁର୍ବରୁ ମହିଳା ଜଣକ ଉକ୍ତ ଆ-ରୋ-ପୀ-ର ବଡ଼ଭାଇକୁ ବିବାହ କରିଥିଲେ । ବଡ଼ଭାଇଙ୍କ କୌଣସି ରୋଗରେ ମୃ-ତ୍ୟୁ ହେବାପରେ ମହିଳାଙ୍କ ବିବାହ ଆ-ରୋ-ପୀ ସହିତ ହୋଇଥିଲା। ଲୋକମାନଙ୍କ କହିବା ହେଉଛି ସେମାନେ ପରସ୍ପର ସହିତ ବହୁତ ଝ-ଗ-ଡ଼ା କରିଥାନ୍ତି ।

ଏହାମଧ୍ୟରେ ପୋ-ଲି-ସ ଆ-ରୋ-ପୀ-କୁ ଗି-ର-ଫ କରିଥିଲା । ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ମୁତାବିକ, ପୋ-ଲି-ସ ବୁଧବାର ଦିନ ଆ-ରୋ-ପୀ-କୁ ଗି-ର-ଫ କରିଥିଲା । ସେ ନିଜର ଅପରାଧ ମାନିଥିଲା । ଆ-ରୋ-ପୀ ଜଣକ ପୋ-ଲି-ସଙ୍କୁ କହିଥିଲେ କି, ସେ ମହିଳାଙ୍କୁ ଏଥିପାଇଁ ମାରିଲା କାରଣ ବିଗତ 15 ଦିନ ହେବ ସେ ଶା-ରୀ-ରି-କ ସ-ମ୍ବ-ନ୍ଧ ରଖିବାକୁ ମନା କରୁଥିଲା ।

ଏତିକି ମଧ୍ୟ ନୁହେଁ ଆ-ରୋ-ପୀ ବ୍ୟକ୍ତି ଏହାମଧ୍ୟ କହିଥିଲା କି, ସେ ନିଜର ତିନିଛୁଆଙ୍କ ଶ-ବ-କୁ କେନାଲ ଭିତରେ ଫିଙ୍ଗିଦେଇଛି । ପୋ-ଲି-ସ ଏପର୍ଯ୍ୟନ୍ତ ଛୁଆଙ୍କର ଶ-ବ ଖୋଜି ପାରିନାହିଁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *