କଣ ଆପଣ ଜାଣିଛନ୍ତି କି ? ଗୋଟିଏ ମାସରେ କୁକୁଡ଼ା କେତୋଟି ଅଣ୍ଡା ଦେଇଥାଏ,ଜାଣନ୍ତୁ…

କେତେ ପ୍ରକାରର ପୋଷାକ ତତ୍ତ୍ୱରେ ଭରପୁର ରହିଥିବା ଅଣ୍ଡା ଆମ ଭୋଜନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ପ୍ରୋଟିନ, ଆମିନୋ ଏସିଡ, ଭିଟାମିନ ଏ, ଭିଟାମିନ ସି, ଭିଟାମିନ ବି12, ଭିଟାମିନ ଇ ଓ ଭିଟାମିନ ଡ଼ି ଭଳି ଏମିତି କେତେକ ଅଣ୍ଡାରେ ରହିଥାଏ ଯାହାକି ଶରୀର ପାଇଁ ଫାଇଦା ଦାୟକ ହୋଇଥାଏ।
ଅଣ୍ଡା ଏକ ଏମିତି ଭୋଜନ ଯାହାକୁ ବହୁତ କମ ସମୟ ମଧ୍ୟରେ ପ୍ରସ୍ତୁତ କରିଦିଆଯାଇଥାଏ । ଏହାକୁ ବିଭିନ୍ନ ଉପାୟରେ ଖିଆଯାଏ । ସାଧାରଣ ଭାବରେ ଲୋକମାନେ ଅଣ୍ଡା ଭଜା, ଭୁଜିଆ ଓ ସିଝା କରି ଖାଇଥାନ୍ତି । ଏହାବ୍ୟତୀତ ଏହାକୁ ଅନ୍ୟ ଉପାୟରେ ମଧ୍ୟ ଖିଆଯାଏ ।

ଆମ ଶରୀର ପାଇଁ ଅଣ୍ଡା ବହୁତ ଫାଇଦା ସାବ୍ୟସ୍ତ ହୋଇଥାଏ :-

ଅଣ୍ଡା ଆମ ମସ୍ତିଷ୍କ କ୍ଷମତା ବଢ଼ାଇ ଥାଏ, ଆଖିର ଦୃଷ୍ଟିଶକ୍ତି ବଢ଼ାଇ ଥାଏ, ହାଡ଼ ମଜବୁତ କରିଥାଏ । ଏଥିପାଇଁ ଆମେ ଅଣ୍ଡା ଖାଇଥାଉ କଣ ଆପଣ ଜାଣନ୍ତି କି, କୁକୁଡ଼ା ଗୋଟିଏ ମାସରେ କେତୋଟି ଅଣ୍ଡା ଦେଇଥାଏ ? ଏହି ପ୍ରଶ୍ନର ଜବାବ ବହୁତ କମ ଲୋକଙ୍କୁ ହିଁ ଜଣାଥାଏ । ଏହି ପ୍ରଶ୍ନର ଜବାବ କେବଳ ସେହି ମାନଙ୍କୁ ଜଣାଥାଏ ଯିଏକି ପଲଟ୍ରି କରିଥିବ କିମ୍ବା ଏହି ବ୍ୟବସାୟରେ ଜଣା ରଖିଥିବେ ।

ଗୋଟିଏ ବର୍ଷରେ ଏତିକି ଅଣ୍ଡା ଦେଇଥାଏ କୁକୁଡ଼ା :-

ପଲଟ୍ରି ବୈଜ୍ଞାନିକ ଡ଼କ୍ଟର ଏୟୁ କିଦବଇଙ୍କ ମୁତାବିକ ପଲଟ୍ରି କିକୁଡ଼ା ଏକବର୍ଷ ମଧ୍ୟରେ 305 ରୁ 310 ଟି ଅଣ୍ଡା ଦେଇଥାଏ ଏହାର ଅର୍ଥ ପ୍ରତିମାସରେ ମୋଟ 25 ରୁ 26 ଟି ଦେଇଥାଏ। ହୁଏତ ଏହି ସଂଖ୍ୟା ବହୁତ ଉପର ଓ ତଳକୁ ହୋଇଥାଏ। ପଲଟ୍ରି କୁକୁଡ଼ାଙ୍କ ବ୍ୟତୀତ ଏକ ଦେଶୀ କୁକୁଡ଼ା ପ୍ରତିମାସରେ ମୋଟ 150 ରୁ 200 ଟି ଅଣ୍ଡା ଦେଇଥାଏ । ଏହି ମାମଲାରେ ୟୁପି ପଲଟ୍ରି ଫାର୍ମ ଆସୋସିଏସନର ଅଧ୍ୟକ୍ଷ ନୱାବ ଅଲ୍ଲୀ ଆକବର କହିଥାନ୍ତି କି, ପଲଟ୍ରି ଫାର୍ମର ଏକ କୁକୁଡ଼ା ପ୍ରତିବର୍ଷ 300 ରୁ 330 ଅଣ୍ଡା ଦେଇଥାଏ । ଏହାର ଅର୍ଥ 27 ରୁ 28 ଟି ଅଣ୍ଡା ପ୍ରତିମାସ । ତାଙ୍କ ମୁତାବିକ, କୁକୁଡ଼ା ର ଅଣ୍ଡା ଦେବାର କ୍ଷମତା ପଲଟ୍ରି ଫାର୍ମ ଚାଳକ ଉପରେ ନିର୍ଭର କରିଥାଏ କି ସେ ତାଙ୍କୁ କେମିତି ପାଳିଥାଏ । ଏହାବ୍ୟତୀତ ସେ କହିଥିଲେ କି, କିଛି କୁକୁଡ଼ା 75 ରୁ 80 ସପ୍ତାହ ପର୍ଯ୍ୟନ୍ତ ଅଣ୍ଡା ଦେବାର କ୍ଷମତା ରଖିଥାନ୍ତି ଓ କିଛି ବ୍ରିଡ଼ ପ୍ରଜାତିର କୁକୁଡ଼ା 100 ସପ୍ତାହ ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତି ।

ସାଧାରଣତଃ ଭାବରେ ସାରା ଦୁନିଆରେ ସର୍ବାଧିକ କୁକୁଡ଼ା ଅଣ୍ଡା ଖିଆଯାଏ । ପଲଟ୍ରି ବିଜନେସ କରୁଥିବା ଲୋକ ଦୁଇପ୍ରକାରର ବିଜନେସ ସହିତ ଜଡିତ ଥାଆନ୍ତି । ସେ ଅଣ୍ଡା ସହିତ ମାଂସ ପାଇଁ ମଧ୍ୟ କୁକୁଡ଼ା ବ୍ୟବସାୟ କରିଥାଆନ୍ତି । ଏହିପରି ଭାବରେ ଏକ କୁକୁଡ଼ା ଚାଷୀ ବର୍ଷରେ ଭଲ ପଇସା ଇଙ୍କମ କରିଥାଏ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *