ଦେଖନ୍ତୁ ଭିଡିଓ: କରୋନା ଟେଷ୍ଟ ନ କରିବାରୁ ଯୁବକଙ୍କୁ ନି-ସ୍ତୁ-କ ମା-ଡ଼

ଗୋଟିଏ ପଟେ କରୋନା ମହାମାରୀ ଯୋଗୁଁ ଲୋକେ ବି-ର-କ୍ତ ହୋଇଗଲେଣି, ଅନ୍ୟ ପଟେ ଦେଶର ଅଲଗା ଅଲଗା ଅଂଶରେ ମଧ୍ୟ ମା-ରପି-ଟର ଘ-ଟ-ଣା ଲ-ଜ୍ଜାଜ-ନକ କରୁଅଛି। ଅଗରତାଲା ଓ ସୁରଜପୁରର ଡିଏମ ଓ କଲେକ୍ଟର ଦ୍ଵାରା ଚା-ପୁ-ଡା ମା-ରି-ବା ପରେ କର୍ଣ୍ଣାଟକର ବାଙ୍ଗାଲୁରୁର ନଗରଥପେଟରେ ଆଶ୍ଚର୍ଯ୍ୟକର ମା-ମ-ଲା ସାମ୍ନାକୁ ଆସିଛି।

ନ୍ଯୁଜ ଏଜେନ୍ସି ଏଏନଆଇର ଖ-ବ-ର ମୁତାବିକ ଏକ ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ବିବିଏମପି ବୁଥ ସ୍ତରର ଅଧିକାରୀଙ୍କ ଦ୍ଵାରା ଆ-କ୍ର-ମ-ଣ କରାଯାଉଥିବାର ଦେଖାଯାଇଥିଲା। କୁହାଯାଉଛିକି ଯୁବକ ଯେତେବେଳେ ଏଠାରେ ପହଞ୍ଚିଲେ ସେ କୋଭିଡ-୧୯ ପରୀକ୍ଷଣର ଲା-ଇ-ନକୁ ଟୀକାକରଣର ଲା-ଇ-ନ ଭାବିନେଲେ। ଏହାପରେ ସେ କରୋନା ଯା-ଞ୍ଚ ନକରିବାରୁ ତାଙ୍କ ସହିତ ମା-ର-ପି-ଟ ମଧ୍ୟ କରାଗଲା। ଭିଡିଓରେ ଦେଖାଯାଉଛିକି ବୁଥ ଅଧିକାରୀ ମିଶି ତାଙ୍କୁ ପି-ଟୁଛ-ନ୍ତି। ଏହି ମା-ମ-ଲାରେ ଆଇପିସିର ଅନେକ ଧା-ରା ଅନ୍ତର୍ଗତ ପ୍ରାଥମିକ ମା-ମ-ଲା ରୁ-ଜ୍ଜୁ କରାଯାଇଛି।

ଏହି ମା-ମ-ଲା ବଢିବା ପରେ ନଗରଥପେଟ ବିବିଏମପି ଆୟୁକ୍ତ କହିଲେକି, ପରୀକ୍ଷଣ ବୁଥରେ ହୋଇଥିବା ଘ-ଟ-ଣା ପାଇଁ ଆମେ ଦୁଃ-ଖି-ତ। ଜବରଦସ୍ତ ପରୀକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ। ଆମେ କୌଣସି ପ୍ରକାର ମା-ର-ପି-ଟ-କୁ ନି-ନ୍ଦା କରିଥାଉ। ଏହା ଜାଣିବା ପାଇଁ ଯା-ଞ୍ଚ କରାଯିବକି ଏହାର କାରଣ କଣ, କିଏ ଦାୟିତ୍ଵବାନ। ଏମିତି କୋଣସି ପ୍ରକାର ଘ-ଟ-ଣାର ପୁନରାବୃତ୍ତିକୁ ରୋକିବା ପାଇଁ ପ୍ରୟାସ କରାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *