ଫ୍ଲାଇଟରେ ଦମ୍ପତିଙ୍କ ଅ-ଶ୍ଳୀ-ଳ ହରକତ, ତା ପରେ ଏୟାର ହୋଷ୍ଟେଜ ତାଙ୍କ ଉପରେ ପକାଇଦେଲେ କମ୍ବଳ,ଜାଣନ୍ତୁ ପୁରା ଘଟଣା

ପାକିସ୍ତାନ ର ଏକ ଫ୍ଲାଇଟରେ କପଲଙ୍କ ରୋମାନ୍ସ ଓ କିସିଂର ଏକ ମୁହୂର୍ତ୍ତ ବହୁତ ବି-ବା-ଦ ହୋଇଯାଇଛି । ଏହି ଫ୍ଲାଇଟ କରାଚୀ ରୁ ଇସ୍ଲାମାବାଦ ଯିବା ସମୟରେ ହୋଇଥିଲା । ଟ୍ରିବ୍ୟୁନ ରିପୋର୍ଟ ମୁତାବିକ, ଦେଖିଥିବା ଯାତ୍ରୀ କହିଥିଲେ, ଅଚାନକ ଚତୁର୍ଥ ପଂକ୍ତିରେ ବସିଥିବା କପଲ ଅଚାନକ କି-ସ କରିବା ଆରମ୍ଭ କରିଥିଲେ ଯେଉଁଥିରେ ଅନ୍ୟ ଯାତ୍ରୀମାନେ ଅସହଜ ହୋଇଯାଇଥିଲେ ।

ପାସେଞ୍ଜର ଏହାପରେ ଏରୋପ୍ଲେନର କ୍ରୁ ମେମ୍ବର ଆଗରେ ଆଭିଯୋଗ ଆଣିଲେ । ଏହାପରେ ଏଠାରର ଏୟାର ହୋଷ୍ଟେଜ ତାଙ୍କୁ ପବ୍ଲିକ ପ୍ଲେସରେ ଏହିପରି କରିବାକୁ ବାରଣ କରିଥିଲେ କିନ୍ତୁ ସେମାନେ ଏହାକୁ ଖାତିର ନକରି ପୁଣି କି-ସ କରିବା ଆରମ୍ଭ କରିଦେଇଥିଲେ । ଏହାପରେ ଏୟାର ହୋଷ୍ଟେଜ ହାଲତ କୁ ଦେଖି କପଲଙ୍କ ଉପରେ ଚା-ଦ-ର ପଳାଇଦେଲେ ।

ହୋଷ୍ଟେଜ ଏହିପରି କରିବାର କାରଣ ଥିଲା ପ୍ଲେନରେ ଉପସ୍ଥିତ ଥିବା ଯାତ୍ରୀ ଏଥିରେ ଯେମିତି ଅସହଜ ଅନୁଭବ ନକରନ୍ତି । ରିପୋର୍ଟ ମୁତାବିକ, ଯେତେବେଳେ ପ୍ଲେନରେ କିଛି ଯାତ୍ରୀ ସେମାନଙ୍କୁ ବାରଣ କରିଥିଲେ ସେତେବେଳେ ସେମାନେ କହିଥିଲେ, ତୁମେ ମାନେ ସବୁ କିଏ ଆମକୁ କହିବାକୁ ?

ଏହି ବିମାନରେ ଆଡଭୋକେଟ ବିଲାଲ ଫରୁକ ଅଲବୀ ମଧ୍ୟ ଉପସ୍ଥିତ ଥିଲେ । ସେ ଏହାପରେ ଏହାର ଅଭିଯୋଗ ସିଭିଲ ଏବିଏସନ ଅଥରିଟି ଠାରେ କରିଥିଲେ । ବର୍ତ୍ତମାନ ସିଭିଲ ଏବିଏସନ ଏହାଉପରେ ଯାଞ୍ଚ କରୁଛି ।

ଆପଣଙ୍କୁ ଜଣାଇଦେଉଛୁ ଯେ, ତିନିବର୍ଷ ପୂର୍ବରୁ ମଧ୍ୟ ଏହିପରି ଏକ ଘଟଣା ଇସ୍ଲାମବାଦରେ ସାମ୍ନାକୁ ଆସିଥିଲା । ଏଠାରର ସିଟି ସେଣ୍ଟରରେ ଉଭୟ କପଲ କାର ଭିତରେ କିସ କରୁଥିଲେ। ପାକିସ୍ତାନରେ ଏହି ସର୍ବଜନିକ ଅ-ପ-ରା-ଧ କାରଣରୁ ତିନିମାସ ପର୍ଯ୍ୟନ୍ତ ଦଣ୍ଡ ହୋଇପାରେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *