ଅନ୍ତରୀକ୍ଷରୁ ଆସୁଛି ଚିତ୍କାର, ନାସାର ଦାବି – କଥା ହେବାକୁ ଚେଷ୍ଟା କରୁଛନ୍ତି ଏଲିଏନ୍ସ

ବର୍ଷ ବର୍ଷ ଧରି ଏଲିଏନ୍ସମାନଙ୍କର ଅସ୍ତିତ୍ୱ ଉପରେ ଗବେଷଣା ଚାଲିଛି | ବୈଜ୍ଞାନିକମାନେ ଏହି କଥାର ପ୍ରମାଣ ଖୋଜିବାରେ ଲାଗିପଡିଛନ୍ତି ଯେ ପ୍ରକୃତରେ ଏଲିଏନ ଅଛନ୍ତି କି ନାହିଁ ? ଗତ କିଛି ସମୟ ଧରି ଆମେରିକୀୟ ନୌସେନା ଅଧିକାରୀମାନେ ଲଗାତାର ଭାବେ ଏହି କଥାର ଖୁଲାସା କରୁଛନ୍ତି ଯେ ଆମେରିକା ଏଲିଏନ୍ସକୁ ନେଇ ଅନେକ କଥା ଲୁଚାଉଛି | ବର୍ତ୍ତମାନ ନାସା ଏଲିଏନ୍ସଙ୍କୁ ନେଇ ଏକ ବଡ଼ ଖୁଲାସା କରିଛି |

ନାସା କହିଛି ଯେ ଗତ କିଛି ସମୟ ଧରି ସେମାନଙ୍କୁ କିଛି ରହସ୍ୟମୟ ରେଡିଓ ସିଗନାଲ ମିଳୁଛି | ଏହା ବର୍ତ୍ତମାନ ପର୍ଯ୍ୟନ୍ତ ରେକର୍ଡ କରାଯାଇଥିବା ସବୁଠୁ ଅଧିକ ରେକର୍ଡ ଅଟେ | ଆମେରିକାର ସ୍ପେସ ଏଜେନ୍ସି ଅନୁଯାୟୀ, ଏହି ଶବ୍ଦଗୁଡ଼ିକ ୫ ଟି ଅଲଗା ଅଲଗା ଗାଲାକ୍ସିରୁ ଆସୁଛି | ଏଗୁଡ଼ିକୁ ଟ୍ରେସ କରି ନାସାର ବୈଜ୍ଞାନିକ ବର୍ତ୍ତମାନ ଡିକୋଡ କରିବାରେ ଲାଗି ପଡିଛନ୍ତି |

ଗତ ବର୍ଷ ମିଳିଥିଲା ଗାଲାକ୍ସି :-

ଯେଉଁ ଗାଲାକ୍ସିରୁ ଜ୍ୟୋତିର୍ବିଜ୍ଞାନୀମାନେ ଏହି ଶବ୍ଦକୁ ରେକର୍ଡ କରିଛନ୍ତି, ଏହାର ଆବିଷ୍କାର ଗତବର୍ଷ କରାଯାଇଥିଲା | ଏଗୁଡ଼ିକୁ ମ୍ୟାଗ୍ନେଟର୍ସ ନାମ ଦିଆଗଲା | ଏଗୁଡିକର ଜନ୍ମ ସେତେବେଳେ ହୋଇଥିଲା, ଯେତେବେଳେ ଅନ୍ତରୀକ୍ଷରେ ଶହ ଶହ ବର୍ଷ ପୂର୍ବେ ସୂର୍ଯ୍ୟଠାରୁ ମଧ୍ୟ ବଡ଼ ଷ୍ଟାରମାନେ ଭାଙ୍ଗି ଯାଇଥିଲେ | ଏହା ପରେ ଅନେକ ଛୋଟ ଛୋଟ ଷ୍ଟାର ହୋଇଯାଇଥିଲେ | ଏମାନଙ୍କର ଚୁମ୍ବକୀୟ କ୍ଷେତ୍ରଗୁଡ଼ିକ ବହୁତ ଶକ୍ତିଶାଳୀ ହୋଇଥାଏ | ଏଥିରୁ ଜ୍ୟୋତିର୍ବିଜ୍ଞାନୀମାନଙ୍କୁ ଉଚ୍ଚ ଶବ୍ଦ ଆସୁଛି |

ଏଲିଏନ୍ସମାନଙ୍କର ହୋଇପାରେ ଏହି ଶବ୍ଦ :-

ଜ୍ୟୋତିର୍ବିଜ୍ଞାନୀମାନେ ଦାବି କରିଛନ୍ତି ଯେ ଏହି ଶବ୍ଦଗୁଡିକ ଏଲିଏନ୍ସମାନଙ୍କର ହୋଇପାରେ | ଏହାକୁ ନେଇ ଜ୍ୟୋତିର୍ବିଜ୍ଞାନୀମାନେ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି | ଏହି ଶବ୍ଦଗୁଡ଼ିକ ଟିମରେ ଉତ୍ସାହ ଭରିଦେଇଛି | ଯଦି ସେହି ଶବ୍ଦ ଏଲିଏନ୍ସମାନଙ୍କର ହୋଇଥାଏ, ତେବେ ସେମାନେ ପୃଥିବୀ ସହିତ ଯୋଗାଯୋଗ କରିବାକୁ ଚାହୁଁଛନ୍ତି | ତେବେ ଗତ କିଛି ସମୟ ହେଲାଣି ଆମେରିକା ଏଲିଏନ ଏବଂ UFO ମାମଲାକୁ ନେଇ ସାରା ଦୁନିଆର ଆଖି ଆଗରେ ରହିଛି | ଆମେରିକା ଉପରେ ଅଭିଯୋଗ କରାଯାଉଛି ଯେ ସେ ଦୁନିଆର ଅନ୍ୟ ଗ୍ରହରେ ରହୁଥିବା ଲୋକଙ୍କ ବିଷୟରେ ମିଛ କହୁଛି | ବର୍ତ୍ତମାନ ଏହି ଶବ୍ଦଗୁଡ଼ିକର ଖୁଲାସା ପରେ ଖୁବଶୀଘ୍ର କୌଣସି ଏକ ବଡ଼ କଥା ସାମ୍ନାକୁ ଆସିପାରେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *