ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୬୨୩ ଜଣ ପଜିଟିଭ ଚିହ୍ନଟ, ୩୫ ଜଣ ମୃ-ତ

ରାଜ୍ୟରେ ବଢ଼ିଚାଲିଛି କରୋନା ସଂକ୍ରମଣ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୬୨୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଉ ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୬୫୦୯ ଜଣ ଏବଂ ୫୧୧୪ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଆଉ ୩୫ ଜଣଙ୍କର ମହାମାରୀରେ ମୃ-ତ୍ୟୁ ବ-ର-ଣ କରିଛନ୍ତି।

ଆଜି ଅନୁଗୁଳ ଜିଲ୍ଲାରୁ ୮୨୩ ଜଣ,ବାଲେଶ୍ଵର ଜିଲ୍ଲାରୁ ୫୦୮ ଜଣ,ବରଗଡ ଜିଲ୍ଲାରୁ ୨୫୭ ଜଣ,ଭଦ୍ରକ ଜିଲ୍ଲାରୁ ୪୬୧ ଜଣ,ବଲାଙ୍ଗୀର ଜିଲ୍ଲାରୁ ୧୭୦ ଜଣ,ବୌଦ୍ଧ ଜିଲ୍ଲାରୁ ୨୦୬ ଜଣ,କଟକ ଜିଲ୍ଲାରୁ ୯୯୮ ଜଣ,ଦେବଗଡ ଜିଲ୍ଲାରୁ ୮୬ ଜଣ,ଢେଙ୍କାନାଳ ଜିଲ୍ଲାରୁ ୪୪୧ ଜଣ,ଗଜପତି ଜିଲ୍ଲାରୁ ୭୬ ଜଣ,ଗଞ୍ଜାମ ଜିଲ୍ଲାରୁ ୧୫୮ ଜଣ,ଜଗତସିଂହପୁର ଜିଲ୍ଲାରୁ ୩୧୫ ଜଣ,ଯାଜପୁର ଜିଲ୍ଲାରୁ ୫୬୦ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୧୮୪ ଜଣ,କଳାହାଣ୍ଡି ଜିଲ୍ଲାରୁ ୩୫୨ ଜଣ,କନ୍ଧମାଳ ଜିଲ୍ଲାରୁ ୧୪୧ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୯୮ ଜଣ,କେନ୍ଦୁଝର ଜିଲ୍ଲାରୁ ୧୩୩ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୨୦୨୧ ଜଣ,କୋରାପୁଟ ଜିଲ୍ଲାରୁ ୨୧୮ ଜଣ,ମାଲକାନଗିରି ଜିଲ୍ଲାରୁ ୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୁରଭଞ୍ଜ ଜିଲ୍ଲାରୁ ୨୪୯ ଜଣ,ନବରଙ୍ଗପୁର ଜିଲ୍ଲାରୁ ୩୦୦ ଜଣ,ନୟାଗଡ ଜିଲ୍ଲାରୁ ୩୧୬ ଜଣ,ନୂଆପଡ଼ା ଜିଲ୍ଲାରୁ ୫୪ ଜଣ,ପୁରୀ ଜିଲ୍ଲାରୁ ୪୬୨ ଜଣ,ରାୟଗଡ଼ା ଜିଲ୍ଲାରୁ ୨୨୩ ଜଣ,ସମ୍ବଲପୁର ଜିଲ୍ଲାରୁ ୩୪୨ ଜଣ,ସୋନପୁର ଜିଲ୍ଲାରୁ ୨୬୧ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୬୯୮ ଜଣ ଓ ଷ୍ଟେଟ ପୁଲରୁ ୩୩୮ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆ-କ୍ରା-ନ୍ତଙ୍କ ସଂଖ୍ୟା ୭୨୬୦୦୩ ଜଣଙ୍କୁ ବୃଦ୍ଧି ପାଇଥିବା ସମୟରେ ୬୧୨୯୯୩ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୧୧୦୩୭୩ ଜଣ ଚିକିତ୍ସାଧୀନ ଅଛନ୍ତି। ଏ ପର୍ଯ୍ୟନ୍ତ ସୁଦ୍ଧା ରାଜ୍ୟରେ ୧୧୫୦୬୭୪୪ ଟି ସାମ୍ପୁଲ ଟେଷ୍ଟ କରାଯାଇଛି। ରାଜ୍ୟରେ ୩୫ ଜଣ କରୋନା ଜନିତ ମୃ-ତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃ-ତ୍ୟୁ ସଂଖ୍ୟା ୨୫୮୪ କୁ ବୃଦ୍ଧି ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *