ନୀନା ଗୁପ୍ତାଙ୍କ ଅଦ୍ଭୁତ ବୟାନ : ଏକୁଟିଆ ପଣ ଦୂର କରିବାକୁ ବାପାକୁ ବନେଇଥିଲେ ବୟଫ୍ରେଣ୍ଡ୍,ଜାଣନ୍ତୁ ସମ୍ପୂର୍ଣ୍ଣ ବୟାନ….

ଫିଲ୍ମ ଜଗତର ପୁରୁଣା ସମୟ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ରହିଥିଲା, ସେହି ସମୟରେ ବହୁ କଳାକାର ଏମିତି ଥିଲେ, ଯେଉଁମାନେ ନିଜର ଅଭିନୟ ଫଳରେ ଲୋକଙ୍କୁ ଦିବାନା ବନାଇଥିଲେ ଓ ଆଜିବି ଲୋକମାନେ ତାଙ୍କର ଦିବାନା ଅଟନ୍ତି ଯାହାବି ସେ ଫିଲ୍ମରେ ଆସନ୍ତୁ ବା ନ ଆସନ୍ତୁ|ଏମିତି ଜଣେ ଅଭିନେତ୍ରୀ|ପ୍ରକୃତରେ ୮୦ ଦଶକରେ ଫିଲ୍ମ ଜଗତରେ ନିଜ ଅଭିନୟ ଫଳରେ ଲୋକଙ୍କ ହୃଦୟରେ ରାଜ୍ କରୁଥିବା ପ୍ରସିଦ୍ଧ ଅଭିନେତ୍ରୀ ନୀନା ଗୁପ୍ତା ମହିଳା ସଶକ୍ତିକରଣର ଏକ ବଡ ମିଶାଲ ଅଟନ୍ତି|ସେ ନିଜ ଝିଅ ମସବାକୁ ଜନ୍ମ ଦେଇ ସିଙ୍ଗଲ ମାଆ ହେବାର ରାସ୍ତା ବାଛିଥିଲେ|ଯଦିଓ ସେହି ଲଭ ମ୍ୟାରେଜକୁ ଠିକ୍ ମାନାଯାଉନଥିଲା|

ଆପଣଙ୍କୁ କହିରଖେ ଯେ ନୀନା ଗୁପ୍ତା ଫିଲ୍ମ “ବଧାଇ ହୋ”ଠାରୁ ଫିଲ୍ମକୁ ଫେରିଥିଲେ|ଏବେ ନୀନାଙ୍କ ଫିଲ୍ମ ସରଦାରକା ଗ୍ରାଣ୍ଡମ୍ୟାନ ରିଲିଜ ହୋଇସାରିଛି|ଏକଦା ସେ ବହୁତ ଏକୁଟିଆ ଥିଲେ|,ନୀନା ଏକ ସାକ୍ଷାତକାରରେ କହିଥିଲେ|ସେ କହିଥିଲେ ଯେ ସେ ବହୁ ସମୟ ପର୍ଯ୍ୟନ୍ତ ଏକୁଟିଆ ରହିଥିଲେ|ସେ କହିଥିଲେ ଯେ ସେହି ସମୟରେ ତାଙ୍କର ପତି ବା ପ୍ରେମୀ ନଥିଲେ|ଏହା ମୋ ଜୀବନରେ ବହୁବାର ହୋଇଥିଲା,କାରଣ ବହୁ ବର୍ଷ ଧରି ମୋ ଜୀବନରେ ମୋ କୈାଣସି ବୟଫ୍ରେଣ୍ଡ୍ ବା ପତି ନଥିଲା|ଯଦିଓ ସତକଥା ଏହା ଯେ ଯେତେବେଳେ ମୋତେ ଚାକିରୀ ମିଳୁନଥିଲା,ତ ମୋ ବାପା ଘରେ ମୋର ବୟଫ୍ରେଣ୍ଡ୍ ଵନିଯାଇଥିଲେ|

ପ୍ରକୃତରେ ଏକ ସାକ୍ଷାତକାରରେ ନୀନା ନିଜ ଜୀବନ ସହ ଜଡ଼ିତ ରାଜ ମିଡିଆ ସାମ୍ନାରେ ରଖିଥିଲେ|ସେ କହିଥିଲେ ଯେ ସେ କେବେ ଏକୁଟିଆ ନଥିଲେ,ଓ କେବେବି ଅତୀତକୁ ନିଜ ଉପରେ ଭାରୀ ହେବାକୁ ଦିଅନ୍ତି ନାହିଁ, ତେଣୁ ସେ ସର୍ବଦା ଆଗକୁ ବଢ଼ିବାରେ ସଫଳ ସାବ୍ୟସ୍ତ ହୋଇଛନ୍ତି|ସୂଚନାଯୋଗ୍ୟ ଯେ ସିଙ୍ଗିଙ୍ଗ ରିୟଲିଟି ସୋ ଇଣ୍ଡିଆନ୍ ଆଇଡଲ ୧୧ରେ ସେ କହିଛନ୍ତି ଯେ ତାଙ୍କ ବାପା ତାଙ୍କ ସହ ସର୍ବଦା ଛିଡା ହୋଇଥିଲେ ଓ ମସାବାକୁ ପାଳିବାରେ ମଧ୍ୟ|ସେ କହିଛନ୍ତି ମୋ ଝିଅକୁ ପାଳିବାରେ ମଧ୍ୟ ମୋ ବାପାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି,ସେ କେବଳ ମୋ ସହାୟତା କରିବାକୁ ମୁମ୍ବାଇ ଆସିଥିଲେ|ସେ ସର୍ବଦା ମୋତେ ସପୋର୍ଟ କରିଥାନ୍ତି|

ଯଦିଓ ଏବେ ନୀନାଙ୍କ ୱର୍କଫ୍ରଣ୍ଟ କଥା କୁହାଯାଏ ତେବେ ତାଙ୍କ ଫିଲ୍ମ ସରଦାରଙ୍କ ଗ୍ରାଣ୍ଡସନ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇସାରିଛି|ଏଥିରେ ଅର୍ଜୁନ କପୁର ଓ ରକୁଲ ପ୍ରୀତ ସିଂ ମୁଖ୍ୟ ଭୂମିକାରେ ନଜରକୁ ଆସୁଛନ୍ତି|ଲୋକମାନେ ନୀନାଙ୍କ ଅଭିନୟ ବହୁତ ପ୍ରଶଂସା କରୁଛନ୍ତି|ନୀନାଙ୍କ ଆସିବାକୁ ଥିବା ଫିଲ୍ମ କଥା କହିବା ଯଦି ସେ କବୀର ଖାନଙ୍କ ‘୮୩’ ଓ “ଡାଏଲ୍ ୧୦୦”ରେ ନଜରକୁ ଆସିବେ|ଅଭିନେତ୍ରୀ ଏହି ବୟସରେ ମଧ୍ୟ ନିଜର ଅଭିନୟ ମାଧ୍ୟମରେ ଲୋକଙ୍କ ହୃଦୟ ଜିତି ସାରିଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *