ବାହାଘର ଫଟୋସୁଟ ସମୟରେ ହେଲା ଏପରି ଦୁ-ର୍ଘ-ଟ-ଣା, ପାଣିରେ ଗଳିପଡିଲେ ଲୋକେ, ଭିଡିଓ ଦେଖିଲେ ହସି ହସି ଗଡ଼ିଯିବେ

ସୋସିଆଲ ମିଡିଆରେ ପ୍ରାୟତଃ ସବୁବେଳେ ମଜାଳିଆ ଭିଡିଓ ଭାଇରଲ ହୋଇଥାଏ | ଏଥିମଧ୍ୟରୁ ଏପରି କିଛି ଭିଡିଓ ଥାଏ, ଯାହାକୁ ଦେଖିବାମାତ୍ରେ ହସ ଲାଗେ | ସେହିପରି କିଛି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ଲାଗେ | କିଛି ଭିଡିଓ ଏପରି ହୋଇଥାଏ ଯେ ଯାହାକୁ ୟୁଜର୍ସ ବାରମ୍ବାର ଦେଖିଥାନ୍ତି ଏବଂ ତାକୁ ନେଇ ଖୁବ ମଜା ନିଅନ୍ତି | ଆଜିକାଲି ଏପରି ଏକ ଭିଡିଓ ଲୋକଙ୍କ ସାମ୍ନାକୁ ଆସିଛି, ଯାହାକୁ ଦେଖିବାପରେ ଲୋକମାନେ ଖୁବ ହସୁଛନ୍ତି | ହୋଇପାରେ ଏହି ଭିଡିଓକୁ ଦେଖିବାପରେ ଆପଣଙ୍କୁ ମଧ୍ୟ ହସ ଲାଗିବ |

ତେବେ ଏହା ତ ଆମେ ସମସ୍ତେ ଜାଣିଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତି ଇଚ୍ଛା କରିଥାନ୍ତି ଯେ ତାଙ୍କ ବିବାହ ସବୁଠାରୁ ଅଲଗା ଏବଂ ସ୍ମୃତି ପୂର୍ଣ୍ଣ ହେଉ | ଏଥିପାଇଁ ଲୋକମାନେ ବହୁତ କିଛି କରିଥାନ୍ତି | ଏକ ଦମ୍ପତି ମଧ୍ୟ ନିଜ ବିବାହକୁ ସ୍ୱତନ୍ତ୍ର କରିବାପାଇଁ ନଦୀ ଉପରେ ହୋଇଥିବା ପୁଲ ଉପରେ ବାହାଘର ଫଟୋସୁଟ କରୁଥିଲେ | ଦମ୍ପତିଙ୍କ ସହିତ ଆଉ କିଛି ଲୋକ ମଧ୍ୟ ଠିଆ ହୋଇଥିଲେ | କିନ୍ତୁ, ଲୋକଙ୍କର ବାଲାନ୍ସ ବିଗିଡିଯାଏ ଏବଂ କାଠ ତିଆରି ପୁଲ ଭାଙ୍ଗିଯାଏ, ଯେଉଁ କାରଣରୁ ଲୋକେ ତଳେ ପଡିଯାନ୍ତି | ଏହି ପୁରା ମାମଲା କ୍ୟାମେରାରେ କଏଦ ହୋଇଯାଏ |

ବହୁତ ମଜାଳିଆ ଭିଡିଓ :-

ସୋସିଆଲ ମିଡ଼ିଆର ଅଲଗା ଅଲଗା ପ୍ଲାଟଫର୍ମରେ ଏହି ଭିଡିଓକୁ ସେୟାର କରାଯାଉଛି | ଟ୍ୱିଟରରେ ଏହି ଭିଡିଓକୁ ‘Hold My Beer’ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ବର୍ତ୍ତମାନ ଏହି ଭିଡିଓ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି | ଖବର ଲେଖାଯିବାବେଳକୁ ଏହି ଭିଡିଓକୁ ୨୦ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି | ସେହିପରି ଏହି ଭିଡିଓ ଉପରେ ଲୋକମାନେ ବହୁତ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି | ତେବେ ଆପଣଙ୍କୁ ଏହି ଭିଡିଓ କିପରି ଲାଗିଲା କମେଣ୍ଟ କରି ଆମକୁ ନିଶ୍ଚିତ ଭାବରେ ଜଣାନ୍ତୁ |

https://twitter.com/yugtahtmai?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1396516238306709504%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Ftrending%2Ffunny-wedding-photoshoot-video-goes-to-viral-on-social-media-668074.html

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *