ରା-ଗି ଯାଇଥିବା ସ୍ତ୍ରୀକୁ ମନାଇବା ପାଇଁ ଶ୍ୱଶୁରଘର ଆଗରେ ୩୧ ଘଣ୍ଟା ଧରି ବସିରହିଲା ସ୍ୱାମୀ, କିନ୍ତୁ ଖୋଲିଲେ ନାହିଁ କବାଟ,ଜାଣନ୍ତୁ ପୁରା ଘ-ଟ-ଣା

ବିବାହର ପ୍ରଥମ ବାର୍ଷିକୀରେ ଶାଶୁଘରୁ ବାପଘରକୁ ଆସିଥିବା ସ୍ତ୍ରୀ ନ ଫେରିବାରୁ କଥା ହେବାପାଇଁ ସ୍ୱାମୀ ଅଜମେରରୁ ଆଗ୍ରାକୁ ଆସିଗଲା |କିନ୍ତୁ ଶ୍ୱଶୁରଘର ଲୋକେ ଘରର କବାଟ ଖୋଲି ନଥିଲେ | ସ୍ତ୍ରୀ ମଧ୍ୟ ବାହାନା କରି ସମ୍ପର୍କୀୟଙ୍କ ଘରକୁ ଚାଲିଗଲେ | ଏହା ଉପରେ ସ୍ୱାମୀ ଶ୍ୱଶୁରଘରର ଗେଟ ଆଗରେ ୩୧ ଘଣ୍ଟା ଧରି ବସିରହିଲେ | କିନ୍ତୁ ସ୍ତ୍ରୀ ଆସିନଥିଲେ | ଶେଷରେ ସେ ସନ୍ଧ୍ୟା ଚାରିଟାରେ ଫେ-ରିଗ-ଲେ | ମା-ମ-ଲା ଆଗ୍ରାର ଅଟେ | ଅଜମେର (ରାଜସ୍ଥାନ)ର ବୈଶାଳୀ ନଗର ନିବାସୀ ଅବିନାଶ ଭର୍ମାଙ୍କ ବିବାହ ମେ ୨, ୨୦୧୫ ମସିହାରେ ସୁଲହକୁଲ ନଗରର ବାସିନ୍ଦା ଜଣେ ଯୁବତୀଙ୍କ ସହ ହୋଇଥିଲା | ଅବିନାଶ ଜଣେ ଆକାଉଣ୍ଟାଣ୍ଟ ଥିଲେ | ବାପା ଜଣେ ଅବସରପ୍ରାପ୍ତ ନା-ଏବ ତହସିଲଦାର ଅଟନ୍ତି | ଅବିନାଶଙ୍କ ଅନୁଯାୟୀ, ପ୍ରଥମ ବିବାହ ବାର୍ଷିକୀରେ ସ୍ତ୍ରୀ ବିୟୁଟି ପାର୍ଲରକୁ ଯିବାକୁ କହି ଘରୁ ବାହାରି ଆସିଥିଲେ |ଏହା ପରେ ସେ ଆଉ ଫେ-ରି ନଥିଲେ | ସେ ସ୍ତ୍ରୀଙ୍କୁ ଫୋନ କଲେ | ସେ କିଛି ସମୟ ପରେ ଫେ-ରୁଛ-ନ୍ତି ବୋଲି କହିଚାଲିଲେ | ଅନେକ ଘଣ୍ଟା ପରେ ଜଣାପଡିଲା ଯେ ସେ ବା-ହା-ନା କରି ବାପଘରକୁ ଚାଲି ଯାଇଛନ୍ତି |

Google

ଅଭିନାଶ ସ୍ତ୍ରୀକୁ ନେବାପାଇଁ ଶ୍ୱଶୁରଘରକୁ ଆସିଲେ | ଶ୍ୱଶୁରଘର ଲୋକେ ତାଙ୍କୁ ଆ-ଶ୍ୱାସ-ନା ଦେଲେ ଯେ ସେମାନେ ତାଙ୍କ ଝିଅକୁ ତିନି ଦିନ ମଧ୍ୟରେ ପଠାଇଦେବେ | ସେ ଶ୍ୱଶୁରଘର ଲୋକମାନଙ୍କ କଥା ଉପରେ ଭରସା କରି ଫେରିଆସିଲେ | କିଛି ଦିନ ପରେ ଅଭିନାଶଙ୍କ ଘରେ ଅଜମେର ପୋ-ଲି-ସ ପହଁଚିଲା | ସେତେବେଳେ ତାଙ୍କୁ ଜଣାପଡିଲା ଯେ ସ୍ତ୍ରୀ ପ୍ର-ତାଡ଼ି-ତର ଅ-ଭିଯୋ-ଗ ମହିଳା ଆ-ୟୋ-ଗରେ କରିଛନ୍ତି | ସ୍ୱାମୀ ବି-ରୋ-ଧରେ ଯାଞ୍ଚ କରିବାର ନିର୍ଦ୍ଦେଶ ଅଜମେର ପୋ-ଲି-ସ-କୁ ଦିଆଗଲା | ଅଭିନାଶ ଅଜମେର କୋ-ର୍ଟରେ ସ୍ତ୍ରୀ ବି-ରୋ-ଧରେ ସେ-କ୍ସନ ୯ରେ କେ-ସ କରିଛନ୍ତି |

ସ୍ତ୍ରୀ ଅଭିନାଶଙ୍କ ବି-ରୋ-ଧରେ ଯୌ-ତୁ-କ ପାଇଁ ପ୍ରଦିତ କରିବାର ଅ-ଭିଯୋ-ଗ କରିଛନ୍ତି | ତାଙ୍କ ବି-ରୋ-ଧରେ ଭରଣା ପୋଷଣ କରିବାର ଦା-ବି କରାଗଲା | ଅଭିନାଶଙ୍କୁ ତାଙ୍କ ବାପା-ମା ସମ୍ପତ୍ତିରୁ ବେ-ଦଖ-ଲ କରିଦେଲେ | ତାଙ୍କ ଚାକିରୀ ଚାଲିଗଲା | ସ୍ତ୍ରୀ ଫୋନରେ କଥା ହେଉଛନ୍ତି | କିନ୍ତୁ ଘରକୁ ଆସିବାପାଇଁ ରାଜି ନାହାନ୍ତି |

Google

ଅଭିନାଶ ଶନିବାର ସକାଳ ୯ ଟାରେ ଅଗ୍ର ଆସିଥିଲେ | ସେ କହିଛନ୍ତି ଯେ ସେ ସ୍ତ୍ରୀକୁ ପଚାରିବାକୁ ଚାହୁଁଛନ୍ତି ଯେ ସେ ତାଙ୍କ ସହିତ ରହିବାକୁ ଚାହୁଁଛନ୍ତି କି ଅଲଗା ହେବାକୁ ଚାହୁଁଛନ୍ତି | କିନ୍ତୁ ଅଭିନାଶ ଆସିବାପରେ ସ୍ତ୍ରୀ ସମ୍ପର୍କୀୟଙ୍କ ଘରକୁ ଚାଲିଗଲେ | ରାତିରେ ଅଭିନାଶ ଶ୍ୱଶୁରଘର ଆଗରେ ବସିଥିଲେ | ସାରାରାତି ସେଠାରେ ବି-ତାଇ-ଲେ | ରବିବାର ଦିନ ମଧ୍ୟ ସେହି ଘର ସାମ୍ନାରେ ବସିରହିଲେ | ସନ୍ଧ୍ୟା ପାଖାପାଖି ୪ଟାରେ ସେ ନିଜ ଘରକୁ ଚାଲିଗଲେ |

ଗୋଟେ ପଟେ ଅଭିନାଶଙ୍କୁ ଶ୍ୱଶୁରଘର ଲୋକ ଘରେ ପୁରାଇ ଦେଲେନାହିଁ | ସେହିପରି ଅନ୍ୟ ପଟେ ସେଠାରେ ଥିବା ଅନ୍ୟ ଘରର ଲୋକେ ତାଙ୍କୁ ଚେୟାର ଦେଲେ | ରାତିରେ ଶୋଇବାପାଇଁ ପଲଙ୍କ ମଧ୍ୟ ଦେଲେ | ଲୋକମାନେ ଖାଇବାପାଇଁ ମଧ୍ୟ ଦେବାକୁ କହିଥିଲେ | କିନ୍ତୁ ଅଭିନାଶ ଖାଇବାପାଇଁ ଅନଲାଇନ ଅର୍ଡର କରିଥିଲେ |

Leave a Reply

Your email address will not be published. Required fields are marked *