ଗାଈଟି ଅଜବ ଭାବରେ ଖେଳିଲା ଫୁଟବଲ, ଏକ ପ୍ରେଫେସନାଲ ଖେଳାଳି ଭଳି ଖେଳିଲା, ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡିଆରେ ସାଧାରଣତଃ ପାଳିତ ପଶୁ ମାନଙ୍କର ଭିଡ଼ିଓ ଭାଇରାଲ ହୋଇ ରହୁଥାଏ ଓ ଏହା ୟୁଜର୍ସ ମାନଙ୍କ ଦ୍ଵାରା ବହୁତ ପସନ୍ଦ ମଧ୍ୟ କରାଯାଇଥାଏ । ଏହି ଭିଡ଼ିଓକୁ ଦେଖିବାପରେ ଆପଣଙ୍କୁ ହସ ଆସିବା ସହ ଆପଣ ଏହାକୁ ବାରମ୍ବାର ଦେଖିବାକୁ ମଧ୍ୟ ଚାହିଁଥାନ୍ତି । ଏମିତି ହିଁ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆପଣ ମଧ୍ୟ ଏହାକୁ ଦେଖିବାପରେ ମଜା ଆସିଯିବ ।

ଆପଣ ଜାଣିଥିବେ ସାରା ଦେଶରେ ଫୁଟବଲ ଖେଳର କ୍ରେଜ କେତେ ରହିଛି । କିନ୍ତୁ କଣ ଆପଣ ଏକ ଗାଈ କୁ ଫୁଟବଲ ଖେଳୁଥିବାର ଦେଖିଛନ୍ତି କି, ଯଦି ଦେଖିନାହାନ୍ତି ଏମିତି ହିଁ ଏକ ଭିଡ଼ିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଯେଉଁଠି ଗାଈ ଟି ଏକ ପ୍ରଫେସନାଲ ଭାବରେ ଫୁଟବଲ ଖେଳୁଥିବାର ଦେଖାଯାଇଛି ।

ଆପଣ ଭିଡ଼ିଓରେ ଦେଖିପାରିବେ କି, ଗାଈ ଟି ନିଜ ଚାରି ଗୋଡ଼ ମଝିରେ ଫୁଟବଲ ଅଟକାଇ ଦେଉଛି ଓ ଆଗ ଗୋଡ଼ରେ କିକ ମାରୁଛି । ଦୁଇ ମିନିଟର ଏହି ଭିଡ଼ିଓରେ ଗାଈ ଟି ଏହିପରି ଭାବରେ ନିଜ ଗୋଡ଼ ମଝିରେ ଫୁଟବଲ କୁ ରଖିଲା ଯେ, କେହି ଏହାକୁ ଛଡ଼ାଇ ପାରିଲେନାହିଁ । ଏକ ପ୍ରଫେସନାଲ ଫୁଟବଲର ପରି ଗାଈଟି ନିଜର କାରନାମା ଦେଖାଇଥିଲା । ଯେତେବେଳେ ଏକ ପିଲାଟି ଗାଈ ଠାରୁ ବଲ ଛଡ଼ାଇବାକୁ ଚେଷ୍ଟା କରୁଛି ସେତେବେଳେ ଗାଈ ଟି ମାରିବାକୁ ଆରମ୍ଭ କରିଦେଉଛି । ଏହାପରେ କିଛି ସମୟ ପରେ ପିଲାଟି ଗାଈ ପାଖରୁ ବଲ ଛଡ଼ାଇବାକୁ ସକ୍ଷମ ହୋଇଥିଲା । ଏହାପରେ ବି ଫୁଟବଲ ପାଇଁ ଗାଈ ଟି ପିଲାଙ୍କ ପଛରେ ଗୋଡ଼ାଇଥିଲା ।

ସୋସିଆଲ ମିଡିଆରେ ଏହି ଭିଡ଼ିଓ ଲୋକଙ୍କ ଦ୍ୱାରା ବହୁତ ଶେୟର କରାଯାଉଛି । ଏହି କାରଣ ପାଇଁ କେତେକ ୟୁଜର୍ସ ନିଜର ରାୟ ମଧ୍ୟ ଏଥିରେ ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଥିଲେ, ଏହି ଭିଡ଼ିଓ ଏତେ ଶାନଦାର ଅଟେ କି, ମୋତେ ଏହାସହ ପ୍ରେମ ହୋଇଯାଇଥିଲା । ଏହାବ୍ୟତୀତ ଅଲଗା ଅଲଗା ଅନ୍ଦାଜରେ ଲୋକମାନେ ଏଥିରେ ପ୍ରତିକ୍ରିୟା ଦେଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *