୩୫ଜଣଙ୍କ ଠାରୁ ଅଧିକ ମହିଳାଙ୍କ ସହ ରଖିଥିଲେ ଶା-ରୀରି-କ ସମ୍ପର୍କ, ବିବାହ କରିଲେ ଏକାଧିକ ଥର: ରଙ୍ଗିଲା ଯୁବକ ଶେଷରେ ବ-ନ୍ଧା ହେଲା

ଜଣ ଜଣ କରି ୩୫ଜଣ ମହିଳାଙ୍କୁ ପ୍ରଲୋଭନ ଦେଖାଇ ବିବାହ କଲେ। ତେବେ ସିଙ୍ଗୁର ଥା-ନା ପୋ-ଲି-ସ ଜଣେ ସ୍ତ୍ରୀଙ୍କ ଅ-ଭିଯୋ-ଗ କ୍ରମେ ରାକେଶ ଚୌଧୁରୀ ନାମକ ଜଣେ ଯୁବକଙ୍କୁ ଗି-ର-ଫ କରିଛି। ପୋ-ଲି-ସ ରାକେଶଙ୍କୁ ବିଧାନନଗରର ଏକ ହୋଟେଲରୁ ଗି-ର-ଫ କରିଥିବା ଜଣାପଡ଼ିଛି ଏବଂ ତାଙ୍କୁ ଚନ୍ଦନନଗର ସଦର ମହକୁମା ଅ-ଦାଲ-ତରେ ହା-ଜି-ର କରାଯାଇଛି। ତାଙ୍କ ଜା-ମି-ନ ଆବେଦନ ଅଗ୍ରାହ୍ୟ କରି ଅ-ଦାଲ-ତ ତାଙ୍କୁ ୫ଦିନ ପାଇଁ ପୋ-ଲି-ସ ହେ-ପାଜ-ତକୁ ପଠାଇ ଦେଇଛନ୍ତି ।

ପୋ-ଲି-ସ ସୂତ୍ରରୁ ପ୍ରକାଶ ପାଇଛି ଯେ, ରାକେଶର ଘର ଜଲପାଇଗୁଡ଼ିରେ। ଫେସବୁକ୍‌ ମାଧ୍ୟମରେ ରାଜେଶ ସହ ବହୁ ମହିଳାଙ୍କର ପରିଚୟ ହୋଇଥିଲା। ସେ ସେହି ମହିଳାମାନଙ୍କୁ ନିଜେ ଜଣେ ସରକାରୀ ଚାକିରିଆ ତ ଆଉ କେତେକଙ୍କୁ ପର୍ଯ୍ୟଟନ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ବୋଲି ପରିଚୟ ଦେଇଥିଲା। ଧୀରେ ଧୀରେ ମହିଳାମାନେ ରାକେଶ ପ୍ରତି ଆକୃଷ୍ଟ ହେବା ପରେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ସିଧାସଳଖ ବିବାହ ପ୍ରସ୍ତାବ ଦେଉଥିଲା। ତାଙ୍କର ଏପରି ପ୍ରେମ ଜା-ଲରେ ପଡ଼ି କେତେଜଣ ବିବାହ କରିଥିବା ବେଳେ ଆଉ କେତେକ ସ-ହବା-ସ ପରେ ଦୂରେଇ ଦେଉଥିଲେ। ବିବାହ ଭିନ୍ନ ଭିନ୍ନ ସ୍ଥାନରେ ହେଉଥିଲା। ଏହିପରି ଭାବରେ ଦମଦମର ଜଣେ ତରୁଣୀଙ୍କ ସହ ରାକେଶର ଫେସବୁକରେ ପରିଚୟ ହୋଇଥିଲା। ସମ୍ପୃକ୍ତ ତରୁଣୀ ଜଣକୁ ସେ ଏକ ବଡ଼ ପର୍ଯ୍ୟଟନ ସଂସ୍ଥାର ସିଏମଡି ବୋଲି ପରିଚୟ ଦେଇଥିଲା। ଯାହାପାରେ ଉଭୟଙ୍କ ମଧ୍ୟରେ ସଂପର୍କ ଘନିଷ୍ଠ ହେବାରେ ଲାଗିଲା। ଏହାପରେ ରାକେଶ ଯୁବତୀ ଜଣଙ୍କୁ ସିଙ୍ଗୁର ନେଇ ଆସି ଜଣେ ଭଡ଼ାଟିଆ ଆତ୍ମୀୟ ସ୍ୱଜନଙ୍କ ଉପସ୍ଥିତିରେ ବିବାହ କରିଥିଲା।

ଦେଢ଼ମାସ କାଳ ସିଙ୍ଗୁରରେ ଘରଭଡ଼ା ନେଇ ଉଭୟ ରହିଥିଲେ। କିନ୍ତୁ ସମ୍ପୃକ୍ତ ଯୁବତୀ ଜଣକ ରାକେଶର ଆଉ କେତେଜଣକୁ ବିବାହ କରିଛି ଓ ସେମାନଙ୍କୁ ବିଶ୍ୱାସ ଜନ୍ମାଇ ସେମାନଙ୍କ ସହ ଅ-ନୈ-ତିକ କାର୍ଯ୍ୟ କରିଥିବା ଜାଣିବାକୁ ପାଇଥିଲେ। ରାକେଶର ଏହି କ-ଳାକା-ରନା-ମା ମୁଖା ଖୋଲିଯିବା ପରେ ସମ୍ପୃକ୍ତ ଯୁବତୀ ଉପରେ ସେ ଅ-ତ୍ୟାଚା-ର ଆରମ୍ଭ କରିଥିଲା। ତେବେ ସମ୍ପୃକ୍ତ ଯୁବତୀ ଜଣକ ଏହା ମଧ୍ୟରେ ସିଙ୍ଗୁର ନେଇ ଥା-ନାର ଦ୍ୱାରସ୍ଥ ହୋଇ ରାକେଶ ବି-ରୋ-ଧରେ ଏକାଧିକ ବିବାହ ଓ ବିବାହ ପ୍ର-ଲୋଭ-ନ ଦେଖାଇ ସ-ହବା-ସ ଅ-ଭିଯୋ-ଗ କରିଥିଲେ। ପୋ-ଲି-ସ ଏହାର ତ-ଦ-ନ୍ତ କରି ଜାଣିବାକୁ ପାଇଥିଲେ ଯେ, ରାକେଶ ବି-ରୋ-ଧରେ କୋଲକାତା ବ୍ୟତୀତ ଅନ୍ୟ ଜିଲ୍ଲାରେ ମଧ୍ୟ ବିଭିନ୍ନ ଥା-ନାରେ ଅ-ଭିଯୋ-ଗ ରହିଛି। ତ-ଦ-ନ୍ତ କରିବା ବେଳେ ପୋ-ଲି-ସ ଚକିତ ହେବାଭଳି ତଥ୍ୟ ପାଇଥିଲା। ରାକେଶ ଅତି କମରେ ୩୫ଜଣରୁ ବେଶି ମହିଳାଙ୍କୁ ପ୍ରଲୋଭନ ଦେଖାଇ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଜାଣିବାକୁ ପାଇଥିଲା।

ଅନ୍ୟପକ୍ଷରେ, ଏକ ଦୁ-ଷ୍କ-ର୍ମ ମା-ମ-ଲାରେ ରାକେଶ ଏକ ବର୍ଷ ଜେ-ଲ ମଧ୍ୟ ଯାଇଥିବା ଜଣାପଡ଼ିଛି। ସେ ଗୋଟିଏ ଜାଗାରେ ବେଶି ଦିନ ରହି ନଥାଏ। ରାକେଶର ମୋବାଇଲ୍‌ ଫୋନକୁ ଟ୍ରା-କିଂ କରି ଶନିବାର ବିଳମ୍ବିତ ରାତିରେ ବିଧାନନଗରର ଏକ ହୋଟେଲରୁ ଗି-ର-ଫ କରିବାରେ ସଫଳ ହୋଇଥିଲା। ତେବେ ରାକେଶର ଅନ୍ୟାନ୍ୟ କେ-ସ୍‌ ଡାଏରୀ ପୋ-ଲି-ସ ଅନୁଧ୍ୟାନ କରୁଥିବା ଜଣାପଡ଼ିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *